Sign in
Sign in
Recover your password.
A password will be e-mailed to you.
ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ବିଦୁ୍ୟତ କାଟ୍ ହେବନାହିଁ – ଟିପିସିଓଡିଏଲ୍
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ୨୦୨୫ ଜୁନ୍ ୧୫ ପର୍ଯ୍ୟନ୍ତ ନିୟମିତ ରକ୍ଷଣାବେକ୍ଷଣ ପାଇଁ…
ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୋଟିସ ଜାରି
ବ୍ରହ୍ମପୁର, ମେ ୨୦୨୫: ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ…
ପୁରୀ ବିମାନବନ୍ଦର ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା: ଆଧ୍ୟାତ୍ମିକ ପର୍ଯ୍ୟଟନ ଓ ଆର୍ଥିକ ବୃଦ୍ଧି ପାଇଁ ଏକ ଗେଟୱେ
ପୁରୀ, ୭ମେ ୨୦୨୫: ଓଡିଶା ପାଇଁ ଏକ ଐତିହାସିକ ଘଟଣାରେ, ପୁରୀର ପ୍ରସ୍ତାବିତ ବିମାନବନ୍ଦରକୁ ଭାରତ ସରକାର ଦ୍ୱାରା ଗ୍ରୀନଫିଲ୍ଡ ବିମାନବନ୍ଦର ଭାବରେ ଅନୁମୋଦନ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପୁରୀର ବିମାନ ଯୋଗାଯୋଗକୁ ବୃଦ୍ଧି କରିବା ସହ ବ୍ୟାପକ ଭାବେ ପର୍ଯ୍ୟଟନ ଓ ଆର୍ଥିକ…
ଲରିଆବାହାଲ ଅଖଣ୍ଡ ଚବିଶ ପ୍ରହରୀ ନାମ ଯଜ୍ଞଉତ୍ସବ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଲରିଆବାହାଲ ଗ୍ରାମ ଠାରେ ୦୭.୫.୨୦୨୪ଠାରୁ ତା୧୦.୦୫.୨୦୨୪ରିଖ ପର୍ଯ୍ୟନ୍ତ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞାତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ବୁଧବାର ପୂର୍ବାହ୍ନ ଶୁଭ ଲଗ୍ନରେ ଗ୍ରାମର…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁର, ୦୭/୦୫ /୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ ଗତ କାଲି ୬.୫.୨୦୨୫ ରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଊମରକୋର୍ଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ “ ନାଲସା ଟୋଲ ଫ୍ରୀ ହେଲ୍ପଲାଇନ ନମ୍ବର -୧୫୧୦୦ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ଵାରା…
ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ ର କରତକଳ ଉପରେ ଅଚାନକ ଚଢ଼ାଉ, ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଜବତ l
ଅସ୍ତରଙ୍ଗ: ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ରେ ଚାଲୁଥିବା ଏକ ବେୟ ବହୁଳ ବେଆଇନ କରତକଳ ଉପରେ କଟକ ଭୁବନେଶ୍ୱର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ, ଅସ୍ତରଙ୍ଗ ବନବିଭାଗ, କାକଟପୁର ପୋଲିସ ଓ ଅସ୍ତରଙ୍ଗ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଅଚାନକ ଚଢାଉ ହେବା ସହ ପାଖାପାଖି ୫…
ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ -୨୦୨୫ ଉଦଯାପିତ : ଉଦଯାପନୀ ସଂଧ୍ୟାର ନାଟକ “କଳାମଲ୍ଲୀ” ମଞ୍ଚସ୍ଥ
https://youtu.be/4oPJ-bUPRLU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ…
ସାଇପ୍ରିୟା ନଗର ରେ ପାନୀୟ ଜଳ ସମସ୍ୟା ର ସମାଧାନ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ
ରାୟଗଡ: ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗର ରେ ପାନୀୟ ଜଳ ସମସ୍ୟା ର ସମାଧାନ ନିମନ୍ତେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ରାୟଗଡ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ସୂଚନାଯୋଗ୍ୟ ଯେ ସାଇପ୍ରିୟା ନଗରର କିଛି ଅଞ୍ଚଳ ରାୟଗଡ ପୌରପାଳିକାରେ ରହୁଥିବା ବେଳେ କିଛି ଅଞ୍ଚଳ…
ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ
ରାୟଗଡା:-ତା.୭/୦୫: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର…
ପାଟିମାଲ ପଡା ଗାଁ ରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ଉଦଯାପିତ, ଶେଷ ଦିନ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟା ଅଭିଷେକ…
ଖପ୍ରାଖୋଲ ୭/୫(ହେମସାଗର ସାହୁ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଛି ।ଦିନ ବେଳା ପୁରାଣ ପଠନ ଶେଷ ହୋଇଥିବା ବେଳେ ଶେଷ ରଜନୀରେ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟାଭିଷେକ…