Sign in
Sign in
Recover your password.
A password will be e-mailed to you.
ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଓଡ଼ିଶାକୁ ଲକ୍ଷପତି ଦିଦି ସୃଷ୍ଟିରେ ଏକ ନମ୍ବର କରିବା ପାଇଁ ବ୍ୟାଙ୍କମାନଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାର ସ୍ଵୟଂ ସହାୟକ ଗୋଷ୍ଠୀର ଉତ୍ପାଦ ପାଇଁ ସୁଭଦ୍ରା ଶକ୍ତି ହେବ ଏକ ବ୍ରାଣ୍ଡ
ମହିଳାମାନଙ୍କ ମାନସିକ ସ୍ଵାସ୍ଥ୍ୟ ଓ ୱେଲନେସ ଉପରେ କାର୍ଯ୍ୟ କରିବାକୁ ଦେଲେ…
ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା,ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ…
କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ
ନବରଙ୍ଗପୁର : ତା 19/05/2025, ଅଶୋକ ସାହୁ, ଶାସକ ପ୍ରଶାସକ:ଜିଲ୍ଲା କୃଷି ବିଭାଗ ତରଫରୁ ୧୭.୫.୨୦୨୫ ତାରିଖ ଦିନ ଉମରକୋଟ ଡି.ଏନ.କେ ସ୍ଥିତ ବଙ୍ଗୀୟ ଭବନ ରେ ଉମରକୋଟ, ରାଇଘର,ଝରୀଗାଁ ଏବଂ ଚନ୍ଦାହାଣ୍ଡି, ର ୧୭୦ ଜଣ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର ଓ ବିହନ ବିକ୍ରେତା ଙ୍କୁ ନେଇ ଏକ ବୈଠକ…
ରମାକାନ୍ତ ସେବା ଫାଉଣ୍ଡେସନ ର ସେବା କାର୍ଯ୍ୟ ଜାରୀ:ଯୋଗ ଦେଲେ ପଚାଶ ରୁ ଅଧିକ ମହିଳା।
ବାସୁଦେବପୁର - ଦିନ କୁ ଦିନ ବଢି ବଢି ଚାଲିଛି ରମାକାନ୍ତ ସେବା ଫାଉଣ୍ଡେସନ ର ସେବା କାର୍ଯ୍ୟ କ୍ରମ। ସଂଗଠନ ହେବାର ଗୋଟେ ବର୍ଷ ପୂରଣ ହୋଇ ନାହିଁ କିନ୍ତୁ ସଂଗଠନ ର ସେବା କାର୍ଯ୍ୟ କୁ ଲକ୍ଷ୍ୟ କରି ଯୋଗ ଦେଉଛନ୍ତି ବହୁ ସଦସ୍ୟ। ଏହି ଅବସର ରେ ରବିବାର ରେ ନାୟକାନିଡିହି ପଞ୍ଚାୟତ ଅଧୀନ…
ନବଭାରତ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଜଳଦାନ ଶିବିର !
ବାସୁଦେବପୁର: ବାସୁଦେବପୁର ବ୍ଲକରେ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅନୁଷ୍ଠାନ ଭିତରୁ ନବଭାରତ ଚାରିଟେବଲ ଟ୍ରଷ୍ଟ ଏକ ଅଗ୍ରଣୀ ଅନୁଷ୍ଠାନ ! ସାମାଜିକ ତଥା ଆଧ୍ୟାତ୍ମିକ ଓ ନୈତିକ ମୂଲ୍ୟବୋଧର ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଜାରି ରଖିଛି ଏହି କ୍ଷୁଦ୍ର…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୧୯.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ…
ବରଗଡ଼ ଜିଲ୍ଲାରେ ଦୁଇଟି ନୂତନ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ
ବୁର୍ଲା/ବରଗଡ଼, ୧୯ ମଇ ୨୦୨୫:ବରଗଡ଼ ଜିଲ୍ଲାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ…
ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ
"ଗତ ୨୦୦ ବର୍ଷ ଧରି ପରିବେଶକୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଛି ସେହି କାରଣରୁ ବିଶ୍ୱରେ ପରିବେଶ ଜନିତ ସମସ୍ୟା ଦେଖା ଦେଇଛି । ପରିବେଶରେ ଅଙ୍ଗାରକାମ୍ଳ ୩୨୦ ପାର୍ଟସ ପର ମିଲିୟନ୍ (ପିପିଏମ୍)ରୁ ୪୩୦ ପିପିଏମ୍କୁ ବୃଦ୍ଧି ପାଇଛି । ଯଦି ଏହା ୪୫୦ ପିପିଏମ୍ ଛୁଇଁବ ତେବେ ପରିସ୍ଥିତି…
ପାଇକମାଲ ବ୍ଳକ୍ ରେ ନୂଆ ସଡକ ପାଇଁ ୧୧ କୋଟି ଅନୁଦାନ : ଶିଳାନ୍ୟାସ କଲେ ଅଧ୍ୟକ୍ଷା ଭାବନା ସିଂ ।
ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ସରେଇ କେଲା- ବାଦିକଟା, ବାଦିକଟା - ଘେଁସରା ଓ ଧାନ୍ଦୁପାଲି - ମହୁଲ ପାଲି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସରେଇ କେଲା- ବାଦିକଟା ରାସ୍ତା (୪.୮ କିମି) , ବାଦିକଟା - ଘେଁସରା (୫.୦ କିମି) ଓ ଧାନ୍ଦୁପାଲି - ମହୁଲ ପାଲି ( ୫.୦ କିମି )…
ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ରେ ୨୧୮ ଟି ଅଭିଯୋଗ ଗ୍ରହଣ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର, ତା-୧୯/୦୫/୨୦୨୫ ସୋମବାର ଦିନ ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର,ଗଞ୍ଜାମ…