ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, ମଇ ୩: ୨୦୨୫ର ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ…

ସୋଆ ଆଇବିସିଏସ୍ ପକ୍ଷରୁ ମାନସିକ ଚାପ ପରିଚାଳନା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ

ଭୁବନେଶ୍ୱର , ମେ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ନିକଟରେ ମାନସିକ ପରିଚାଳନା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ‘ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ଚାପ ପରିଚାଳନା’ ସମ୍ପର୍କିତ ଏହି କର୍ମଶାଳାରେ…

ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: ଲଗାତାର ୧୮ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨ ।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍ ଆରମ୍ଭରୁ ଲଗାତାର…

ବେନେଲି, କିୱେ, ମୋଟୋ ଭଲ୍ଟ ପକ୍ଷରୁ ଭୁବନେଶ୍ୱରରେ ନୂଆ ଡିଲରସିପ ଉଦ୍‌ଘାଟିତ

ଭୁବନେଶ୍ୱର : ବେନେଲି, କୀୱେ, ମୋଟୋ ଭଲ୍ଟ ଇଣ୍ଡିଆ, ଉନ୍ନତ ଉପଲବ୍ଧତା ଓ ପ୍ରିମିୟମ ଗ୍ରାହକ ସେବା ପ୍ରଦାନ କରିବା ପାଇଁ ଏହାର ଭୁବନେଶ୍ୱର ଡିଲରସିପକୁ ଏକ ନୂଆ ରଣନୈତିକ ସହଯୋଗୀ- ଶ୍ରୀ ମୋଟର୍ସକୁ ପୁନଃଆବଂଟିତ କରିଥିବା ସମ୍ପର୍କରେ ଘୋଷଣା କରିଛି । ନୂଆ କରି ଲଂଚ ହୋଇଥିବା ଏହି ଡିଲରସିପ…

ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହେବ ସେମିକଣ୍ଡକ୍ଟର ଉତ୍ପାଦନ: ଆଇଟି ମନ୍ତ୍ରୀ

‘ଫ୍ରମ ଟେମ୍ପଲ ଟୁ ଟେକ' ସମ୍ମିଳନୀରେ ଓଡ଼ିଶା ଗ୍ଲୋବାଲ ଟେକ ହବ ଭାବେ ନିଜକୁ ଅବସ୍ଥାପିତ କରିଛି ଭୁବନେଶ୍ୱର : ନିବେଶକଙ୍କ ପାଇଁ ଉନ୍ନତ ନୀତି ପ୍ରଣୟନ ପାଇଁ ଜଣାଶୁଣା ଓଡ଼ିଶାରେ ଆଗାମୀ କିଛି ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହେବ ବୋଲି ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା…

ଓୟୁଏଟିରେ ନିର୍ମାଣଧୀନ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ନିର୍ମାଣ ହେବ ଓୟୁଏଟିର ସୁଦୃଶ୍ଯ ପ୍ରଶାସନିକ ଭବନ ଭୁବନେଶ୍ୱର- ୦୨/୦୫/୨୦୨୫: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ…

ଦିଘାଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ବାବଦରେ ତଦନ୍ତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମନ୍ତ୍ରୀ…

ଭୁବନେଶ୍ୱର ୦୨/୦୫/୨୦୨୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଦ୍ୱନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଶ୍ରୀଜଗନ୍ନାଥଙ୍କର ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ…

ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ୨ ମଇ ୨୦୨୫ : ଓଡ଼ିଶାର ବର୍ତ୍ତମାନ ସରକାରର ଏକ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରିବା ପାଇଁ ରୋଡମ୍ୟାପ ତିଆରି କରିବା ଉଦ୍ଦେଶ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ…

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ:ରାଜ୍ୟରେ ୯୪.୯୩ % ମୋଟ୍ ପାସ୍ ହାର

୯୬ % ପାସ୍ ହାରରେ ଆଗୁଆ ଛାତ୍ରୀ, ମେ ୧୪ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଭୁବନେଶ୍ବର, ୨ ମେ ୨୦୨୫: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍…

ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ତାଳସାରୀ ହେବ ପର୍ଯ୍ୟଟନ ହବ ଭୁବନେଶ୍ୱର ତା ୦୨/୦୫/୨୦୨୫ରିଖ: ଆଜି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଏକଦିବାସିୟ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରର ସମୀକ୍ଷା କରିଥିଲେ । ଉଭୟ ଆକାଶ ମାର୍ଗ ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ…