ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ।। ମାତାରବନ୍ନମ ବିଜ୍ଞାନ ପ୍ରଚାର ସମିତି ଗୃହ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାୟଗଡ / ଗୁଣପୁର /ପଦ୍ମପୁର ତା:୩୦.୪.୨୫ରିଖ ଦିନ ରାୟଗଡ଼ ଜିଲ୍ଲାର…

ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ “ଆର୍ -ଏକ୍ସ ଫେଷ୍ଟ ୨୦୨୫ ” ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ "ଆର୍ -ଏକ୍ସ ଫେଷ୍ଟ ୨୦୨୫ " ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଆଇ ଆର ବି ଏନ୍ କମାଣ୍ଡାଣ୍ଟ ଶ୍ରୀଯୁକ୍ତ ବ୍ରଜ ମୋହନ ନାୟକ ଓ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ…

ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ ବିଦାୟ କାଲିନ ସଂବର୍ଦ୍ଧନା ସଭା ଅନୁଷ୍ଠିତ.

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ +3 ଶେଷ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ କାଲିନ ସଂବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୈଳେଶ ସତପଥି ଙ୍କ…

ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ

ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ…

ମୁଣ୍ଡରେ ଆଡ଼ବେଷ୍ଟର ପଡ଼ି ବୃଦ୍ଧା ମୃତ

ବିଜେପୁର :-କାଳବୈଶାଖୀ ପ୍ରଭାବରେ ବରଗଡ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ବାଉଁଶପାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ନୀଲା ମହାପାତ୍ର(୬୪) ମିଲିଥିବା ସୁ ଚନା ଅନୁସାରେ ଗତକାଲି ରାତିରେ ରାତିରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଥିଲା। ଫଳରେ ରେ ଗଛଲତା ଭାଙ୍ଗି ପଡିବା ସହ ଅନେକ…

ଅବ୍ୟବସ୍ଥା ଘେରରେ ଏକତା ନଗର ଅଞ୍ଚଳ, ଅପରାଧୀଙ୍କ ଚରାଭୂଇଁ

ସୁନ୍ଦରଗଡ଼:-ପୌରାଞ୍ଚଳର 15 ନଂ ୱାର୍ଡ ଡେଙ୍ଗିଭାଡ଼ି ଓ ନୂତନ ଭାବେ ନିର୍ମାଣ ହଉଥିବା ଏକତା ନଗର ଅଞ୍ଚଳ ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି, ନୂତନ ଭାବେ ଏକତା ନଗର ଅଞ୍ଚଳରେ ଘର ଆରମ୍ଭ କରିଥିବା କଲୋନୀବାସୀ ବିଭିନ୍ନ ଅସୁବିଧାରେ ରହୁଥିବା ଦେଖିବାକୁ ମିଳିଛି, ପୌରପାଳିକା ତରଫରୁ…

କେନ୍ଦୁଝରରେ ଖୁବଶୀଘ୍ର ଚଳାଚଳ କରିବ ବିଦ୍ୟୁତଚାଳିତ ବସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପ୍ରଶାସନ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ସହିତ ମିଳିତ ଭାବରେ, ଜିଲ୍ଲାର ସହରାଞ୍ଚଳରେ ଗମନାଗମନ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ ପରିବେଶ ଅନୁକୂଳ ଏକ ବୈଦ୍ୟୁତିକ ବସ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବାକୁ ଆଗାମୀ ଦୁଇ…

‘ବିକଶିତ ଭାରତର ଦାୟିତ୍ୱ ନେବେ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ’

ଭୁବନେଶ୍ୱର: ଆସନ୍ତା ୧୧ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ସେ ଉପଲକ୍ଷେ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସ୍ଥିର କରାଯାଇସାରିଛି । ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ବିକଶିତ ଭାରତର ସ୍ୱପ୍ନ ସାକାର…

ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦାରେ ଅକ୍ଷୟ ତୃତୀୟା ଉତ୍ସବ

ଭୁବନେଶ୍ୱର:30/4-ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦା ଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନବକୃଷ୍ଣ ଚୌଧୁରୀ ବିଚାର ମଂଚ ବଡ଼ଚଣା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ…

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ କୃଷି ବିଜ୍ଞାନକେନ୍ଦ୍ର ଭବାନୀ ପାଟଣା,ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ…