ବିଜେପୁର :-ଭାରତୀୟ ଜନତା ପାର୍ଟିର ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପୁର ବିଧାନ ସଭା ବିଜେପୁର ବ୍ଳକର ସମିତି ସଭ୍ୟସଭ୍ୟାଙ୍କ ସମେତଅନେକ ଅନ୍ୟ ଦଳର ନେତା ଆଜି ଦଳରେ ଯୋଗାନ କରିଛନ୍ତି । ଏନେଇ ଭାରତୀୟ ଜନତାପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସଂକ୍ଷିପ୍ତ ମିଶ୍ରଣ ପର୍ବରେ ଉପରୋକ୍ତ ସମିତି ସଭ୍ୟମାନେ ବିଜେପିରେ ସାମିଲ ହୋଇଥିଲେ । ବିଜେପୁରର ବିଧାୟକ ସନତ କୁମାର ଗଡତିଆଙ୍କ ସମେତ ବିଜେପି ଦଳର ବହୁ ପଦାଧିକାରୀ ମାନେ ତାଙ୍କୁ ଦଳୀୟ ଟୋପି ଓ ସ୍କାର୍ପ ପକାଇ ଦଳକୁ ସ୍ବାଗତ କରିଥିଲେ । ପ୍ରକାଶଥାଉକି, ବିଜେପୁର ବ୍ଳକରେ ଦେଖାଦେଇଥିବା ବିଦ୍ରୋହ ପରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । ଯେଉଥି ରେ ହୋଇଥିବା ଭୋଟଦାନ ପରେ ବ୍ଲକ ଚେୟାରମେନ ପଦହରାଇଥିବା ବେଳେ ଅସନ୍ତୁଷ୍ଟ ସମିତିସଭ୍ୟମାନେ ବିଜେପିରେ ସାମିଲ ହେଲା ପରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି ।ଆଜି ବିଜେପୁର ବ୍ଲକରେ ଚେୟାରମେନ ଭୋଟିଂ ଅଛି ଦେଖାଯାଉ କେଉଁ ଦଳ ବାଜିମାତ କରୁଛି l
Sign in
Sign in
Recover your password.
A password will be e-mailed to you.
Next Post