Sign in
Sign in
Recover your password.
A password will be e-mailed to you.
୩ବର୍ଷ ବିତିଲା, ସରୁନି ଶ୍ରୀରାମ ବିହାର ନିର୍ମାଣ
ଅଧାରେ ଅଟକିଛି ରୋଷଘର ମରାମତି, ଆଲୋକ ଅଭାବରୁ ରୋଷେଇରେ ସମସ୍ୟା,
ଓଡ଼ଗାଁ, ୧୧ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଗୁପ୍ତ ଅଯୋଧ୍ୟାର ଅଧୀଶ୍ୱର ଶ୍ରୀ ରଘୁନାଥ ଜୀଉଙ୍କ ପୀଠର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକୁ ଦୀର୍ଘ ୩ ବର୍ଷ ବିତିଥିଲେ ମଧ୍ୟ ଅନେକ କାମ!-->!-->!-->!-->!-->…
ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ –…
କଂଗ୍ରେସର ଦୋମୁହାଁ ନୀତି ଓ ଦେଶବିରୋଧୀ ଆଚରଣ ପ୍ରସଙ୍ଗ
• ଛାତ୍ର ଓ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ମିଛ ପଦାରେ ପଡ଼ିଛି• ସଂସଦ କାର୍ଯ୍ୟରେ ନିରନ୍ତର ବାଧା ସୃଷ୍ଟି କରି ଦେଶ ଓ ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି କଂଗ୍ରେସ•!-->!-->!-->!-->!-->!-->!-->…
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ
ବଲାଙ୍ଗୀର, ୧୧/୮: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ ଆଜିଠାରୁ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସର୍କିଟ୍ ହାଉସ୍ରୁ ଏକ ବିଶାଳ ତ୍ରିରଙ୍ଗା ରାଲି ବାହାରିଥିଲା।
ଜିଲ୍ଲାପାଳ!-->!-->!-->…
‘ଡିଜିଟାଲ୍ ଆରେଷ୍ଟ’ ଠକେଇରୁ ସତର୍କ ରହିବାକୁ ପରାମର୍ଶ
ବଡ଼ମାଳ: ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ନେଇ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବଡ଼ମାଳ ଥାନା ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଡ଼ମାଳ ଥାନାଧିକାରୀ ଦିଲୀପ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->…
ଗାଁ ମୁହାଁ ହାତୀର ସୁରକ୍ଷା ପାଇଁ ସଚେତନତା ଓ ଫଳନ୍ତି ଚାରା ବଣ୍ଟନ
କେନ୍ଦୁଝର,ତା୧୧/୮- ଆଜି ଅପରାହ୍ନରେ କେନ୍ଦୁଝର ବନାଞ୍ଚଳର ହାତୀ ଚଲାପଥ ଗ୍ରାମ ବାସୁଦେବପୁର ଠାରେ ହାତୀ -ମଣିଷ ସଂଘର୍ଷକୁ ପ୍ରଶମନ କରବା ପାଇଁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରପି ଶ୍ରମତୀ ନିବେଦିତା ମହାନ୍ତ ଓ ଚଉଦଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ବୈଠକ ଓ ବିଭିନ୍ନ ଫଳ!-->…
ନବରଙ୍ଗପୁରରେ ଘରୋଇ ହିଂସା ନିରୋଧ ଆଇନ, ୨୦୦୫ ଉପରେ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ
ନବରଙ୍ଗପୁର, ୧୧.୮.୨୦୨୬: ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଆଇନ, ୨୦୦୫ ଉପରେ ଏକ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନବରଙ୍ଗପୁର ଦ୍ୱାରା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା!-->!-->!-->…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା
ବେଲଗୁଣ୍ଠା, ୧୧/୦୮, -(ଶିବରାମ ଚୌଧୁରୀ )-କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ!-->!-->!-->…
ଭକ୍ତି ନୈବେଦ୍ୟ ପକ୍ଷରୁ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ
https://youtu.be/RHo3dm2M45U
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ପଦ୍ମଶ୍ରୀ!-->!-->!-->…
ତେର ବର୍ଷ ହେଲା ଟଙ୍କାଟିଏ ନଦେଇ ମେଡିକାଲର ଏକ ଘର ମାଡିବସିଛନ୍ତି ପଥୋଲୋଜି ମାଲିକ
ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -୧ ପରିସରରେ ଏକ ଘରକୁ ୨୦୧୩ ରୁ ଜଣେ ପାଥୋଲୋଜି ମାଲିକ ମାଡ଼ି ବସିଛନ୍ତି। ସେ ୨୦୧୩ ରେ ଓଟିଟିଇଟି ମାଧ୍ୟମରେ ଏକ ଘରକୁ ସେ ହାତେଇଥିଲେ। ସେଠାରେ ପାଥୋଲୋଜି ପରୀକ୍ଷାରେ ଯାହା ପ୍ରାପ୍ୟ!-->!-->!-->…
୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ନେଇ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଗ୍ରେସ ଉପଲକ୍ଷେ ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକଙ୍କ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କର!-->…