Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଅବାଧ ଗୋ-ଚାଲାଣ ବେଳେ ମାଡି ବସିଲା ପୋଲିସ
ସାରସକଣା/ନବକିଶୋର ମହାପାତ୍ର: ଓଡ଼ିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତର ମୟୂରଭଞ୍ଜଜିଲ୍ଲାର ଝାରପୋଖରିଆ ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ପୂର୍ବରୁ କର୍ମଚାରୀଙ୍କ ଅବହେଳା ଲାଗି ଅଞ୍ଚଳରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଦିନ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି ।…
ଜମି ହଡପ ଅଭିଯୋଗ: ଶାଶୁ ଙ୍କ ମୃତ ଦେହ ରଖି ଧାରଣା ଦେଲେ ବୋହୂ ସହ ବିକଳାଙ୍ଗ ଝିଅ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତାର ଏକ ଗୋଦାମ ଗୃହ ଆଗରେଆଜି ଶାଶୁଙ୍କ ମୃତ ଦେହକୁ ରଖି ନ୍ୟାୟ ପାଇବା ପାଇଁ ଧାରଣା ବସିଛନ୍ତି ବିଧବାବୋହୂ । ଗତକାଲି ରାତିରେ ଶାଶୁ ଙ୍କ ମୃତ୍ୟୁ ହେବାରୁ ଭବାନୀ ପାଟଣା ରହୁଥିବା ବୋହୂ ଟିକିରି ପହଞ୍ଚିବା ପରେ ଗୌଡ଼…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ , ତିନି ଗୁରୁତର
ହଲଦୀପାଲି ଛକରେ ବସ ସହିତ କାର ର ମୁହାଁମୁହିଁ ଧକ୍କା
ବରଗଡ଼:- ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକା ଲାଗିଥିଲା ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ତିନି ଜଣ ଆହତ ବ୍ୟକ୍ତିଙ୍କୁ ୧୦୮ ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ…
ଆଇପିଏଲ ସଟା ବେଟିଙ୍ଗ ରାକେଟର ପର୍ଦାଫାସ କଲା ବିରମିତ୍ରପୁର ପୋଲିସ।।
୯ ଜଣଙ୍କୁ ଗିରଫ କଲା ବିରମିତ୍ରପୁର ପୋଲିସ।
୧୮ ଟି ମୋବାଇଲ ଫୋନ , ଲାପଟପ , ଟାଵଲେଟ ଜବତ ।
ରାଉରକେଲା(ବସନ୍ତ କୁମାର ଜେନା); ସୁନ୍ଦରଗଡ ଜିଲ୍ଲାରେ ଏବେ ଆଇପିଏଲ ସଟା ବଜ଼ାର ଗରମ ରହିଛି। ତେବେ ପୋଲିସ ର ସକ୍ରିୟତା ଯୋଗୁଁ ରବିବାର ଦିନ ଏକ ବଡ଼ ଧରଣର ସଟା ରାକେଟ ର ପର୍ଦାଫାସ…
୪୮ କୁଇଣ୍ଟାଲ ମହୁଲ ସହ ୨ଟି ଗାଡି ଜବତ
ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତବର୍ତୀ ଝାରବନ୍ଧ ଥାନା ଅଞ୍ଚଳ ର ଜାମପାଲି କୁକରିପାଲି ରାସ୍ତାରେ ଏକ ପିକଅପ ଗାଡି ରୁ ଭୋର ସମୟ ରେ ୨୭କୁଇଣ୍ଟାଲ ଏବଂ କୋତନା ଝାରବନ୍ଧ ରାସ୍ତା ରେ ଆଉ ଏକ ପିକ ଅପ ଗାଡି ରୁ ମହୁଲ ୨୧କୁଇଣ୍ଟାଲ ମହୁଲ ପାଇକମାଲ…
ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ଜଳିଲା ୫ ଜଣଙ୍କ ଜୁଇ; ଯୋଜନାବଦ୍ଧ ଭାବେ ମିଳିମିଶି କରାଯାଇଛି ହତ୍ୟା
ମାହାଙ୍ଗା ବ୍ଲକ କୁସୁପୁର ପଞ୍ଚାୟତ ଗୋଟିଏ ପରିବାରର ୫ଜଣ ହତ୍ୟା ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି |ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ୫ ଜଣଙ୍କ ଜୁଇ ଜଳିଛି | ଏହି ହତ୍ୟା ଘଟଣାରେ ଜଣେ ନୁହେଁ ବରଂ ଯୋଜନାବଦ୍ଧ ଭାବେ ମିଳିମିଶି ମର୍ଡର କରାଯାଇଛି ବୋଲି ମୃତକଙ୍କ ପରିବାର ସମେତ…
ପାରିବାରିକ କଳହ ନେଲା ଗୋଟିଏ ପରିବାରର ୫ ଜୀବନ; ସାନ ଭାଇ ହାତରେ ବଡ଼ ଭାଇର ସଂସାର ଛାରଖାର ।
:ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ) ଡବଲ ମର୍ଡରକୁ ନେଇ ଚର୍ଚାରେ ଥିବା ମାହାଙ୍ଗା ପୁଣି ଏବେ ଚର୍ଚାକୁ ଆସିଛି ୫ ଜଣଙ୍କ ମର୍ଡର କୁ ନେଇ | ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମ ପଞ୍ଚାୟତରେ । ପାରିବାରିକ କଳହକୁ ନେଇ ସାନ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ ଭାଇର ସଂସାର ଛାରଖାର…
ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଗିରଫ
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ…
ଭାରସାମ୍ୟ ହରାଇ ଓଲଟିଲା ପିକଅପ, ୧୫ ଶ୍ରମିକ ଆହତ
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅପ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ପିକଅପଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା…
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବାସିନ୍ଦା ରାସବିହାରୀ ଭୋଇଙ୍କ ଶୁକ୍ରବାର ରାତ୍ରରେ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୮୬ ବର୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ଜୀବତାବସ୍ଥାରେ…