କିଟ୍ ଓ କିସ୍ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର,୨୬ା୧: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗିନିର ନ୍ୟାସ୍ନାଲ୍ ଟ୍ରାନଜିସନ୍ କାଉନ୍ସିଲ୍ ପ୍ରେସିଡେଣ୍ଟ ଡ. ଦନଶା କୋରୋମା ଯୋଗଦେଇଥିବା ବେଳେ ପ୍ରାକ୍ତନ ଲେଫ୍ଟ୍ନାଣ୍ଟ ଜେନେରାଲ ସି ପି…