Sign in
Sign in
Recover your password.
A password will be e-mailed to you.
ଏନସିସି କ୍ୟାଡେଟ ମାନଙ୍କୁ ମହିଳା ଓ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ତାଲିମ ପ୍ରଦାନ।
କେନ୍ଦୁଝର,ତା୮/୬- ଗତ ଜୁନ ୧ ତାରିଖରୁ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରର ଆରମ୍ଭ ହୋଇଥିବା ଏନସିସି କ୍ୟାମ୍ପ ଶିବିରର ସପ୍ତମ ଦିନରେ ପ୍ରକଳ୍ପର ପ୍ରତିଷ୍ଠାତା ବିପ୍ଳବ ମିଶ୍ର ଏବଂ ସଖୀ-ୱାନ ଷ୍ଟପ ସେଣ୍ଟରର କେଶ ୱାର୍କର ତଵାସୁମ ବେଗମ ଯୋଗଦେଇ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ଏବଂ…
ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆଜି ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପବିତ୍ର ରାୟ, ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ, ଗୌର…
କୋରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ:
ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ୭୦ଟି ସମସ୍ୟାର ତୁରନ୍ତ ସମୀକ୍ଷା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜନସାଧାରଣଙ୍କ ଦୀର୍ଘଦିନର ସମସ୍ୟା ଗୁଡ଼ିକର ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ କୋରୁକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ…
ଶହ ଶହ ବର୍ଷ ପୁରୁଣା କାକପୋଇ ଗଛ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ; ଶତାଧିକ କାଠ ଗଣ୍ଡି ଜବତ କଲା ପ୍ରଶାସନ
ବେଲଗୁଣ୍ଠା,୦୮/୦୬,-(ଶିବରାମ ଚୌଧୁରୀ )-ବର୍ତ୍ତମାନ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ବିଶ୍ଵର ତାପମାତ୍ରା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ସହିତ ଶହ ଶହ ବର୍ଷର ପୁରୁଣା ଗଛ ଗୁଡ଼ିକୁ ସୁରକ୍ଷା ଦେବାର…
ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ମହେନ୍ଦ୍ର ମେଳାରେ ଯୋଗଦେଲେ ରାଜ୍ୟପାଳ, ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର ଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର ) ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର…
ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ଯକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲାରେ ଆଇନଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ…
ଅଟୋ ଚାଳକଙ୍କ ଘରେ ପଶି ଚୋରି କରିବା ଘଟଣାରେ ଅଭିଯୁକ୍ତଙ୍କୁ ତିନି ବର୍ଷ ସଜା
ସାତମାସରେ ଫଇସଲା କଲେ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଚୋରି ବଢ଼ିବାରେ ଲାଗିଛି। ସେଇଭଳି ଏକ ମାମଲା ଗତବର୍ଷ ନଭେମ୍ବର ମାସରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ରାଣୀପେଣ୍ଠ ସ୍ଥିତ ସିମ୍ହା ନଗରରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି…
ମନ୍ଦିରର ଶ୍ରଦ୍ଧାଳୁ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପାଇଁ ବୋରୱେଲ ନିର୍ମାଣ ନିମନ୍ତେ,…
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସହରଠୁ ମାତ୍ର ଛଅ କିଲୋମିଟର ଦୁରରେ ଅର୍ଥାତ୍ ଫୁଲବାଣୀ ରାସ୍ତା ରେ ପଡ଼େ ବନଦେବୀ ମାଁ ସୋରାଦେବୀ ଙ୍କ ଭବ୍ୟ ଆକର୍ଷଣୀୟ ମନ୍ଦିର। ଏହାର ବାୟୁମଣ୍ଡଳ ବାତାବରଣ ଓ ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନମୁଗ୍ଧକର ହୋଇଥିବାରୁ ଏଠାକୁ ବର୍ଷ…
ସାନକେଲୋରେ ଜଳ ପ୍ରବାହ କମିବାରୁ ପ୍ରଭାବିତ ସୀମାନ୍ତ ଗ୍ରାମ, ଉଠିଲା ପ୍ରଶ୍ନ
ଝାରସୁଗୁଡା: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲରେ ଶୁଣାଣି ଚାଲିଥିବାବେଳେ ସୀମାନ୍ତ ଅଞ୍ଚଳରେ ଜଳ ସଙ୍କଟ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ମହାନଦୀର ପ୍ରମୁଖ ଉପନଦୀ ସାନକେଲୋ ନଦୀର ଜଳ ପ୍ରବାହକୁ ଅବରୋଧ କରି ଛତିଶଗଡ଼ର ବେଲେରିଆ ଅଞ୍ଚଳରେ ବ୍ୟାରେଜ…
ପଦ୍ମପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ।
ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) - ୨୦୨୬ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଇ.ଆର୍.ଓ. ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପଦ୍ମପୁର ସରୋଜିନୀ…