ସତ୍ୟ ସନ୍ଧାନ ଅନୁଷ୍ଠାନ ପକ୍ଷ ରୁ ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ।

0

 ବାସୁଦେବପୁର – ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ପକ୍ଷ ରୁ ବାସୁଦେବପୁର ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ଶନିବାର ଦିନ ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଅଜୟ ତ୍ରିପାଠୀ ଓ କୋଷାଧ୍ୟକ୍ଷ ପଦ୍ମ ଲୋଚନ ତିଆଡ଼ି ଆଶ୍ରମ ରେ ଉପସ୍ଥିତ ରହି ସୁଖ ଦୁଃଖ ଆଲୋଚନା କରିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ଦେଇଥିଲେ। ସୂଚନା ଥାଉ କି ସତ୍ୟ ସନ୍ଧାନ ଅନୁଷ୍ଠାନ ପକ୍ଷ ରୁ ବିଭିନ୍ନ ସମୟ ରେ ଆଶ୍ରମ କୁ ଆସି ଅନ୍ତେ ବାସି ଙ୍କ ସହ ସୁଖ ଦୁଃଖ ହେବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇ ଥାଏ

Leave A Reply

Your email address will not be published.