Sign in
Sign in
Recover your password.
A password will be e-mailed to you.
ସୋଆରେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ବୁଧବାର ଏଠାରେ ଉଦଯାପିତ ହୋଇଯାଇଛି । ଗତ ୨୧ ତାରିଖରୁ ୮ ଟି ବିଭିନ୍ନ କ୍ରୀଡ଼ା (କ୍ରିକେଟ୍, ଭଲିବଲ, ବାସ୍କେଟବଲ, ଟେନିସ୍, ଟେବୁଲ ଟେନିସ୍, ଖୋ ଖୋ, କବାଡି ଓ ଚେସ୍)କୁ ନେଇ ଏହି…
ଜାତି ଜନଗଣନା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଏକ ବଡ଼ ବିଜୟ– ଭକ୍ତ
https://youtu.be/Ew4PcHaz8ZA
ଭୁବନେଶ୍ବର ତା. ୧.୫- ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସଦାସର୍ବଦା ଏବଂ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନାପାଇଁ ଦାବି କରିଆସୁଛନ୍ତି । ଏବଂ ଏହି ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରେ ଅଗ୍ରଣୀ ଭୂମିକାରେ ଏହି କାର୍ଯ୍ୟ କରି…
ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀଙ୍କ ଓଡ଼ଗାଁ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ,
ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧ୍ୟାରେ ସୋନପୁର ଜିଲ୍ଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି । ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ…
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଦର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ…
ଭାରତୀୟ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପ ଆଗାମୀ ଦଶନ୍ଧିରେ ୧୦୦ ବିଲିୟନ ଡଲାରର ହେବ- ମୁକେଶ ଅମ୍ବାନୀ
- ଏହି ଶିଳ୍ପ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ: ମୁକେଶ ଅମ୍ବାନୀ
- ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଏକ ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ର ହୋଇପାରିଛି - ମୁକେଶ ଅମ୍ବାନୀ
- ମୁକେଶ ଅମ୍ବାନୀ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ…
ପାରଳା ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡ ଠାରେ ଥିବା ସି ଆଇ ଟି ୟୁ ଅନୁବନ୍ଧିତ ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ
ନବରଙ୍ଗପୁର ତା ୧.୫.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ନୁଆବନ୍ଧସାହି ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୩୦ ମି ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…
ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ: ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିରାଜିଲେ ମାଁ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ,ପରମ୍ପରା ଓ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ ହୋଇ ଯାଇଛି।ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ନିଜ ସ୍ଥାୟୀ ମନ୍ଦିରରୁ ବେଲଗୁଣ୍ଠା…
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ।
ପୁରୀ (ଅନିମେଶପଟ୍ଟନାୟକ): ଚଳିତବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁନ ୨୭ ତାରିଖରେ ଓ ବାହୁଡା଼ ଯାତ୍ରା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।ସୁନାବେଶ ଜୁଲାଇ ୬ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ।ତେଣୁ…