Sign in
Sign in
Recover your password.
A password will be e-mailed to you.
ୠଣ ଖିଲାପ ଅଭିଯୋଗରେ ଘର ନିଲାମ ଘଟଣା,ଗୃହ କର୍ତ୍ତାଙ୍କ ଅନସନ ୪ର୍ଥ ଦିନରେ
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଋଣ ଟଙ୍କା ଫେରସ୍ତରେ ଖିଲାପ କରିବା ଅଭିଯୋଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତାଙ୍କ ଘରକୁ ନିଲାମ କରି ଶନିବାର ଘର ମଧ୍ୟରୁ ସମସ୍ତ ଆସବାବପତ୍ର ବାହାର କରି ଘରକୁ ସିଲ୍…
ଓଡ଼ଗାଁ ଶ୍ରୀରଘୁନାଥଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥି ମଙ୍ଗଳବାର ଠାରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ଝୁଲଣ ଯାତ୍ର ଆରମ୍ଭ ହୋଇଥିବା ବେଳେ ଏହା ପୂର୍ଣ୍ଣମୀ ତିଥିରେ ଉଦଯାପିତ ହେବ । ଏଥିସହିତ ଅଂଚଳର ଅନ୍ୟାନ୍ୟ ବିଷ୍ଣୁ ମନ୍ଦିର ଓ ମଠ…
ଅଧିକ ଯୌତୁକ ଦାବିରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ବାମୀ ଜେଲଗଲା
ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଶିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗାଆଁରେ ଶଶୁର ଘରୁ ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ ଜଗବନ୍ଧୁ ପ୍ରଧାନକୁ ଓଡ଼ଗାଁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ…
ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ନିକଟରେ ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର। ସୂଚନା ଅନୁଯାଇ ଲରିଆ ବାହାଲ ଗ୍ରାମର ନାରାୟଣ ଜାଲ( ୫୫) ସାଇକେଲ ଯୋଗେ ଡୁଙ୍ଗୁରିପାଲି ରୁ ନିଜ ଘରକୁ ଫେରୁଥିବା ବେଳେ ଶିଶୁ ମନ୍ଦିର…
ଝlରପୋଖରିଆ ଅଞ୍ଚଳ ରେ ସୋସିଆଲ ମିଡ଼ିଆ ଫେକ ଆଇ ଡି: ଠିକ୍ ଭାବରେ ତଦନ୍ତ ହୋଉ ନଥିବା ଅଭିଯୋଗ କଲେ ପରିବାର ।
ଅଭିଯୁକ୍ତ ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ଜଣେ ନାରୀ ର ଚରିତ୍ର ସଂହାର କରି ଲେଖିବା ଅଭିଯୋଗ ରେ ୪୦ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରି ହାଜତ ଚାଲାଣ ।
ବାରିପଦା :: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଅଞ୍ଚଳରେ ଘୁରି ବୁଲୁଥିଲା ସୋସିଆଲ ମିଡ଼ିଆ ରେ ତିଆରି ହୋଇଥିବା ଖବର…
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ ସତ୍ୟନାରାୟଣ ସୁବୁଦ୍ଧି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ…
ଶିକ୍ଷା ଓ ଦକ୍ଷତା ବିକାଶ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ‘ୟଶସ୍ୱୀ’ କାର୍ଯ୍ୟକ୍ରମର…
ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ୫୦୦୦ରୁ ଅଧିକ ବାଳିକା ଓ ମହିଳା ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ତାଲିମ ପାଇଁ ଆର୍ଥିକ ସହାୟତା ପାଇ ପାରିବେ
ଭୁବନେଶ୍ୱର, ୫/୮/୨୫: ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ବାଳିକା ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ଜିନ୍ଦଲ ଷ୍ଟିଲର…
ଡ଼କାୟତ ଗ୍ୟାଙ୍ଗ୍ କୁ କାବୁ କରି ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କଲା ବେଲଗୁଣ୍ଠା ପୋଲିସ୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା I ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ I କିନ୍ତୁ ଡ଼କାୟତ ଗ୍ୟାଙ୍ଗ୍ ନିକଟରେ ପୋଲିସ୍ ପହଞ୍ଚି ଯିବା ପରେ…
କଦଳିପାଲ ଉନ୍ନୀତ ହାଇସ୍କୁଲରେ ଶିକ୍ଷକ ଅଭାବ: ଏନଏଚ ୫୩କୁ ଛାତ୍ର ଛାତ୍ରୀଙ୍କ ଅବରୋଧ
୭ ଦିନ ଭିତରେ ଦିଆଯିବ ୨ ଜଣ ଶିକ୍ଷକ, ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ହଟିଲା ଅବରୋଧ
ଜମନକିରା,୫/୮( ): ଜମନକିରା ବ୍ଲକ୍ କୁଲୁଣ୍ଡି ପଂଚାୟତ ଅନ୍ତର୍ଗତ କଦଳିପାଲ ଉନ୍ନୀତ ହାଇସ୍କୁଲରେ ଘୋର୍ ଶିକ୍ଷକ ଅଭାବ ରହିଛି। ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତି ରାଜ…
-ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ରକ୍ତଦାନ, ମହତ୍ ଦାନ , ଏହାକୁ ଆଧାରକରି ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମଜୟନ୍ତୀ ଅଵସରରେ,ଖଲ୍ଲିକୋଟ ଯୁବରାଜ ବଙ୍ଗଳା ସ୍ଥିତ କେ ସି ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ରୁ ରକ୍ତଭଣ୍ଡାରର…