ବିଜେପୁର :-ଆର. ବି. ଏସ. କେ କାର୍ଯ୍ୟକ୍ରମ ର କୋର କମିଟି ମୀଟିଙ୍ଗ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ( RBSK) ର ଏକ କୋର କମିଟି ମୀଟିଙ୍ଗ ଅନୁଷ୍ଠିତ ହୋଇଯାଇଛି lବିଜେପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ ବିଶ୍ଵାଳ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା କେତେ ଜଣ ଶିଶୁ ଉପକୃତ ହୋଇଛନ୍ତି ସେ ବିଷୟରେ ଡ଼ା. ଲିଙ୍ଗରାଜ ଦାଶ, ଡ଼ା. ପ୍ରଜ୍ଞା ପାରମିତା ପାତ୍ର, ଆଲୋଚନା କରିଥିଲେ। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସୁଶାନ୍ତ ମେହେର ଏଥିପାଇଁ ପ୍ରଶଂସା କରିଥିଲେ।ଏମଏଲଏ ପ୍ରତିନିଧି ଜିଲ୍ଲା ପରିଷଦ ସୁଶାନ୍ତ କୁମାର ଗଡତୀୟା,ବି.ପି.ଏମ. ବିଜୟ କୁମାର ସରାପ, ବି.ଏ.ଏମ ବାଳଗୋପାଳ ପଣ୍ଡା, ବି.ଡ଼ି.ଏମ ନାରାୟଣ ପାଢୀ,ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.