ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନକାରୀ ଏକ ଆନ୍ତଃ-ସ୍କୁଲ ପ୍ରତିଯୋଗିତା…

ଭୁବନେଶ୍ୱର: ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ସଫଳତାର ସହିତ ଆନ୍ତଃ-ସ୍କୁଲ ପ୍ରତିଯୋଗିତା ‘ରଙ୍ଗ ତୁଳି-୨୦୨୫’ ଆୟୋଜିତ ହୋଇଯାଇଛି । ଏହି ଅତୀବ ଆକାଂକ୍ଷିତ କାର୍ଯ୍ୟକ୍ରମ ଚଳିତ ଥର ଏହାର ୪ର୍ଥ ସଂସ୍କରଣରେ ପହଞ୍ଚିଥିବାବେଳେ ଏହା ସମଗ୍ର ସହରର ୧୦୦ରୁ ଅଧିକ ସ୍କୁଲରୁ ୫୦୦ରୁ…

ଇବ ଥର୍ମାଲ ରେ ସ୍ୱାଧୀନତା ଦିବସ

ଇବ ଥର୍ମାଲ/18-08-2025: ଇବ ଥର୍ମାଲ ପୱାର ଷ୍ଟେସନ ଠାରେ 79 ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରାଜୀବ ଗାନ୍ଧୀ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି। ସକାଳ 8:30ସମୟରେ ନିର୍ଦେଶକ -ଅପେରସନ ଶ୍ରୀ ଅଞ୍ଜନା ରଞ୍ଜନ ଦାସ ଜାତୀୟ ପତାକା ଉତ୍ତୋଳନ କରି ପରେଡ ର ପରିଦର୍ଶନ କରିଥିଲେ। ଏହା ପରେ…

ନୂତନ ସ୍ଥାନରେ ବିରାଜମାନ କଲେ ମା’ ଦ୍ଵାରଶୁଣୀ ଠାକୁରାଣୀ

 କେନ୍ଦୁଝର,ତା୧୮/୮- ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଚମକପୁର ଦଣ୍ଡପାଟର ଚମକପୁର ଗ୍ରାମରେ ରହିଥିବା ମା' ଦ୍ଵାରଶୁଣୀ ଠାକୁରାଣୀ ତଥା ତାଙ୍କର ପାର୍ଶ୍ଵ ଦେବାଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ରଥରେ ବସାଇ ନିକଟସ୍ଥ ବାସୁଦେବପୁର ଗ୍ରାମଠାରେ ନବନିର୍ମିତ ମନ୍ଦିରରେ…

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ରାଧାକୃଷ୍ଣ ବେଶ ଏବଂ କଣ୍ଢେଇ ପ୍ରତିଯୋଗିତା

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ କୁନି କୁନି ଛାତ୍ରଛତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ଏବଂ କଣ୍ଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ବିଷୋୟୀଙ୍କ…

ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୧୮-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ…

ଗୁଦେରପାଲି ମହାବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ

ବିଜେପୁର :-ବରଗଡ ଜ଼ିଲ୍ଲା ଗୁଦେରପାଲି ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ…

ବାଘମୁଣ୍ଡ ଗାଁ ଲାଗିକି ଥିବା ବେଆଇନ୍ ଷ୍ଟୋନ କ୍ରସର୍ ଦ୍ଵାରା ପରିବେଶ ପ୍ରଦୂଷିତ

 ବାଘମୁଣ୍ଡ/(ଶାସକ ପ୍ରଶାସକ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମରେ ଚାଲିଥିବା ବେଆଇନ୍ କ୍ରସର ଦ୍ଵାରା ମୁଖ୍ୟ ରାସ୍ତା ଏବଂ ଆଖପାଖ ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ଗାଁଲୋକେ ଅଭିଯୋଗ ଆଣିଛନ୍ତି। ଦିନରାତି ଏହି କ୍ରସର୍ ଅବିରତ ଚାଲିଛି, ସରକାରୀ ନିୟମ ଅନୁସାରେ…

ଜିଲ୍ଲା ଶିଶୁ ଶ୍ରମିକ କାର୍ଯ୍ୟବାହିନି କମିଟି ପକ୍ଷରୁ ୫ ବାଲ ଶିଶୁ ଶ୍ରମିକ ଚିହ୍ନଟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ଜିଲ୍ଲା ଶିଶୁ ଶ୍ରମିକ ବାହିନୀ ର ଏକ ସ୍ବତନ୍ତ୍ର କମିଟି ବିଭିନ୍ନ ଦୋକାନ ଓ ବେସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରି ୫ ଜଣ ବାଲ ଶିଶୁ ଶ୍ରମିକ ଙ୍କୁ ଚିହ୍ନଟ କରିଥିଲେ। ୫ ବାଲ ଶିଶୁ ଶ୍ରମିକ ଙ୍କ…

ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

ଓଡ଼ଗାଁ,୧୮।୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ବ୍ଳକ ଓସ୍ବାନ ହଲରେ ୨୦୨୫ ଖରିବ୍ ଋତୁରେ ଡିଜିଟାଲ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ପାଦନ ପାଇଁ କାର୍ଯ୍ୟ ଯୋଜନା ମାନକ କାର୍ଯ୍ୟ ପ୍ରଣାଳୀ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଓଡଗାଁ ଏନଏସି : ଆଇନଗତ ସଫେଇ ସୁରକ୍ଷିତ ସଫେଇ

 ଓଡଗାଁ,୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆଦେଶ କ୍ରମେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟର ଆଇନଗତ ସଫେଇ ସୁରକ୍ଷିତ ସଫେଇ ନିମନ୍ତେ ସଚେତନତା ଅଭିଯାନ ଆରମ୍ଭ ରହିଛି । ଅଣକୁଶଳୀଙ୍କ ଦ୍ବାରା ବେଆଇନ ଭାବେ ପାଇଖାନା ଟାଙ୍କି ସଫେଇ କରୁଥିବା ବେଳେ…