ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା

ବେଲଗୁଣ୍ଠା, ୧୧/୦୮, -(ଶିବରାମ ଚୌଧୁରୀ )-କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ

ଭକ୍ତି ନୈବେଦ୍ୟ ପକ୍ଷରୁ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ

https://youtu.be/RHo3dm2M45U ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ

ତେର ବର୍ଷ ହେଲା ଟଙ୍କାଟିଏ ନଦେଇ ମେଡିକାଲର ଏକ ଘର ମାଡିବସିଛନ୍ତି ପଥୋଲୋଜି ମାଲିକ

ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -୧ ପରିସରରେ ଏକ ଘରକୁ ୨୦୧୩ ରୁ ଜଣେ ପାଥୋଲୋଜି ମାଲିକ ମାଡ଼ି ବସିଛନ୍ତି। ସେ ୨୦୧୩ ରେ ଓଟିଟିଇଟି ମାଧ୍ୟମରେ ଏକ ଘରକୁ ସେ ହାତେଇଥିଲେ। ସେଠାରେ ପାଥୋଲୋଜି ପରୀକ୍ଷାରେ ଯାହା ପ୍ରାପ୍ୟ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ନେଇ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଗ୍ରେସ ଉପଲକ୍ଷେ ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକଙ୍କ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କର

ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତି ର ଛାତ୍ର ଶୁଭଙ୍କର ପଟ୍ଟନାୟକଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ପଟ୍ଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ଆମ ଯଶସ୍ବୀ

ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬:ବିକଶିତ ଭାରତ ସଙ୍କଳ୍ପ ସଂସ୍ଥାନ (VBSS) ପକ୍ଷରୁ ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ କୁମାର ପୂଜାରୀଏହି କାର୍ଯ୍ୟକ୍ରମରେ

ତାଳପଦର ସାପ୍ତାହିକ ବଜାର ଶୌଚାଳୟରେ ତାଲା

ବିଜେପୁର: ସରକାରଙ୍କ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଛି ବିଭିନ୍ନ ପ୍ରକଳ୍ପ। ହେଲେ ନିର୍ମାଣ ପରେ ତାହା ଲୋକଙ୍କ କାମରେ ନ ଲାଗିଲେ ସରକାରୀ ଅର୍ଥ ଖର୍ଚ୍ଚର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଭଳି ଏକ ଘଟଣା

ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା

ରୁଫ୍ ଟପ ସୋଲାର ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ ରୁଫ୍ ଟପ ସୋଲାର ସ୍ଥାପନରେ ଗଞ୍ଜାମ ସାରା ରାଜ୍ୟରେ ଦ୍ୱିତୀୟ ବ୍ରହ୍ମପୁର: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ଅଧିକରୁ ଅଧିକ ପରିବାର ଏବେ ସ୍ୱଚ୍ଛ ଶକ୍ତିକୁ

ରାଜ୍ୟର ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ଓ ଜୀବିକାର ସୁରକ୍ଷା ପାଇଁ ଅବିଚାରିତ ବକ୍ସାଇଟ୍ ଖଣି ଖନନ ଓ ଲିଜ୍ ପ୍ରଦାନ ବନ୍ଦ…

ଭୁବନେଶ୍ୱର (୧୧/୮) : ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ଓ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସ୍ ତରଫରୁ ଭୁବନେଶ୍ୱର ଲୋହିଆ ଏକାଡ଼େମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି ଓ ଗାନ୍ଧୀବାଦୀ ନେତା

ପଦ୍ମପୁରରେ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

•୬୫୦ ଫୁଟ୍ ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ, •ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ନାଗରିକଙ୍କ ଅଂଶଗ୍ରହଣ •ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ କଲେ ପତାକା ଦେଖାଇ ଶୁଭାରମ୍ଭ •ଆର୍. ବି. ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା,