Sign in
Sign in
Recover your password.
A password will be e-mailed to you.
ଗାୟତ୍ରୀ ବିଦ୍ୟାମନ୍ଦିର ମାଶାବାରୀ, ମାଟ୍ରିକ ପରୀକ୍ଷାରେ ଏ(ୱାନ) ଶ୍ରେଣୀରେ ଉତିନ୍ନ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ
ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଦ୍ବାରା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ…
ବାଚସ୍ପତିଙ୍କ ଅଚାନକ ଆଦର୍ଶ ଥାନା ପରିଦର୍ଶନ
ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଥଦେଇ ଗ୍ରସ୍ତ କରିବା ସମୟରେ ମାନନୀୟା ବାଚସ୍ପତି ସୁରମା ପାଢୀ ଅଚାନକ ଭାବେ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଆଦର୍ଶ ଥାନା ପରିଦର୍ଶନ କରିଥିଲେ । ମାନନୀୟା ବାଚସ୍ପତି ନୟାଗଡ଼ - ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଦେଇ…
ବିନା ସୂଚନା ଫଳକରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ।।।
ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଶେଷ ପର୍ଯାୟରେ ।ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା…
ଜମି ଥାଇ ଭୂମିହୀନଙ୍କୁ ମିଳିନି ସରକାର ଦେଇଥିବା ଭୂମି
ବିଜେପୁର :-ବରଗଡ ଜିଲ୍ଲା ବିଜେପୁରର ସମୁଦାୟ ୩୦ ଜଣ ଭୂମିହୀନ ପରିବାରଙ୍କୁ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ୧୯୯୯ ମସିହାରୁ ୪ ଡିସମିଲ୍ ଲେଖାଏଁ ଜମି ସମୁଦାୟ ୩୦ ଜଣଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନ କରା ହୋଇଛି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସେମାନେ ବର୍ତ୍ତମାନ…
ନର କଙ୍କାଳ କୁ ନେଇ ଅଞ୍ଚଳ ରେ ଭୟ ର ଲହରୀ
ଅସ୍ତରଙ୍ଗ,୧୭/୫ : ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଅମୁହଣିଆ ପାଟଣା ରେ ପଡିଆ ମଝିରେ ଏକ ନର କଙ୍କାଳ କୁ କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ, ଏହାପରେ ଘଟଣା ସ୍ଥଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା, କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ କଙ୍କାଳ ରେ ଥିବା…
ସୁନୀଲ ମେମୋରିଆଲ ଚାରିଟେବଲ ଫାଉଣ୍ଡେସନ ଦ୍ୱାରା ସ୍ୱ ସୁନୀଲ ଦାଶ ଙ୍କ 64 ତମ ଜୟନ୍ତୀ ପାଳିତ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ,ଶିକ୍ଷକ ମାନଙ୍କ ଦରଦୀ ବନ୍ଧୁ ତଥା ସାମ୍ବାଦିକ ଙ୍କ ଭୀଷ୍ମ ପିତାମହ କୁହାଯାଉଥିବା ସ୍ୱ. ସୁନୀଲ ଦାଶ ଙ୍କ 64ତମ ଜନ୍ମ ଜୟନ୍ତୀ ଗୁଣପୁର ଠାରେ ପାଳିତ ହୋଇଛି l ଏହି ଅବସରରରେ ସି. ଏଚ ଗଣେଶ ମୁନିଗୁଡା ଇନାଡୁ ପତ୍ରିକା ର ସାମ୍ବାଦିକ, ଲୋକବାଥ…
ମେଦିରୀ ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ଅଘୋରୀ,ପୁଷ୍ପରାଜ୍ ମୁଖ୍ୟ ଆକର୍ଷଣ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗଣ୍ଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ମେଦିରୀ ତରଫରୁ ଏକ ସୁନ୍ଦର ଆକର୍ଷଣୀୟ ପଟୁଆର , ସାଜସଜ୍ଜା ସହିତ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।…
ମାଟ୍ରିକ୍ ଟପ୍ପରଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ) ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ MBD ପବ୍ଲିସର୍ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର…
ପଞ୍ଚମ ଥର ପାଇଁ ତନରଡା ଆର୍ଯ୍ୟ କନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାକୁ ମନୋନୀତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାରେ ପୁଣିଥରେ ବାଜିମାତ୍ କରିଛନ୍ତି ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀମାନେ I କ୍ରମାଗତ ଭାବେ ଏହି ଅନୁଷ୍ଠାନର ଛାତ୍ରୀମାନେ ପଞ୍ଚମ ଥର ପାଇଁ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ…
ପାରଳାଖେମୁଣ୍ଡି ଠାରେ କିଟ୍, କିସ୍ ଓ କିମ୍ସ ପକ୍ଷରୁ ଆର୍ଟ୍ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କିଟ୍ , କିସ୍ ଓ କିମ୍ସ ପକ୍ଷରୁ ଆର୍ଟ୍ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ପ୍ରାଧ୍ୟାପକ ଡ.ସମୀର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…