ଭୁବନେଶ୍ୱର ( ଶାସକ ପ୍ରଶାସକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍ସିଂହପୁର,ସବ୍-କଲେକ୍ଟର ଅଫିସର ସିନିୟର ଆସିଷ୍ଟାଣ୍ଟ ସଂଯୁକ୍ତା ଦାସ ଭିଜିଲାନ୍ସ ଜାଲରେ ଫସିଛନ୍ତି | ଆଜି ଏକକାଳୀନ ଚାରୋଟି ଜାଗାରେ ରେଡ କରିଛି ଭିଜିଲାନ୍ସ କଟକ ଡିଭିଜନ୍ | ସଂଯୁକ୍ତାଙ୍କ ତରିକୁନ୍ଦ ସାତପୁରା ସ୍ଥିତ ଦ୍ୱିତଳ ଆବାସିକ କୋଠା, ପାନିଷାଳିଆ ଠାରେ ଥିବା ଦ୍ୱିତଳ କୋଠା, ମହାନଦୀବିହାର, କଟକ ଠାରେ ଥିବା ଥ୍ରୀ ବେଡ଼ରୁମ ଫ୍ଲାଟ ଓ ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟ, ଥିବା ତାଙ୍କ ପ୍ରକୋଷ୍ଠରେ ଏକ କାଳୀନ ଚଢ଼ାଉ ଯାଇ ରହିଛି | ଭିଜିଲାନସ ମିଶକେଶ ନଂ 5/୨୦ ରୁଜୁ କରି ଭିଜିଲାନସ ଚଢ଼ାଉ ଜାରି ରଖିଥିବା ବେଳେ ସବିଶେଷ ରିପୋର୍ଟକୁ ଅପେକ୍ଷା |
Sign in
Sign in
Recover your password.
A password will be e-mailed to you.