ଜନସାଧାରଣଙ୍କ ପାଇଁ ସତର୍କ ସୂଚନା

8

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆସନ୍ତାକାଲି କାର୍ତ୍ତିକ ନବମୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ନଦୀରେ ସ୍ନାନ କରିବା ପାଇଁ ବହୁ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହି ସମୟରେ ବାଡ଼ନାଳ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ ହୋଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି।

ତେଣୁ ଜନସାଧାରଣ ନଦୀରେ ସ୍ନାନ କରିବାରୁ ନିବୃତ୍ତ ରୁହନ୍ତୁ ଏବଂ ନଦୀକୁ ଓହ୍ଲାଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ନିଜର ତଥା ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।

Leave A Reply

Your email address will not be published.