Sign in
Sign in
Recover your password.
A password will be e-mailed to you.
ମନୋଜଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଦାୟିତ୍ବ
ପୁରୀ, ୨୦/୫ : ମଙ୍ଗଳବାର ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ଟିକୁ ପୁନର୍ଗଠିତ କରାଯାଇଛି । ଯେଉଁଥିରେ ପୁରୀରୁ ମନୋଜ କୁମାର ବେହେରାଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସହିତ ସୋସିଆଲ ମିଡିଆରେ ଯୁବ କଂଗ୍ରେସର ସକ୍ରିୟତା…
ନୂଆପଡ଼ାରେ ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ
ନୂଆପଡ଼ା ଜିଲ୍ଲା ରୁ କଲାମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗ ପ୍ରାଥମିକ ସମବାୟ ସମିତିରୁ ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି l ଆଜି ଏଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l…
ପୁଣି ଆମରଣ ଅନଶନରେ ବସିଲେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ ଲୋଚନ ମହାନ୍ତ।
କେନ୍ଦୁଝର,ତା୧୯/୫- ମାର୍ଚ୍ଚ ମାସରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ ଲୋଚନ ମହାନ୍ତ ସ୍ଥାୟୀ ହେବାକୁ ନ୍ୟାୟ ଦାବିକରି ଆମରଣ ଅନଶନ କରିଥିଲେ। ତେବେ କେନ୍ଦୁଝର ଡିଏଫଓ ଏଚଡି ଧନରାଜ ରାଜ୍ୟ ମୁଖ୍ୟ ବନ୍ୟ ସରଂକ୍ଷକଙ୍କୁ ଚିଠି କରିଥିଲେ କି…
କଂଗ୍ରେସ ହିଁ ଭବିଷ୍ୟତ, ଓଡ଼ିଶାରେ ସୁଶାସନ ଦେବ: କଂଗ୍ରେସ ସହ ପ୍ରଭାରୀ ଶାହନୱାଜ ।
କେନ୍ଦୁଝର,ତା୧୯/୫- କଂଗ୍ରେସ ହିଁ ଓଡ଼ିଶାର ଭବିଷ୍ୟତ ରାଜନୀତିର କେନ୍ଦ୍ରବିନ୍ଦୁ ହେବ। ଏହି ଦଳ ରାଜ୍ୟରେ ସୁଶାସନ ଦେବ ବିଜେପି ବିଜେଡ଼ି ଭାଗୁଆଳି ଶାସନର ରୂପରେଖ ପର୍ଦ୍ଦାଫାଶ ହୋଇସାରିଛି। ମୋହନ ମାଝୀ ସରକାର ଏକ ଭ୍ରଷ୍ଟ ସରକାର ଲୋକଙ୍କୁ ମିଥ୍ୟା କହି ଠକି ଚାଲିଛି ଏକଥା ଓଡ଼ିଶା ପ୍ରଦେଶ…
୩୦ ଫୁଟ ରାସ୍ତା ତଳକୁ ଗଡ଼ି ପଡ଼ିଲା ୧୦୮ ଆମ୍ବୁଲାନ୍ସ
କେନ୍ଦୁଝର,ତା୧୯/୫- ଆମ୍ବୁଲାନ୍ସ ଗାଡ଼ି ସବୁ ବେଳେ ଠିକ ରହିବା କଥା କାରଣ ଏଥିରେ ରୋଗୀ ଯାଇଥାଆନ୍ତି। ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁଆଝରଣ ଘାଟିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ୩୦ ଫୁଟ ତଳେ ପଡିଥିବା ଦେଖିବାକୁ ମିଳିଛି। ଭାଗ୍ୟ ଭଲ ଏହି ଗାଡ଼ିରେ ରୋଗୀ…
ବିଜେପୁର ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ଆଗତ ରେ ବିଜେପି ୩୨,ବିଜେଡି ଶୂନ
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ମନମୁଖୀ କାର୍ଯ୍ୟକଳାପର ଅସନ୍ତୁଷ୍ଟ ର ଆଜି ଅନ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ସମୁଦାୟବିଜେପୁର ବ୍ଲକ ୨୩ ଜଣ ସମିତି ସଭ୍ୟ ଏବଂ ୨୩ ଜଣ ନିର୍ବାଚିତ ସରପଞ୍ଚଙ୍କୁ ନେଇ ଅଞ୍ଚଳର ବିକାଶ ହୋଇଥାଏ।ସମୁଦାୟ ୨୩ ଜଣ…
ଘୁମୁସର ତାଲୁକା ବାଣାୟତ ଓଡ଼ିଆ ସମାଜ ର ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ମଙ୍ଗଳପୁର ଵାଣାୟତ ସମାଜ କାର୍ଯ୍ୟାଳୟ ଠାରେ ତାଲୁକା ସଭାପତି ଭବାନୀ ଶଙ୍କର ମଳିକଙ୍କ ପୈାରହିତ୍ୟରେ ଘୁମୁସର ତାଲୁକା ବାଣାୟତ ଓଡ଼ିଆ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଛି।ଉକ୍ତ ଉତ୍ସବରେ ଉଦ୍ଘାଟକ ଭାବେ ଓଡ଼ିଶା ସରକାରଙ୍କ…
ପୁରୀରେ ପରାକ୍ରମ ଶୋଭାଯାତ୍ରା: ଅପରେସନ ସିନ୍ଦୁରର ସଫଳତା ପାଇଁ ୩ସେନାଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟ ମନ୍ତ୍ରୀ
ପୁରୀ (ଅନିମେଶ ପଟ୍ଟନାୟକ) : ଆମ ଦେଶର ସୁରକ୍ଷା ରେ ଆମେ ସମସ୍ତେ ଜଣେ ଜଣେ ସିପାହୀ।ଦେଶ ମାତୃକାର ସେବାରେ ଦିନ ରାତି ଲାଗିଥିବା ଓ ଅପରେସନ ସିନ୍ଦୂର ରେ ନିୟୋଜିତ ସମସ୍ତ ତିନି ସେନା କୁ ଆମେ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଅପରେସନ ସିନ୍ଦୁରର…
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ବିଜେପୁର :-ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ସମେତ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ, ଜିଲ୍ଲା…
ଜଗତସିଂହପୁର ଜିଲ୍ଲା କାରାଗାରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଜଗତସିଂହପୁର ତା-୧୮.୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବ୍ୟାସ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆଳୀପିଙ୍ଗଳସ୍ଥିତ ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମାନସିକତାର ପରିବର୍ତ୍ତନ ପାଇଁ ଆନ୍ତର୍ଜାତୀକ ଗୀତା ମିଶନର ସଭାପତି ଚିଦାନନ୍ଦ ଦାସ ଓ ମାଳିକା…