ଜହାନିଆଁ ରାସ୍ତାରେ ମୁଖାଧାରି ନାଲି ପଲସର୍ ଆତଙ୍ଗ। ଅଳ୍ପକେ ବର୍ତିଲେ ନାବାଳକ।

ଅସ୍ତରଙ୍ଗ: ଅସ୍ତରଙ୍ଗ ଠାରୁ ପିର ବେଳାଭୂମି କୁ ସଂଯୋଗ କରୁଥିବା ରାସ୍ତା ର କଣମଣ ଛକ ଠାରୁ କିଛିବାଟ ଗଲାପରେ ଆଉ ଏକ ଛକ ପଡେ । ସେହି ତିନି ଛକି ରେ ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସୁଦି କେଶ୍ୱର୍ ଗ୍ରାମର ସୁଶାନ୍ତ କୁମାର ନାୟକ ଙ୍କ ପୁଅ ରୁଦ୍ର ପ୍ରସାଦ ନାୟକ,କଣମଣ ନଦୀ କୂଳରେ ଥିବା ସାଇକଲ…

କାଜୁ ରପ୍ତାନୀ , ପ୍ରୋତ୍ସାହନ ଏବଂ ମାର୍କେଟିଂ କର୍ମଶାଳା ଶିବିର ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାର ସୂକ୍ଷ୍ମ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି କାଜୁ ରପ୍ତାନୀ , ପ୍ରୋତ୍ସାହନ ଏବଂ ମାର୍କେଟିଂ କର୍ମଶାଳା ଶିବିର ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ…

ବ୍ୟାଘଦେବୀ ମନ୍ଦିର ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ରେ ଉତ୍ସାହିତ ଭଞ୍ଜନଗର ବାସି

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ରୋଡ଼ ନିକଟରେ ଥ‌ିବା ବହୁପୁରାତନ ମା' ଭଗବତୀ ରାଜରାଜେଶରୀଙ୍କ କୟାଁ ବ୍ୟାଘ୍ରଦେବୀ ମନ୍ଦିର ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚଳିତ ଜୁନ ୪ ତାରିଖ ୨୦୨୫ ରୁ ୯ ତାରିଖ ୨୦୨୫ ଦୀର୍ଘ ୬ ଦିନ ଧରି ହେବ। ସେଥିନିମିତ୍ତ…

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ-୨୦୨୫

ନବରଙ୍ଗପୁର ୩.୦୫.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ…

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : ରାଜ୍ୟରେ ଗଜପତି ଜିଲ୍ଲାର ପାସ ହାର ୯୯.୩୫ %

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଏଥର ଗଜପତି ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଜିଲ୍ଲାରେ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୦ଟି ବିଦ୍ୟାଳୟର ୭୬୮୫ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ…

ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ

ଜଗତସିଂହପୁର, ତା ୦୨.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ସ୍ତରୀୟ ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି…

ଓଡିଶା ଡିଜିଟାଲ ମିଡ଼ିଆ ତରଫରୁ ପ୍ରେସ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ରାଜଧାନୀ ଜୟଦେବ ଭବନ ସମ୍ମୁଖରେ ପ୍ରେସ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଓଡିଶା ଡିଜିଟାଲ ମିଡ଼ିଆ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଟାଲ, ଛାପା , ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ବହୁ ସାମ୍ବାଦିକ ଉପସ୍ଥିତ ରହି ଦେଶ ତଥା ରାଜ୍ୟରେ ଗଣମାଧ୍ୟମର…

“ବେଳ ଥାଉ ସତର୍କ ଓ ସଚେତନ ରହିଲେ ଆର୍ଥ୍ରାଇଟିସ ଜନିତ ବିକଳାଙ୍ଗତାକୁ ପ୍ରତିହତ କରିପାରିବା”

ଓଏଆରଏଫଟି ଏବଂ ଓଏଆରସି ପକ୍ଷରୁ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ ଭୁବନେଶ୍ୱର, 3 ମଇ 2025: ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆରଏଫଟି)ଦ୍ୱାରା ଶୈଳଶ୍ରୀ ବିହାର ଠାରେ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ ହୋଇଯାଇଛି |…

ସବୁଜଗୃହ ଗ୍ୟାସ ନିର୍ଗମନକୁ ହ୍ରାସ କରା ନଗଲେ ପୃଥିବୀର ତାପମାତ୍ର ୨.୭ ଡିଗ୍ରୀ ବୃଦ୍ଧି ପାଇବ: ଗବେଷକ

ଭୁବନେଶ୍ୱର, ମଇ ୩: ପୃଥିବୀରେ ସବୁଜଗୃହ ଗ୍ୟାସ (ଗ୍ରୀନ ହାଉସ୍ ଗ୍ୟାସ) ନିର୍ଗମନକୁ ଯଦି ଶୀଘ୍ର ହ୍ରାସ କରା ନଯାଏ ତେବେ ପୃଥିବୀର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅଧିକ ୨.୭ ଡିଗ୍ରୀ ସେଲସିଅସ ବୃଦ୍ଧି ପାଇବ ।ପ୍ରାପ୍ତ ସୂଚନା ଅନୁଯାୟୀ ପୃଥିବୀରେ ୧୯୯୦ ରୁ ୨୦୨୦ ମଧ୍ୟରେ ସବୁଜଗୃହ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, ମଇ ୩: ୨୦୨୫ର ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ…