ବିଜେଡି ତରଫରୁ ବିଧାୟିକା ଙ୍କ ଜନ୍ମଦିନ ପାଳିତ।

2

ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଜନ୍ମ ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶହ ଶହ ଶୁଭେଚ୍ଛୁ ବିଧାୟିକା ଙ୍କୁ ଭେଟି ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଉମେଶ ଚନ୍ଦ୍ର ସାହୁ, କିଶୋର ମେହେର, ନବ କିଶୋର ସାହୁ, ବିଜୁ ସ୍ଵାଇଁ, ହୃଦାନନ୍ଦ ବାରିକ, ଟାଇଲ୍ ଚନ୍ଦ୍ର ଭୋଇ, ବିଜୟ କେତନ ପଧାନ, ଗୌତମ୍ ସିଂ, ମନୋରମା ମହାପାତ୍ର, ବୁଲୁ ପାଣିଗ୍ରାହୀ, ପ୍ରିୟ ରଞ୍ଜନ ଭୋଇ ଙ୍କ ସମେତ ସମସ୍ତ କାଉନ୍ସିଲର ତଥା ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Leave A Reply

Your email address will not be published.