Browsing Category

ଅଘଟଣ

ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ସି ଆର୍ ପି ଏଫ୍ ଟିମ୍ ଙ୍କ କୁମ୍ବିଂ ଅପରେସନ

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କଲ୍ୟାସିଂହପୁର/ପ୍ରଦିପ ଦଳାଇ:ରାୟଗଡ଼ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତର ତ୍ରିଲୋଚନପୁର୍ ଗାଁ ଠାରେ ଥିବା ଚତୁର୍ଥ ବେଟାଲିଆନ୍ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାୟଗଡ଼ା ଚତୁର୍ଥ ବେଟାଲିଆନ୍ ସି…

ଜଗଦଲପୁର ରେ ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ ଗଲା।

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ କୁ ଆଉ ଏକ ବଡ଼ ସଫଳତା ମିଳିଛି।ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଆଜି ପୁଣି ଏକ ଗଞ୍ଜେଇ ଚାଲାଣକାରୀ ଙ୍କୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭କେଜି୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି।ଜଗଦଲପୁର…

ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପଦ୍ମପୁର ପୋଲିସ ।

୫୦ କେଜି ଗଞ୍ଜେଇ ସହ ଜଣେ ଗିରଫ ,ଦୁଇ ଫେରାର । ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଦ୍ରବ୍ୟ ଚାଲାଣ ବଢିବାରେ ଲାଗିଛି। ବୁଡେନ ଥାନା ଅଞ୍ଚଳରୁ ପଦ୍ମପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଆଇ ରବିନ୍ଦ୍ର କୁମାର ହେମ୍ରମଙ୍କ…

ଗଞ୍ଜେଇ ଜବତ,  ଦୁଇ ଗିରଫ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଦ୍ୱାରା ପେଟ୍ରୋଲିଂ ବେଲେ ଧରାପଡିଛନ୍ତି ଦୁଇ ପେଶାଦାର ଗଞ୍ଜେଇ ମାଫିଆ। ଦୀର୍ଘ ଦିନ ଧରି ପୋଲିସ ଆଖିରେ  ଧୂଳି ଦେଇ ଗଞ୍ଜେଇ କାରବାର ଚଳାଇ ଆସିଥିବା ସମ୍ପୃକ୍ତ ଦ୍ୱୟ ଗଞ୍ଜେଇ ମାଫିଆ କୁ ଧରିବାରେ ସଫଳ ହୋଇଛି।ପୋଲିସ…

ବାରବାଙ୍କ ଗ୍ରାମରେ ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ମଙ୍ଗଳବାର ଜଣେ ଚାଷୀ ଦିନ ବେଳେ ଚାଷ କାମ ସାରି ଗାଁ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ  ସେହି ବାରବାଙ୍କ ଗ୍ରାମର…

ନାବାଳିକା କଲେଜ୍  ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ , ଯୁବକ ଅଟକ।    

ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଶନିବାର ଦିନ ଜଣେ କଲେଜ ନାବାଳିକା  ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେ଼ଇ ଚାରମାଳ ଥାନାରେ ଅଭିଯୋଗ  ହୋଇଛି। ଅଭିଯୋଗ ପରେ ପୋଲିସ୍ ଚାରମାଳ ଥାନା କେସ ନମ୍ବର ୧୦୦/୨୧ରେ ଏକ ମାମଲା ରୁଜୁ କରି…

ବିବାହର ୭ ମାସପରେ ଗର୍ଭବତୀ ସ୍ତ୍ରୀ କୁ ବାପ ଘରେ ଛାଡି ଦ୍ଵିତୀୟ ବିବାହ କଲେ ସ୍ୱାମୀ  

 ଝିଅ ଜନ୍ମ ପରେ ପଚାରିଲା ନାହିଁ ବାପା : ଏବେ ୧୦ମାସ ହେବ ରୋଗଶଯ୍ୟାରେ ମା, ଝିଅର ଭବିଷ୍ୟତ ଅନ୍ଧାର। କାଶୀପୁରରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୋରା ଗୁଡା ଥାନା କାର୍ଲି ଗ୍ରାମର ପିଲିମନ ନାଏକଙ୍କ ଝିଅ ଭାଗ୍ୟବତୀ ନାଏକଙ୍କୁ ୧୯ଫେବ୍ରୁଆରି ୨୦୧୮ ମସିହାରେ କାଶିପୁର…

 କିରାଣୀ ଦୋକାନୀଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣା: ପୋଲିସକୁ ସଫଳତା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମର କିରାଣୀ ଦୋକାନୀ  ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା I ସୂଚନା ଅନୁଯାୟୀ ଗତ ୧୩  ତାରିଖ ଦିନ ଭ୍ରମରବାଡ଼ି ଗ୍ରାମର କିରାଣି…

ଶିକାର ହେଲା ଶିକାରୀ

ତିନି ଅଭିଯୁକ୍ତ ଗିରଫ : ନଦୀପଠାରୁ ମୃତଦେହ ଉଦ୍ଧାର ବରଗଡ :- ଗତ ବାଇଶି ତାରିଖ ଦିନ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଇଁସାଦରହା ଗ୍ରାମପଞ୍ଚାୟତ ର ଦିୱାନପାଳି ଗ୍ରାମର ବନବାସୁ ପଡା ନିବାସୀ କାଶୀ ରାମ ପଟେଲ ଗାଁର ଅନ୍ୟ କିଛି ଯୁବକ ସହିତ ବାର୍ହା ଶିକାର କରିବାକୁ ଯାଇଥିଲା ।…

ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ): ଭଦ୍ରକ ସହରର ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ଡାକ୍ତର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କର ଗତ ୨୧ ତାରିଖରେ ବୋକାର ଠାରେ ଦେହାନ୍ତ ହୋଇଯାଇଛି । ଭଦ୍ରକ, ବନ୍ତ ବ୍ଲକର ଅଡ଼ାଳପଙ୍କ ଗ୍ରାମରେ ଜନ୍ମିତ ସ୍ଵର୍ଗତ ପଣ୍ଡା ଭଦ୍ରକ ପୌରାଞ୍ଚଳର ନୂଆ ବଜାର ଅଞ୍ଚଳରେ ସ୍ଥାୟୀ…