ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ବୈଠକ ଅନୁଷ୍ଠିତ

ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ଶନିବାର ଦିନ କୃଷକ ତାଲିମ୍ କେନ୍ଦ୍ର, ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତହୋଇଯାଇଛି | ପ୍ରଥମ ପର୍ଯ୍ୟାୟରେ ପାପଡ଼ାହାଣ୍ଡି, କୋଷଗୁମୁଡ଼ା, ଡାବୁଗାଁ ବ୍ଲକ୍ ର ୭୦ ଜଣ ଅଧିକୃତ ବିକ୍ରେତା…

ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ।

ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ ଭୁବନେଶ୍ୱର: ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ବୈଠକ ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି…

ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ  ଶନିବାର ଏକ ରାସ୍ତା କାମ ର ବିଲ୍ ପାସ୍ ନେଇ ଠିକାଦାର ଙ୍କ ଠୁ ଲାଞ୍ଚ ନେଇଥିଲେ ଦଶ ହଜାର ଟଙ୍କା। ଏହି ସମୟରେ ରେ ଆଗରୁ ଖବର ପାଇ ବାଲେଶ୍ଵର ଭଦ୍ରକ ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ…

ସମାଜସେବା କ୍ଷେତ୍ରରେ ଆଉ ପାଦେ ଆଗକୁ “ଆର୍ଟ ଅଫ ଗିଭିଂ”

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ରେଭେନ୍ୟୁ କଲୋନୀ ସ୍ଥିତ ଅବସରପ୍ରାପ୍ତ ବରିଷ୍ଠ ନାଗରିକ କର୍ମଚାରୀ ସଂଘ କାର୍ଯ୍ୟାଳୟ ସଭାଗୃହ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଏଡିଏମ୍ ରବିନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ଅନ୍ତର୍ନିବେଶି…

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ମହିଳା ନେତୃତ୍ୱାଧୀନ କ୍ଷୁଦ୍ର ଉଦ୍ୟୋଗକୁ ବେଦାନ୍ତର ପ୍ରୋତ୍ସାହନ

କଳାହାଣ୍ଡି, ୧୭/୦୫/୨୫: ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ବ୍ୟବସାୟିକ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ, କଳାହାଣ୍ଡି ଜିଲ୍ଲାର ଗୁଣପୁର ଗ୍ରାମରେ ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତାର ହାତ ବଢ଼ାଇଛି। ଚପଲ ତିଆରି କରିବା, କାଗଜ…

ରାଉରକେଲା ତୃଣମୂଳ ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ର : ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !!!!!!!!!

ଅଭିଯୋଗ ଉପରେ ସତ୍ୟାସତ୍ୟ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ସରକାର ବୋଲି ବିଭିନ୍ନ ମହଲରୁ ଦାବି  ରାଉରକେଲା/ଭୁବନେଶ୍ଵର : ତୃଣମୂଳ ସ୍ତରରୁ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିମାନ ନିର୍ମାଣ କରିଛନ୍ତି। ଏହିକ୍ରମରେ ଜିମ୍ନାଷ୍ଟିକ୍…

ରଥଖଳାରେ ପ୍ରସ୍ତୁତି ଯୋରଦାର, ଭଉଁରୀରେ ଚକ ଅଖ ଡେରା ନୀତି

ପୁରୀ, (ଅନିମେଶ ପଟ୍ଟନାୟକ): ଯୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ଯ। ଆସନ୍ତା ୧୯ ତାରିଖରେ ଭଉଁରି ଯାତ୍ରା । ନିୟମ ଅନୁଯାଇ ସେହି ଦିନ ଚକ ଅଖ ଡେରା ନୀତି ହେବ । ସୋବାର ନାହାକା ଚକ ରେ ଅଖ ସଂଯୋଗ କରାଯିବ । ତିନିରଥର ତିନିବାଡର ମୁଖ୍ଯ ମହାରଣା ଅଖ କାଠ ଉପରେ ମାହାର୍ଦ୍ଦ ରଖି ନଡିଆ ବାଡେଇ…

ମମତାଙ୍କୁ ବିରୋଧ ସହ କୁଶପୁତ୍ତଳିକା ଜାଳିଲା ଜଗନ୍ନାଥ ସେନା

ପୁରୀ (ଅନିମେଶ ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ ହୋଇଛି । ନକଲି ଜଗନ୍ନାଥ ଧାମ ନାମକୁ ବିରୋଧ କରୁଥିବା ଜଗନ୍ନାଥ ସେନା ଶୁକ୍ରବାର ସିଂହଦ୍ୱାର ସମ୍ମୁଖରେ ମମତା ବିରୋଧି ସ୍ଲୋଗାନ ଦେଇଛି । ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ…

ପୋଖରୀରେ ବୁଡି ମହିଳା ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା(୧୬/୫/୨୫) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ ନିକଟ ଭାଲୁଗୁଡା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ମହିଳା ର ମୃତ୍ୟୁ ଘଟିଛି |ମୃତ ମହିଳା ଭାଲୁଗୁଡ଼ା ଗ୍ରାମର ଗୁରୁବାରି ଭତରା (୪୦)ବୋଲି…

ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନା ପାଇଁ ଦାବି, ଆଜି ୬ ଘଣ୍ଟିଆ ଘେଁସ ବନ୍ଦ

ବିଜେପୁର :-ଦୀର୍ଘ ୭୭ବର୍ଷ ପରେ ବି ଘେଁସ ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି ପ୍ରକାର ଉନ୍ନତି ହୋଇ ପାରିନାହିଁ I ଯଦ୍ବାରା ଅଞ୍ଚଳର ଜନସାଧାରଣଙ୍କୁ ଚିକିତ୍ସା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ,…