Browsing Category

ଅଘଟଣ

ବ୍ୟାଟେରୀ ଚୋରି ଅଭିଯୋଗ ରେ ୨ ଗିରଫ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତ ବମ୍ରିତ ଗ୍ରାମଠାରେ ଏୟାର୍ଟେଲ ଟାୱାର ଲାଗିଥିବା ଟାୱାର ଠାରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗ ରେ ଜଗଦଲପୁର ପୋଲିସ 2 ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରହାଶ ପଟେଲ,ପ୍ରମୋଦ ରଣା ଅଭିଯୁକ୍ତ…

୧୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗୁଡଖା ଜବତ:  ୮ଗିରଫ ।

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର)ଗତକାଲି ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ…

ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ : ୧ବନ୍ଧୁକ ଜବତ ।

ମାଲକାନଗିରି :-(ବି ଶ୍ରୀନିବାସ ପାତ୍ର)-ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳରେ ଫୁଟିଲା ଗୁଳି । ସୁରକ୍ଷାକର୍ମି  ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ…

ଚୋରି ସାମଗ୍ରୀ ଉଦ୍ଧାର,୩ ଗିରଫ ।

ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ )  ବେଲଗୁଣ୍ଠା ମେଇନ୍ ରୋଡ୍ ତଥା ଭଞ୍ଜନଗର ରୋଡ୍ ବାସିନ୍ଦା ଏ.ସୁବାରାଓ ଆଚାରୀଙ୍କ ବାସଭବନରୁ ଗତ ୫ ଡିସେମ୍ବରରେ ଶ୍ରୀ ଆଚାରୀ ଭୁବନେଶ୍ୱର ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା, ଟିଭି, ଗ୍ରାଇଣ୍ଡର, ଫ୍ୟାନ୍,ହୋମ୍ ଥିଏଟର୍,ମୋବାଇଲ,ଗ୍ୟାସ୍…

ଝାରସୁଗୁଡ଼ା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଭୀମଯୋର ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଏହି କଏଦୀ ନିଜର ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ବିଚାରଧୀନ ଅବସ୍ଥାରେ ବନ୍ଦୀ ହୋଇ ରହିଥିଲେ। ସୂଚନା ଅନୁଯାୟୀ, ୪୪ ବର୍ଷ ବୟସ୍କ କଏଦୀ…

ବାଇକ ରୁ ଖସି ମହିଳାଙ୍କ ମୃତ୍ୟୁ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅଧିନ ବରଣପୁର ଗ୍ରାମ ଠାରେ ବାଇକରୁ ଖସି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତାରସିଂ ଥାନା ଅନ୍ତର୍ଗତ ଫୁଡୁରୁଙ୍ଗୁ ଗ୍ରାମର ଲକ୍ଷ୍ମୀ ମଲ୍ଲିକ । ସୂଚନା ମୁତାବକ ଲକ୍ଷ୍ମୀ  ତାଙ୍କ ସ୍ବାମୀ ଗାଣ୍ଡୁ ଓ ତାଙ୍କ  ସଂପର୍କୀୟ ଭାଇ…

ରେଢାଖୋଲ ଉପଖଣ୍ଡରେ ବଢୁଛି ହାତୀ ଉପଦ୍ରବ, ଆକ୍ରମଣରେ ଜଣେ ଗୁରୁତର।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହେଲେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଅଞ୍ଚଳରେ ବିଗତ ୨ମାସ ପୂର୍ବରୁ ଏହି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଥିବା ବେଳେ ଶୁକ୍ରବାର ରାତିରେ  ପୁଣି ହାତୀ ଆକ୍ରମଣରେ…

ଦେଶୀ ଆଗ୍ନେୟାସ୍ତ୍ର ସହ ଦୁଇ ଗିରଫ

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ରାତି ପାଟ୍ରୋଲିଂ କରୁଥିବା ବେଳେ ବଡ଼ମାଲ ପୋଲିସ ଦୁଇ ଜଣଙ୍କୁ ଦେଶୀ ଆଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ସହ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ବୃନ୍ଦାମାଲସ୍ଥିତ ଆର ଆର କଲୋନୀର ଗଣେଶ ଓରାମ ଓ ରଞ୍ଜନ ଓରାମ।…

ବେଣାକୁନ୍ଦ। ବାରଙ୍ଗ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ ଗୁରୁତର 

  ଭଂଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦ। ମୁଖ୍ୟ ସଡକ ଉପରେ ଥିବା  ବାରଙ୍ଗ ନାଳ ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କୁଲାଡ଼ ଗ୍ରାମର ସଂଜୀବ କୁମାର ସାହୁ ଓ ଶଙ୍କର ନାରାୟଣ ମହାପାତ୍ର…

ବେଆଇନ ଭାବେ ପିଡିଏସ୍ ଚାଉଳ ଓ ଗହମ ଗଛିତ ରଖିବା ଅଭିଯୋଗରେ ତାରସିଂ ପୋଲିସ ଦ୍ୱାରା ୨ ଗିରଫ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାୟ।ଗଣ୍ଡା ଗ୍ରାମରେ ଏକ ଘରେ ବେଆଇନ ଭାବେ ସରକାରୀ  ପିଡିଏସ୍ ଚାଉଳ ଓ ଗହମ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ତାରସିଂ ପୋଲିସ ସେଠାରେ ଚଢ଼ାଉ କରି ୨୦ କୁଇଣ୍ଟାଲ ପିଡିଏସ ଚାଉଳ ଓ ୨୫୦ କେଜି ଗହମ ଏବଂ ଓଜନ ମସିନ ଓ ଖାଲି…