Browsing Category

Recent News

ସାରା ସମାଜର ବୋଝକୁ ଚାଷୀ ମାନେହିଁ ବୋହିଥାନ୍ତି 

  ପାରମ୍ପରିକ ଚାଷ ପ୍ରଣାଳୀ  ସହ ବୈଷୟିକ ଜ୍ଞାନର ଊପଯୋଗ କୃଷିକୁ  ଅଧିକ ସକ୍ରିୟ କରିବ: ଜିଲ୍ଲାପାଳ  ଯାଜପୁର/jayshankar dash  : ପାରମ୍ପରିକ ଚାଷ ପ୍ରଣାଳୀ ସହ ବୈଷୟିକ ଜ୍ଞାନର ଊପଯୋଗ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କୃଷିକୁ ଅଧିକ ସମୃଦ୍ଧ କରିବ ବୋଲି ଜିଲ୍ଲାପାଳ ରଂଜନ କୁମାର…

ମୁଖ୍ୟମନ୍ତ୍ରୀଙ୍କ ହୃଦୟ କଥାରେ ଭାବପ୍ରବଣ ଛାତ୍ରଛାତ୍ରୀ-ଅଭିଭାବକ

ଶିଶୁ ଦିବସରେ ଉତ୍ସବ ମୁଖର ଗାଁ’ଠାରୁ ସହର     ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନର ସିଧା ପ୍ରସାରଣକୁ ଆଜି ସମଗ୍ର ରାଜ୍ୟର ଛାତ୍ର-ଛାତ୍ରୀ ଓ ଅଭିଭାବକମାନେ ଉପଭୋଗ କରିଛନ୍ତି । ଏନେଇ…

ସ୍ୟାଟ୍ ଙକ  ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବଞ୍ଚିତ ୬୧ଏସ୍‍ଟି ଯନ୍ତ୍ରୀଙ୍କ ନିଯୁକ୍ତି ସମ୍ଭାବନା ଉଜ୍ଜ୍ୱଳ

  ଭୁବନେଶ୍ୱର, ୧୪ । ୧୧: ଅମଲାତନ୍ତ୍ରର ନାଲି ଫିତା ନଥି ଖେଳ ଯୋଗୁ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ୬୧ ଜଣ ଯୋଗ୍ୟ ଡିପ୍ଲୋମା ଇଞ୍ଜିନିୟର ନିଯୁକ୍ତି ନ ପାଇ ସାଢେ଼ ୩ ବର୍ଷ ଧରି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଶେଷରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଆବେଦନକାରୀଙ୍କ…

ରାଜନୀତିର ଯୁପକାଠରେ ଚାଷୀ ବାପୁଡ଼ା,ସଂସାର ଉଚ୍ଛନ୍ନ ତାର ଫସଲ ଉଜୁଡା 

  ଭେଳିକି ସାଜିଛି ବିଜେପିର  ପ୍ରେମ,  ସୀମା ଆତିକ୍ରମ କରୁଛ ଦାମଙ୍କ ବାଚାଳାମୀ  ଚାଷୀର ଫସଲ ଉଜୁଡି ଯାଉଛି, ସଂସାର ଉଚ୍ଛନ୍ନ ହୋଇଯାଉଛି...ହେଲେ  ରାଜନୈତିକ ଦଳ ଏହାକୁ ନେଇ ଚଳାଇଛନ୍ତି ରାଜନୀତି  । ରାଜନୀତିର ଯୁପକାଠରେ ଫସିଯାଇଛି ଚାଷୀ ବାପୁଡ଼ା । ତାକୁ ମୋହରା ସଜାଇ ନେତା ଚାଲ…

ଛୁଆ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ିଲାପରି ଉଦ୍ଘାଟନ କରି ମେଡିକାଲ କଲେଜ କଥା ଭୁଲି ଯାଇଛନ୍ତି ସରକାର

ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ମାନର ଅନୁଷ୍ଠାନ ବାଟ ହୁଡ଼ିଛି  ଫୋନ କଲେ ଆସୁ ନାହିଁ  ଆମ୍ବୁଲାନ୍ସ, ମିଳିପାରୁ ନାହିଁ ସ୍ୱାସ୍ଥ୍ୟ ସେବା  ଅଭିଯୋଗ ପରେ ମଧ୍ୟ ମିଳିପାରୁ ନାହିଁ…

ବଲାଙ୍ଗିର, ପାରାଦୀପ, ଢେ଼ଙ୍କାନାଲ ଓ ଭୁବନେଶ୍ୱର ବିଜୟୀ

୫୮ତମ ଆନ୍ତଃ ଜିଲା ସାହାଣୀ କପ ଫୁଟବଲ ବଲାଙ୍ଗିର,  ବଲାଙ୍ଗିର ଜିଲା କ୍ରୀଡା ସଂସଦ ଏବଂ ଫାଓ ଓଡିଶା ପକ୍ଷରୁ ଆୟୋଜିତ ୫୮ତମ ଆନ୍ତଃ ଜିଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ତୃତୀୟଦିନରେ ବଲାଙ୍ଗିର, ପାରାଦୀପ, ଢେ଼ଙ୍କାନାଲ ଓ ଭୁବନେଶ୍ୱର ଦଳ ବିଜୟୀ ହୋଇଛନ୍ତି ।         ବଲାଙ୍ଗୀର ଗାନ୍ଧୀ…

ମୟୂରଭଞ୍ଜ ଜିଲାସ୍ତରୀୟ ଯୁବ ଉତ୍ସବ ଏବଂ ମନୋନୟନ ନଭେମ୍ବର ୨୫ରୁ ଆରମ୍ଭ

  ବାରିପଦା-ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ଯୁବ ଉତ୍ସବ ନିମନ୍ତେ ଜିଲାସ୍ତରୀୟ ଯୁବ ଉତ୍ସବ ଓ ମନୋନୟନ ପ୍ରକ୍ରିୟା ଚଳିତ ନଭେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ବାରିପଦା ଇନ୍ଡୋର ଷ୍ଟାଡ଼ିଅମ୍ ହଲ ପରିସରରେ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଲୋକନୃତ୍ୟ(ଦଳଗତ), ଲୋକ…

ମୟୂରଭଞ୍ଜ ଜିଲାରେ ଶିଶୁ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ପର୍ବ ଶେଷ-

ବାରିପଦା- ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ନିଦେ୍ର୍ଧଶ କ୍ରମେ ମୟୂରଭଞ୍ଜ ଜିଲାରେ ଜିଲାସତରରୁ ଆରମ୍ଭ କରି ବ୍ଲକ, ପଞ୍ଚାୟତସ୍ତରରେ ନଭେମ୍ବର ୧୪ ବିିଭିନ୍ନ କାର୍ଯକ୍ରମ ମାଧ୍ୟମରେ ଶିଶୁ ଦିବସ ପାଳିତ ହେବ । ଏହି ପରିପ୍ରେକ୍ଷୀ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତ୍ୟକ୍ଷ…

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କେବଳ ରାଜନୈତିକ ହଟଚମଟ

  କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ରାଜନୀତିର ଗନ୍ଧ ବାରି ହୋଇପଡୁଛି : ବିଜୟ ଭୁବନେଶ୍ୱର : କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଆସି ଅଯଥାରେ ରାଜନୀତି କରୁଛନ୍ତି । ଓଡ଼ିଶାର ଚାଷୀମାନଙ୍କ ପ୍ରତି ତାଙ୍କର ଦରଦ ନାହିଁ । ରାଜ୍ୟର ଚାଷୀମାନଙ୍କ ଅଭାବନୀୟ ପରିସ୍ଥିତିର ଫାଇଦା…

କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡକୁ  ବିରୋଧ

ଭୁବନେଶ୍ୱର :  କେରଳ ଯାହାକୁ ଏକଦା “ଭଗବାନଙ୍କ ଭୂମି” ବୋଲି କୁହାଯାଉଥିଲା ତାହା ଆଜି “ସଇତାନମାନଙ୍କ ଭୂମି”ରେ ପରିଣତ ହୋଇଛି । ନିଜକୁ ମାନବାଧିକାରର ରକ୍ଷକ ଓ ସମଗ୍ର ଦେଶରେ ଅନ୍ୟ ବିଚାରଧାରା  ଲୋକମାନଙ୍କୁ ସାମାନ୍ୟ ଘଟଣା ପାଇଁ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦିତ କରୁଥିବା ବାମପନ୍ଥୀ ମାନେ…