ନିତ୍ୟାନନ୍ଦ ପାଠାଗାର ତରଫରୁ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଶ୍ରୀ କରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ତରଫରୁ ଦିବଙ୍ଗତ ଆତ୍ମା ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।ଏହି ସଭାରେ ଅନୁଷ୍ଠାନର ସଭାପତି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ସର୍ବସାଧାରଣ ମେଳଣ ପଡିଆକୁ ପାର୍କିଂସ୍ଥଳ କଲା ବେଳେ ବିରୋଧ।

ପୁରୁଷ ମହିଳା ଏକାଠି ହୋଇ ଗ୍ରାମର ମେଳଣ ପଡିଆକୁ ରକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର କେନ୍ଦୁଝର,ତା୧୯/୫- ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ପୌରପାଳିକାର ୯ ନଂ ୱାର୍ଡର ଜଗନ୍ନାଥପୁର ଗ୍ରାମର ଅନେକ ଦଳିତ ପୁରୁଷ ମହିଳା ଏକାଠି ହୋଇ ଗ୍ରାମର ମେଳଣ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଭୁଟାନ ଗସ୍ତ

● ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବେ ● ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୁବନେଶ୍ୱର- ୧୯/୦୫/୨୦୨୫: ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି…

ଆଗାମୀ ଶୀତଳ ଷଷ୍ଠୀ ଉପଲକ୍ଷେ ରଙ୍ଗୋଲି ଓ ଚିତା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ବଡ଼ବନ୍ଧ ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ କମିଟି ତରଫରୁ ରଙ୍ଗୋଲି ଓ ଚିତା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକ ତଥା ଜିଲ୍ଲା ବାହାରୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସହ ନିଜର କଳା ପ୍ରଦର୍ଶନ କରିଥିଲେ।…

ସଂଯୁକ୍ତା ଦେବୀଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ।।

ପାଇକମାଲ,୧୮ ୵ ୫ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତା ସଂଯୁକ୍ତା ଦେବୀ ସମ୍ବଲପୁର ବିଶ୍ବ ବିଦ୍ୟାଳୟରୁ ବିଏସସି, ବିଇଡି…

ସମ୍ପତ୍ତି ଓ ଜମି ବାଡ଼ିକୁ ନେଇ ମଝିଆ ଭଉଣୀକୁ ହତ୍ୟା : ଭାଇ ଭଉଣୀ–କୋର୍ଟ ଚାଲାଣ-

ବାମରା,୧୮/୦୫/୨୫,(ଲିପନ ନାଏକ ) -ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ସ୍ୱାମୀ ପରିତ୍ୟକ୍ତ। ନିଜର ମଝିଆ ଭଉଣୀକୁ ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଥିଲେ । ଏହିଭଳି ଏକ ସମ୍ବେଦନଶୀଳ ତଥା ରକ୍ତର ସମ୍ପର୍କରେ ଦାଗ ଲଗାଇବା ଭଳି ଘଟଣା ସାମ୍ନାକୁ ଆସିଛି ବାମରା ବ୍ଲକ ସଦର…

ମହିଳାଙ୍କୁ ଟଣା ଓଟରା କରି ଯୁବକ ଗିରଫ

ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗୋଡ଼ିସାହିର ଅଭିଯୁକ୍ତ କାହ୍ନୁ ସାମଲ(୩୨) ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଶନିବାର କାହ୍ନୁକୁ ଗିରଫ କରିଥିବା ବେଳେ ରବିବାର କୋର୍ଟ ଚାଲାଣ କରିଛନ୍ତି । ନୟାଗଡ଼ ଜିଲ୍ଲା…

କୁରାଳ ଚଣ୍ଡିଛକ ଠାରୁ ଉଦ୍ଧାର ଆହତ କୁଟୁରାର ମୃତ୍ୟୁ

ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୁରାଳ ଚଣ୍ଡିଛକ ନିକଟରୁ ଏକ ଆହତ କୁଟୁରାକୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ବେଳେ ଚିକିତ୍ସା ଅବସ୍ଥାରେ କୁଟୁରାଟିର ମୃତୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରବିବାର ସକାଳେ ଶିକାରି ଭୟ ଅଥବା ଅତ୍ୟଧିକ…

କୋମଣ୍ଡ ଚୋରା ମାଙ୍କଡ଼ା ପଥର ଖଣିରେ ଅଚାନକ ଚଢ଼ାଉ

ମାଙ୍କଡା ବୋଝଇ ଟ୍ରାକ୍ଟର ମିନିଟ୍ରକ୍ ପାୱାର ଟ୍ରିଲର ସହିତ ବାଇକ ଜବତ ଓଡଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମାଙ୍କଡା ପଥର ଖଣିରେ ଶନିବାର ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ ବେଳେ ଓଡଗାଁ ପୋଲିସ ଓଡି ୨୫ଡି୨୮୫୬/୫୭ ଓ ଓଡି ୨୫୩୯୧୭/୧୮ ନମ୍ବର…