ରେଲ ଲାଇନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।

0

କଣ୍ଟାବାଞ୍ଜି(ଚୁଡାମଣି ସୁନା)ମହୁଳବାହାଳି  ରେଲ ଲାଇନ ନିକଟରୁ ଜଣେ ଅଜଣା ବ୍ୟକ୍ତି(୫୫) ଙ୍କ ମୃତ ଦେହ କଣ୍ଟାବାଞ୍ଜି ଜି.ଆର. ପି ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ଏଯାଏଁ ମୃତକ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଏହା ଉପରେ କଣ୍ଟାବାଞ୍ଜି ଜି. ଆର. ପି ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।ମୃତକଙ୍କ ଶବ କୁ ବ୍ୟବଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନା ଖାନା କୁ ପଠାଯାଇଛି ବୋଲି କଣ୍ଟାବାଞ୍ଜି ଜି. ଆର. ପି. ପୋଲିସ ସୂଚନା ରୁ ଜଣା ପଡ଼ିଛି।

Leave A Reply

Your email address will not be published.