ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ କର୍ଲାପଡା ଫାଣ୍ଡି ନିକଟରେ ହାଇବା (ଟ୍ରକ) କୁ କାବୁ କରୁଛି ଖଣି ବିଭାଗ ଚାନ୍ଦୋତରା ନଦୀରୁ ଦୀର୍ଘ ମାସ ମାସ ଧରି ବଲାଙ୍ଗୀର ଜିଲ୍ଲାର ଜଣେ ଠିକାଦାର ଉକ୍ତ ବାଲିଘାଟ ରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରା ବାଲି ଚାଲାଣ କରୁଥିବା ବେଳେ ସୂଚନା ପାଇଁ ଆଜି ରାତି ୧୨ଘଣ୍ଟା ସମୟରେ କର୍ଲାପଡା ଫାଣ୍ଡି ନିକଟରେ ଖଣି ଭିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଚୋରା ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିଛନ୍ତି ଅପର ପକ୍ଷରେ ଅଭିଯୋଗ ଅନୁଯାୟୀ ସମୃକ୍ତ ବାଲି ମାଫିଆ ଠିକାଦାର ମାସ ମାସ ଧରି ବେଆଇନ ଚୋରା ବାଲି ଚାଲାଣ ବେଳେ ବାଲି ପ୍ରତି ରାତିରେ ଦଶରୁ ପନ୍ଦର ହାଇୱା ଏକାଧିକ ବାର ଓଭର ଲୋଡ କରି ଯିବା ଆସିବା ସମୟରେ ଗ୍ରାମର ରୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଓଭର ଲୋଡ ଗାଡ଼ି ବେଆଇନ ବାଲି ଘାଟ କୁ ରାସ୍ତା ନିମନ୍ତେ ସଂପୃକ୍ତ ବାଲି ମାଫିଆ ଅନେକ ନଦୀକୁ ସଂଯୋଗ କରୁଥିବା ଜଣାପଡିଛି ବାଲିର କାଗଜପତ୍ର ଖଣି ବିଭାଗ ତାହାର ତଦନ୍ତ କରୁଥିବା ସୂଚନା ମିଳିଛି
Sign in
Sign in
Recover your password.
A password will be e-mailed to you.