Sign in
Sign in
Recover your password.
A password will be e-mailed to you.
ପେସାରେ ଡ୍ରାଇଭର, ନିଶାରେ ସମାଜସେବୀ ସୀତାରାମ
ଓଡ଼ଗାଁ, ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ପେସାରେ ଜଣେ ଡ୍ରାଇଭର, ହେଲେ ନିଶା ତାଙ୍କର ସମାଜସେବା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ସୀତାରାମ ନିଜର ମେଳାପୀ, ସହଯୋଗୀ ଓ ସାହାଯ୍ୟକାରୀ ଗୁଣ ପାଇଁ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ବାହାଘର, ପୁଆଣି!-->…
ସ୍ୱଚ୍ଛତା ଅଭିଯାନରେ କର୍ମଚାରୀ ଓ ସଫେଇକର୍ମୀ ସାମିଲ
ଓଡ଼ଗାଁ, ୧୦।୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ!-->…
ଆଦର୍ଶ ମାଛ ବଜାରରେ ହେବ ମାଛ ବ୍ୟବସାୟ,
୧୮ ତାରିଖ ପରେ ବାହାରେ ବସି ବିକ୍ରିୟ ସମ୍ପୁର୍ଣ୍ଣ ନିଷେଧ,
ଓଡ଼ଗାଁ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବ୍ୟବସାୟ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆସନ୍ତା!-->!-->!-->…
ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
ରାଜ୍ୟ ସରକାର ଓ ଟାଟା ପାୱାରର ମଧୁଚନ୍ଦି୍ରକାରେ ବଳି ପଡୁଛନ୍ତି ନିରୀହ ଉପଭୋକ୍ତା
ସିଏଜି ଅଡିଟ୍ ସମ୍ପର୍କରେ ରାଜ୍ୟ ସରକାର ଚୁପ୍ କାହିଁକି ?
ଅଧିକ ମୂଲ୍ୟରେ ସ୍ମାର୍ଟ ମିଟର କିଣାଯିବାର ରହସ୍ୟ କ’ଣ ?
ଭୁବନେଶ୍ୱର, ୧୦/୦୮/୨୦୨୬: ଟାଟା ପାୱାର ଓଡିଶାକୁ ଆସିବା ଆଗରୁ ପୂର୍ବ!-->!-->!-->!-->!-->!-->!-->!-->!-->…
ପ୍ରଥମ ଲଗାଣ ବର୍ଷା ବି ସହି ପାରିଲାନି ପି.ଏମ.ଜି.ଏସ.ୱାଇ. ଘୁଘୁରପଲା ରାସ୍ତା!
ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ବଲାଙ୍ଗିର/ ଟିଟିଲାଗଡ଼,୧୦/୦୮: ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଲୋକଙ୍କ ଜୀବନଯାତ୍ରାକୁ ସହଜ କରିବା ପାଇଁ ସରକାରୀ ଯୋଜନାରେ ନିର୍ମିତ ରାସ୍ତା ଯଦି ପ୍ରଥମ ବର୍ଷାରେ ହିଁ!-->!-->!-->!-->!-->…
ଜନଜାତି ଐତିହ୍ୟ ଓ ସ୍ୱରକୁ ସମ୍ମାନ ଜଣାଇ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ବିଶ୍ୱ ଜନଜାତି ଦିବସ’ ପାଳିତ
ବୁର୍ଲା, ଅଗଷ୍ଟ ୧୦, ୨୦୨୬:ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିବ୍ଲୁଓଡିଏଲ୍)ପକ୍ଷରୁ ଏହାର ବିତରଣ କ୍ଷେତ୍ର ଅନ୍ତର୍ଗତ ପାଞ୍ଚଟି ଜିଲ୍ଲାରେ ବିଶ୍ୱ ଜନଜାତି ଦିବସପାଳନ କରାଯାଇଅଛି। ଏହି!-->!-->!-->!-->!-->…
୧୬ତମ ନିଯୁକ୍ତି ମେଳା-୨୦୨୬: ୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬
ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି, ଓଡିଶାରେ ଏବେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି
ସାଧାରଣ ଲୋକଟିଏ ଆପଣଙ୍କ ପାଖକୁ ସମସ୍ୟା ନେଇ ଆସିଲେ,ସମ୍ମାନର ସହ ତାଙ୍କ କଥା ଶୁଣନ୍ତୁ ଓ ସମାଧାନ ପାଇଁ ଉଦ୍ୟମ କରନ୍ତୁ – ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ସରକାରୀ!-->!-->!-->!-->!-->!-->!-->!-->…
ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି:
୧୦୩ଟି ଆବେଦନ ଗ୍ରହଣ, ୭ ଜଣଙ୍କୁ ରେଡକ୍ରସ ସହାୟତା ଓ ୫ ଜଣଙ୍କୁ ଟ୍ରାଇସାଇକେଲ ବଣ୍ଟନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆଜି ସୋମବାର ରେ ଅନୁଷ୍ଠିତ!-->!-->!-->…
ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ
ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଆସନ୍ତା ପର୍ବପର୍ବାଣୀ ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଗାଡ଼ି ବ୍ଲକିଂ ଓ ଯାନବାହନ ଯାଞ୍ଚ କରାଯାଇଛି। ଏହି କ୍ରମରେ ସୋମବାର ସନ୍ଧ୍ୟା ପାଞ୍ଚଟାରୁ ରାତି ନଅଟା ପର୍ଯ୍ୟନ୍ତ!-->!-->!-->…
ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବସ୍ତା ସାମ୍ବାଦିକଙ୍କ ଧାରଣା।
ବିଭାଗୀୟ ଏସଡିଓ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ।
ବସ୍ତା ୧୦/୮ : ବସ୍ତାର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନିକ ଅଧିକାରି ମାନେ କର୍ଣ୍ଣପାତ ନ କରିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ଯାହାକୁ ନେଇ ବସ୍ତା ସାମ୍ବାଦିକ!-->!-->!-->…