Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବ୍ଳକ୍ ର ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ; A1 ଗ୍ରେଡ୍ ରେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଦୁଇ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଅପରାହ୍ଣରେ ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ଫଳ I ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ଫଳ 98.10 ରହିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ରେ ମଧ୍ୟ ଏହି ପରୀକ୍ଷା ଫଳ ଉତ୍ସାହ ଜନକ ରହିଛି I ବ୍ଳକ୍ ର ନେଟେଙ୍ଗା ଦୀନବନ୍ଧୁ…
ବିଶ୍ଵ ଶାନ୍ତି ଶିଖର ସମ୍ମିଳନୀରେ ଯୋଗ ଦେବେ କବି ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )--:କଳା ଓ ସଂସ୍କୃତିର ଜିଲ୍ଳା ଗଞ୍ଜାମ ପାଇଁ ଗୌରବ ହେବାକୁ ଯାଉଛନ୍ତି କବିସୂର୍ଯ୍ୟନଗରର ବିଶିଷ୍ଟ କଵି ଓ ଲେଖକ ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ I କବି ଡକ୍ଟର୍ ଦଳାଇଙ୍କୁ ଯୁକ୍ତ ରାଷ୍ଟ୍ର ଆମେରିକାରୁ ଆସିଛି ନିମନ୍ତ୍ରଣ I ସୂଚନା ପ୍ରକାରେ ଅମେରିକାରେ…
ଆଗାମୀ ରଥଯାତ୍ରା ପାଇଁ ପାଗ ଭିଡ଼ିଲା ସ୍ଵାସ୍ଥ୍ୟ ବିଭାଗ
ନବଯୌବନ ଦର୍ଶନଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ବାସ୍ଥ୍ୟସେବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୪/୫: ମହାପ୍ରଭୁ ଜଗନ୍ନାଥଙ୍କର ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟସେବା ନିଶ୍ଚିତ କରାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି…
ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ସ୍ଵଚ୍ଛତା ଅଭିଯାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ବର୍ଷସାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଏହି କାର୍ଯ୍ୟକ୍ରମ ସହିତ ସ୍ଵଚ୍ଛତା…
ଗରିବ ଚାଷୀ ପରିବାର ର ପୁଅ ବ୍ଲକ ଟପ୍ପର, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା ର ସୁଅ l
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି l ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଧାପାଲି ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପପୁନ ସାହୁ ୫୪୩ମାର୍କ ରଖି ବ୍ଲକ ଟପ୍ପର ହୋଇ ଅଞ୍ଚଳ ପାଇଁ ଗର୍ବ…
କଟକ ରିଙ୍ଗରୋଡ଼ ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି : ପୂର୍ତ୍ତ…
ଭୁବନେଶ୍ୱର, ୦୩. ୦୫. ୨୦୨୫- କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବାଲି ମାଫିଆ ରାଜ (ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ର…
ମୟୁରଭଞ୍ଜ (ଦିପୁ ମହାପାତ୍ର )ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି କଳା ବେପାରୀଙ୍କ ଆତଙ୍କ ରାଜ | କେବେ ବାଲି ତୋ କେବେ କୋଇଲା | ସରକାରଙ୍କ ନିୟମ ଅନୁଯାୟୀ ଏବେ ସମସ୍ତ ବାଲି ଘାଟ ବନ୍ଦ ରହିଥିବା ବେଳେ ଦିନ ହେଉବା ରାତି ନିର୍ଦ୍ୱନ୍ଦ୍ୱରେ ଖଣିଜ…
ପଦାମୃତ ନୃତ୍ୟାୟନର ଦଶମ ବାର୍ଷିକ ଉତ୍ସବ ଓ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ୍ ଠାରେ ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଓ ପଦ୍ମଶ୍ରୀ ଡ଼ଃ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।…
ନୂତନ ମନ୍ଦିର ଏବଂ ପ୍ରତିମା ପ୍ରତିଷ୍ଠା ଉପଲକ୍ଷେ ଅଠଚାଳିଶି ପ୍ରହର ପଞ୍ଚ ମହାଯଜ୍ଞ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଶ୍ରୀଶ୍ରୀଶ୍ରୀ ସିଦ୍ଧେଶ୍ଵରୀ ମହାମାୟୀଙ୍କ ମନ୍ଦିର ତଥା ବିଗ୍ରହ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ଏବଂ ବୃଷଭ ପ୍ରତିଷ୍ଠା ଉପଲକ୍ଷେ ଅଠଚାଳିଶି ପ୍ରହର ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେଉଛି I ଏହି ଅବସରରେ…
ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ୩୨ ତମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମାତୃ ବିହାର ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ୩୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି…