Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହେଲେ ପାଞ୍ଚଜଣ ଯୁବକ।
ଝାରସୁଗୁଡ଼ା:(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ସରବାହାଲର ପାଞ୍ଚଜଣ ଯୁବକଙ୍କୁ ଏକ ଘରୋଇ କମ୍ପାନୀ ଗୁରୁନାନକ ଇଞ୍ଜିନିୟରିଂଠାରୁ ଦାଦାବଟି ଅସୁଲ ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ଗିରଫ କରିଛି। ଏହି ପାଞ୍ଚଜଣ ଯୁବକ ଆଜି ସକାଳେ ବେଦାନ୍ତ ଅଧିନରେ ଥିବା ଏହି ଗୁରୁ ନାନକ ଇଞ୍ଜିନିୟରିଂକୁ…
କଳିଙ୍ଗା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ; ଚାଳକ ଆହତ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ସମୟରେ ଏକ ସିମେଣ୍ଟ୍ ବୋଝୋଇ ଟ୍ରକ୍ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଗୁରୁତର ଆହାତ ହୋଇଥିବା ବେଳେ ଟ୍ରକ୍ ରେ ଥିବା ସିମେଣ୍ଟ ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଛି।…
ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣା: ୩ ଜଣ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓଙ୍କ ପାରଳାଖେମୁଣ୍ଡି ସହର ଏରଦେଲା ସାହିରେ ଥିବା ଘରେ ବିଧାୟକ ନଥିବା ବେଳେ ତାଙ୍କ ମାଉସୀଙ୍କ ଉପରେ ଆକ୍ରମଣ ଘଟଣାରେ ପାରଳାଖେମୁଣ୍ଡି ପୋଲିସ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପାରଳାଖେମୁଣ୍ଡିର…
ବସ ରୁ ଖସିପଡ଼ି ଡ୍ରାଇଭର ମୃତ ।
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଶିବମ ନାମକ ଏକ ଘରୋଇ ବସ ଆଜି ଧନୁପାଲି ଛକଠାରେ ଛିଡ଼ାହୋଇ ବସର ଉପରେ କିଛି ଲଗେଜ ଲୋଡ କରି ବାନ୍ଧୁଥିବା ବେଳେ ଅସାବଧାନତା ଯୋଗୁଁ ହଠାତ୍ ବସର ଡ୍ରାଇଭର ନବୀନ କୁମାର…
ନକଲି ନୋଟ କାରବାରରେ ତିନି ଗିରଫ, ହଜାର ହଜାର ଟଙ୍କାର ନକଲି ନୋଟ ଜବତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ନକଲି ନୋଟ ବନ୍ଦ କରିବା ସରକାରମାନଙ୍କ ପାଇଁ ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ନୋଟବନ୍ଦୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଯେ ନୋଟବନ୍ଦୀ ଯୋଗୁଁ ନକଲି ନୋଟ କାରବାର ବନ୍ଦ ହେବ। ମାତ୍ର ଏହାକୁ ଭୁଲ ପ୍ରମାଣିତ…
ମୋଟରସାଇକଲ-ଟାଟା ଏସି ଦୁର୍ଘଟଣା, ୩ ଆହତ
ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ଗାଇସିଲେଟ-ପଦ୍ମପୁର ରାସ୍ତାରେ ଏକ ମର୍ମର୍ନ୍ତୁଦ ଦୁର୍ଘଟଣା ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଅଇଁଲାଭଟା ରୁ ଗାଇସିଲେଟ-ପଦ୍ମପୁର ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ପଟରୁ ଏକ ନୀଳ ରଙ୍ଗର…
ଖଣିରୁ ୨୫ ଫୁଟ ତଳକୁ ଖସିଲା ଟ୍ରକ : ଚାଳକ ମୃତ
ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ବିଳମ୍ବିତ ରାତିରେ ଆର୍ସେଲର ମିତ୍ତଲଙ୍କ ଠାକୁରଣୀ ଲୌହ ଖଣି ନିକଟରେ ଏକ ୧୨ ଚକିଆ ଟ୍ରକ ୨୫ ଫୁଟ ତଳକୁ ଖସି ପଡି ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକ ପ୍ରକାଶ କୁମାର ଜେନା (୩୩) ପ୍ରାଣ ହରାଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ…
ଜୁଆ ଆଡ୍ଡା ଉପରେ ମେଲଛାମୁଣ୍ତା ପୋଲିସର ଚଢାଉ ,୬ ଗିରଫ
ମେଲଛାମୁଣ୍ତା (ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାରଙ୍ଗପୁର ଗ୍ରାମ ନିକଟରେ ଶୁକ୍ରବାର ରାତ୍ରରେ ଘୁଡୁଘୁଡି ପଟି ମାଧ୍ୟମରେ ଜୁଆ ଖେଳ ଚାଲିଥିବା ମେଲଛାମୁଣ୍ଡା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥାନା ଦାୟୀତ୍ୱରେ ଥିବା ସବଇନ୍ସପେକ୍ଟର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ…
ଡ୍ରେସିଂ ବାହାନାରେ ……ଛିଃ ଛିଃ ଛିଃ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସିଂ ବାହାନାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ।
ତଦନ୍ତ କମିଟି ଗଠନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ବିଭାଗରେ ଚିକିତ୍ସାଧିନ ଯୁବତୀଙ୍କୁ ଜଣେ…
ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ଡା. ଶ୍ରୀମନ୍ତ ସାହୁଙ୍କ ମୃତ୍ୟୁ
ବଲାଙ୍ଗୀର/ନିରୋଜ ମିଶ୍ର : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବଲାଙ୍ଗୀର ମାଟିର ସୁପୁତ୍ର ମେଡିସିନ ପ୍ରଫେସର ଡା. ଶ୍ରୀମନ୍ତ ସାହୁ। ଦ୍ୱାରକା ସ୍ଥିତ ମନିପାଲ ହସପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସାଧୀନ ଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…