ଲାୟନ୍ସ କ୍ଳବ୍ ରେ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ଅନୁଷ୍ଠିତ।

2

ପଦ୍ମପୁର :- ଲାୟନ୍ସ କ୍ଳବ୍ ର ୨୦୨୫-୨୬ ବର୍ଷ ର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଆଗାମୀ ସମୟ ରେ ହେବାକୁ ଥିବା ସେବା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ, କୋଷାଧ୍ୟକ୍ଷ ଲାୟନ୍ ସଦାନନ୍ଦ ପୁରୋହିତ, ଲାୟନ୍ ବେନୁମାଧବ ଦୋରା, ଲାୟନ୍ ଚିତ୍ତ ରଞ୍ଜନ ଦାଶ, ଲାୟନ୍ ସନ୍ତୋଷିନି ରଥ, ଲାୟନ୍ ବିଷ୍ଣୁ ନାରାୟଣ ଦୋରା, ଲାୟନ୍ ବିନୋଦ ବିହାରୀ ମିଶ୍ର, ଲାୟନ୍ ଭାରତୀ ପଟ୍ଟନାୟକ, ଲାୟନ୍ ରାଜକିଶୋର ଯୋଶୀ, ଲାୟନ୍ ସୁନୀଲ ଅଗ୍ରୱାଲ, ଲାୟନ୍ ଦ୍ଵାଦଶ ପ୍ରଧାନ, ଲାୟନ୍ ହିମାଂଶୁ ଯୋଶୀ ଓ ଲାୟନ୍ ଶାଶ୍ଵତ ଦାଶ ଉପସ୍ଥିତ ଥିଲେ । ଶେଷ ରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.