Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ତିରିଂ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଅଭିଯୋଗ; ୪ ଗିରଫ, ଜଣେ ଫେରାର
ବାରିପଦା(ଦିଲ୍ଲୀପ ମହାନ୍ତି )-: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସୋରେନ ଗତ ୨୧ ତାରିଖରେ ପଣ୍ଡୁପାଣି ଗ୍ରାମପଞ୍ଚାୟତ ଅଧିନସ୍ଥ ପଣ୍ଡୁପାଣି ଗ୍ରାମରେ ନିର୍ମାଣ ହେବାକୁଥିବା ଖଳା ଓ କୟମଡିହି ଗ୍ରାମର ମିଶନ ଶକ୍ତି ଗୃହ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଏହି…
ପୁଣି ଅଶାନ୍ତ ବ୍ରଜରାଜନଗର, ଛୁରାମାଡ଼ରେ ଯୁବକ ମୃତ।
ଝାରସୁଗୁଡ଼ା:(ସୁଭାଷ ସହାରେ)-ବ୍ରଜରାଜନଗର ପୁଣି ଅଶାନ୍ତ ହୋଇ ଉଠିଛି। ସାମାନ୍ଯ ବଚସାରୁ ଦୁଇ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରାମାଡ଼ରେ ଆଘାତ କରି ଦେବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଏହା ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।
ସୂଚନାନୁସାରେ, ଆଦର୍ଶନଗରର ୨୦ ବର୍ଷ…
ଗୋଲାମୁଣ୍ଡା : ଯୌତୁକ ପାଇଁ ବଧୂ ହତ୍ୟା ସଂଦେହ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ : ଯୌତୁକ ପ୍ରଥାକୁ ନେଇ ଓଡ଼ିଶାରେ ଅନେକ ବଧୂ ହତ୍ୟା ଘଟଣା ଘଟିଥିବା ବେଳେ ବର୍ତମାନ ପଶ୍ଚିମ ଓଡ଼ିଶାରେ ଏପରି ଘଟଣା ଦେଖିବାକୁ ମିଳୁଛି !ଏପରି ଏକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ…
କୋଭିଡରେ ପ୍ରାଣ ହରାଇଲେ କୋଭିଡ ଯୋଦ୍ଧାଙ୍କ ମା
ପାଇକମାଳ(ଶାସକ ପ୍ରଶାସକ) : କୋଭିଡ ନିୟନ୍ତ୍ରଣରେ ନିୟୋଜିତ କୋଭିଡ ଯୋଦ୍ଧା ତଥା ପାଇକମାଳ ସରକାରି ଚିକିତ୍ସାଳୟର ଫାର୍ମାସିଷ୍ଟି ଚିତ୍ତ ରଂଜନ ଦାଶଙ୍କ ମାତା ସୁମତି ଦାଶଙ୍କ ମୃତ୍ୟୁ କୋଭିଡ ଯୋଗୁ ହୋଇଥିବା ଜଣାପଡିଛି | ତାଙ୍କୁ ୭୭ ବର୍ଷ ହୋଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
କାକା ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଝିଆରୀ
ନୂଆପଡା.(ଅମିତ ପୁରୋହିତ ); ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ବହଲପଦର ଗାଁରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । କାକା ହୋଇ ନିଜ ଝିଆରୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଝିଆରୀ ର ପରିବାର ଲୋକେ କାକା ବିରୁଦ୍ଧରେ ଖଡିଆଳ ଥାନାରେ ଏତଲା ଦେଇଛନ୍ତି । ହେଲେ ପୋଲିସ…
ଅଳ୍ପକେ ବର୍ତିଲେ ୩୦ଜଣ ଯବାନ , ନଦୀରେ ବୋହିଗଲା ବସ । (See Video)
ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ମାଓବାଦୀ ଙ୍କ ଗଡ଼ବୋଲି ବିବେଚିତ ହେଉଥିବା ଛତିଶଗଡ଼ ର ବିଜାପୁର ଅଞ୍ଚଳରେ ରେ ଘଟିଛି ଏକ ଦୁର୍ଘଟଣା । ୩୦ ଜଣ ଡି.ଆର.ଜି ଜବାନ ନକ୍ସଲ ଅପରେସନ ସାରି ନିଜ ବେସ କେମ୍ପ କୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲ…
ବାର୍ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।
ସୂଚନା ଯୋଗ୍ୟ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତ୍ତମ ସାହୁ ଓ…
୯ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ପୂର୍ବାହ୍ନ ସାଢେ଼ ୧୦ ସମୟରେ ବାରିପଦା ଟାଉନ ଥାନା ଏସଆଇ ରଞ୍ଜନ କୁମାର ବେହେରା ଅନ୍ୟ କପୁଲିସ କର୍ମଚାରୀଙ୍କ ସହ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କୁଳିଅଣା ଥାନା ସାନପଳଶା ଗ୍ରାମର ଶ୍ୟାମସୁନ୍ଦର ମଢ଼ୁଆଳ ଏକ ପ୍ଲାଷ୍ଟିକ ବେଗ ଭିତରେ କିଛି ଧରି…
ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଆଜିସକାଳେ…
ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଆଜିସକାଳେ…