Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ଡ୍ୟାମ ନିକଟ ଜଙ୍ଗଲରେ ଗଛିତ ଥିବା ୭୭୫ କିଲୋ ଗଞ୍ଜେଇ ଜବତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା। କିଛି ଗଞ୍ଜେଇ ମାଫିଆଙ୍କ ଦ୍ୱାରା ବାହାର ରାଜ୍ୟକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚିତ୍ରକୋଣ୍ଡା ଡ୍ୟାମ ନିକଟ ଜଙ୍ଗଲରେ ୩୧ ଟି ଜରି ବସ୍ତାରେ ଗଚ୍ଛିତ ରଖାଯାଇଥିବା!-->…
ଜୁଆ ଆଡ୍ଡାରେ ମାଡିବସିଲା ପୋଲିସ: ୭ ଜୁଆଡ଼ି ଙ୍କୁ ଗିରଫ କଲା ପଦ୍ମପୁର ପୋଲିସ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ଥାନା ପୋଲିସ ପକ୍ଷରୁ କଫ ସିରପ୍, ଗଞ୍ଜେଇ, ବାଲି ଚୋରି ଉପରେ କଡ଼ା ନଜର ରଖି ସହର ତଥା ଆଖପାଖ ଅଞ୍ଚଳରେ ଜୋରସୋର ଧରପଗଡ ଚାଲିଥିବା ପରେ ଆଜି ବରିହାପାଲି ଅଞ୍ଚଳରେ ଚାଳିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ!-->…
ଚୋରା ମଦ ଜବତ : ୯ ଜଣ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା:୦୧ /୦୮(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, କେନ୍ଦ୍ରାପଡ଼ା ସଦର,!-->!-->!-->…
ସଡ଼କ ଦୁର୍ଘଟଣା ରେ ଅଧ୍ୟାପକ ଙ୍କ ମୃତ୍ୟୁ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପାଇକମାଲରେ ରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ!-->!-->!-->…
ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ତଳକୁ ଖସିଲା କାର୍, ଚାଳକ ମୃତ।
ବେଲଗୁଣ୍ଠା -୩୧-୦୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ଏକ ଆଇ -୨୦ କାର୍ ଭାରସାମ୍ୟ ହରାଇ ନୂଆଗାଁ ବଡ଼ନଦୀ ପୋଲ ତଳକୁ ଖସିପଡିବା ଫଳରେ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣଙ୍କ ଭଞ୍ଜନଗର ଏଲ ଆଇ ସି କଲୋନୀ ର ସୁନୀଲ ମହାନ୍ତି ବୋଲି ସୂଚନା!-->!-->!-->…
ପୂର୍ବତନ କାଉନସିଲର ଙ୍କ ପରଲୋକ।
ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୩ ର ପୂର୍ବତନ କାଉନସିଲର ବିଜୟ କୁମାର ଭୋଇ ଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହେଉଥିଲା। ସେ ତାଙ୍କ ପଛରେ ବିଧବା ପତ୍ନୀ ପ୍ରଭାତି ଭୋଇ, ପୁଅ ହରିଶ ଭୋଇ ଓ ଦିବ୍ୟ ଭୋଇ ଙ୍କୁ ଛାଡି ଚାଲି!-->…
ନିଖୋଜ ୨ ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର
ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ୨ ଜଣ ନାବାଳିକାଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରିଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା!-->…
ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାରବର୍ଗଙ୍କ ସହ ଅସଦବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି!-->…
ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ
ବେଲଗୁଣ୍ଠା,୨୭/୦୭-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିଗି ଗ୍ରାମର ଯୋଗୀନ୍ଦ୍ର ସେଠୀ(୫୯)। ଏନେଇ ଯୋଗୀନ୍ଦ୍ରଙ୍କ ଝିଅ ମନିଷା!-->…
ଯୁବକ କୁ ମାରଣାନ୍ତକ ଆକ୍ରମଣ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ମୁଖ୍ୟ ରାସ୍ତା କାଳୀ ମନ୍ଦିର ଛକ ଏକ ମୋଟରସାଇକେଲ ଗେରେଜ୍ ନିକଟରେ ବଣ୍ଟି ବାରିକ ନାମକ ଜଣେ ଯୁବକ କୁ ୩ ଜଣ ଯୁବକ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ବଣ୍ଟି!-->…