ନୂତନ ଏଟିଏମ୍ ର ଶୁଭ ଉଦ୍ ଘାଟନ।

0 2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ କଲେଜ ଆଗ ରେ ବକ୍ରାଙ୍ଗି ଏଟିଏମ୍ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ନେତା ମାଧବାନନ୍ଦ ମଲ୍ଲିକ, ଦେବ କାନ୍ତ ସାମଲ ଓଡ଼ିଶା ଷ୍ଟେଟ ହେଡ ବକ୍ରାଙ୍ଗି, ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ ପଣ୍ଡା, ଅରୁଣ କୁମାର ଜେନା, , କାଉନସିଲର ଜଗବନ୍ଧୁ ଦାସ, ହେମନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ। ପ୍ରଭୁ ଦତ୍ତ ଦାସ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉନ୍ନତ ମାନର ସେବା ସବୁବେଳେ ସବୁ ସମୟରେ ଗ୍ରାହକ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଷ୍ଟେଟ ଅଧିକାରୀ।

Leave A Reply

Your email address will not be published.