ଭଞ୍ଜନଗର ବରିଷ୍ଠ ନାଗରିକ ମାନଙ୍କ ମାସିକ ବୈଠକ ଆଲୋଚନାରେ କ୍ଷୋଭ ପ୍ରକାଶ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଘୁମୁସର ଅଞ୍ଚଳ ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ୦୩/୦୮/୨୦୨୫ ରବିବାର ଦିନ ର ବୈଠକ ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଉ ଯାଇଛି । ସ୍ଥାନୀୟ ବିଧାୟକ ମହୋଦୟଙ୍କ ସୁପାରିଶ ରୁ ଏହିବଙ୍ଗଳାରେ ଏହି ବୈଠକ ବସିବା ସମ୍ଭବ ହୋଇ ପାରିଛି,।କିନ୍ତୁ ଏହାର…

ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ପାଳିତ।

ପଦ୍ମପୁର-ପଦ୍ମପୁର ଟାଉନ୍ ହଲରେ ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆନନ୍ଦ ବେହେରାଙ୍କ ସଭାପତିତ୍ଵ ଏହି କାର୍ଯକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଜିତେନ୍ଦ୍ରୀୟ ନାଥ ଗୁରୁ, ମୁଖ୍ୟ ବକ୍ତା…

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ।

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ)- :ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ଏହା ଏକ ରେଫର୍ ଡାକ୍ତରଖାନା କହି କ୍ଷୋଭ ପ୍ରକାଶ କରିଛନ୍ତି ୧ ନମ୍ବର ୱାର୍ଡ଼ କାଉନସିଲର ଏସ୍.ଭାସ୍କର ପାତ୍ର । କାଉନସିଲର ଙ୍କ ତରଫରୁ…

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସବୁଜାୟନ” କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ (ପଞ୍ଚାୟତ )ରେ "ସବୁଜାୟନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର…

ବିଶ୍ବ କଲ୍ୟାଣରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ,

ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୨୦୮ ବ୍ରାହ୍ମଣଙ୍କ ଯୋଗଦାନ, ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମରେ ରବିବାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କୁ ନେଇ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ…

ୠଣ ଖିଲାପ ଅଭିଯୋଗରେ ଘର ନିଲାମ ଘଟଣା,ଗୃହ କର୍ତ୍ତାଙ୍କ ଆମରଣ ଅନସନ ଦ୍ବିତୀୟ ଦିନରେ,

 ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁ ଋଣ ଖିଲାପ କରିବା ଅଭିଯୋଗରେ ତାଙ୍କ ଘରକୁ ବ୍ୟାଙ୍କ ନିଲାମ କରିବା ପ୍ରତିବାଦରେ ତାଙ୍କର ଆମରଣ ଅନଶନ ଦ୍ୱିତୀୟ ଦିନରେ ଜାରି ରହିଛି । ଖବର ଅନୁସାରେ ଓଡ଼ିଶା ଗ୍ରାମ୍ୟ…

ଶିକ୍ଷକ ରାମଗୋପାଳ ଭୋଇ ସମ୍ମାନିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମଗୋପାଳ ଭୋଇ ଭୁବନେଶ୍ୱର ରେଳ ଭବନ ଠାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ରାମପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ସିଆରସିସି ପ୍ରଦୀପ୍ତ କିଶୋର ଦାଶ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ପ୍ରଧାନ ଶିକ୍ଷକ ହୋସିୟା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଘର ହିଁ ବିଦ୍ୟାଳୟ

ସୁବର୍ଣ୍ଣପୁର, ଶାସକ (ପ୍ରଶାସକ ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ତେଜେଶ୍ଵର ଦାସ ମୁଖ୍ୟ…

ବାଳମୁକୁନ୍ଦ କେନ୍ଦ୍ର ତରଫରୁ ବନ୍ଧୁତା ଦିବସ ପାଳିତ-ବନ୍ଧୁଭାବ ରଖିବା ହିଁ ଜୀବନ ସମ୍ପଦ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ଆର୍ବନ ହଷ୍ଟେଲ ଠାରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତା ବନ୍ଧୁଭାବ ରଖିବା ହିଁ ଜୀବନ ସମ୍ପଦ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ ସମସ୍ତ…