Sign in
Sign in
Recover your password.
A password will be e-mailed to you.
ଗୁଣପୁର ଠାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ପ୍ରଥମ କାର୍ଯ୍ୟକ୍ରମ ଭାବେ “ଜାତି-ଜନଜାତି ସମ୍ବାଦ ବୈଠକ” ଆଜି ତା. 18.06.2026 ରିଖ ସକାଳ…
ନିଟ୍ (ୟୁଜି) ପୁନଃ ପରୀକ୍ଷାର୍ଥୀଙ୍କ ପାଇଁ ରାୟଗଡ଼ ଜିଲ୍ଲାରେ ମାଗଣା ବସ୍ ସେବା ବ୍ୟବସ୍ଥା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ଆସନ୍ତା ୨୧ ଜୁନ ୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃ ପରୀକ୍ଷା ୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ଦୃଷ୍ଟିରୁ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଧେଶକ୍ରମେ ମାଗଣା ବସ୍…
ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିଶୁ ପୋଷଣ କ୍ଷେତ୍ରରେ ବ୍ୟାପକ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦ ଡଃ…
NFHS-6 ର ଚିନ୍ତାଜନକ ତଥ୍ୟ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ ।
ଭୁବନେଶ୍ୱର/ବ୍ରହ୍ମପୁର, ୧୭ ଜୁନ୍ ୨୦୨୬:ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-6) ର ନୂତନ ରିପୋର୍ଟ ଆଧାରରେ ଓଡ଼ିଶାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଜନିତ ରୋଗର ଚିନ୍ତାଜନକ ସ୍ଥିତି ଉପରେ…
ପୁରୀ ରେଳ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।
ଭୁବନେଶ୍ୱର, ୧୭ ଜୁନ୍, ୨୦୨୬: ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ , ଭିତ୍ତିଭୂମିର ଉନ୍ନତୀକରଣ, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ଚଳାଚଳରେ ଅଧିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ୍ ସେବା ଚଳାଚଳରେ ସାମୟିକ…
ସିଗନାଲସ କୋରରୁ ୭୨୬ ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ; ଓଡ଼ିଶାରୁ ମାତ୍ର ୫ ଜଣଙ୍କ ସଫଳତା,
ଓଡ଼ିଆ ଯୁବକଙ୍କ ନଗଣ୍ୟ ଉପସ୍ଥିତିକୁ ନେଇ ଚିନ୍ତା
ନୟାଗଡ଼, ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ଭାରତ ସରକାରଙ୍କ ଅଗ୍ନିପଥ ଯୋଜନା ଅନୁସାରେ ସେନାବାହିନୀରେ ଯୋଗଦାନ କରୁଥିବା ଅଗ୍ନିବୀରମାନେ ଦେଶର ବିଭିନ୍ନ ତାଲିମ କେନ୍ଦ୍ରରେ କଠୋର ସାମରିକ ପ୍ରଶିକ୍ଷଣ ଗ୍ରହଣ କରି ନିଜ ନିଜ…
ନନ୍ଦିଘୋରରେ ୭୭ତମ ରଜଯାତ୍ରା ଉଦଯାପିତ;ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ ଦାଣ୍ଡ,
ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ଚଳିତ ବର୍ଷ ୭୭ତମ ରଜଯାତ୍ରା ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଗ୍ରାମବାସୀଙ୍କ ବ୍ୟାପକ…
ଜଳାଶୟରେ ବୁଡ଼ି ଯୁବକଙ୍କ ମୃତ୍ୟୁ
ଓଡ଼ଗାଁ,୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଧୁସୁମା ଗ୍ରାମର ଜଣେ ଯୁବକ ଜଳାଶୟରେ ବୁଡ଼ି ପ୍ରାଣ ହରାଇଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ହେଲେ ମହେନ୍ଦ୍ର ସ୍ବାଇଁଙ୍କ ପୁଅ ସିଲୁ ସ୍ବାଇଁ (୩୦)। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର…
ମାଲକାନଗିରିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ସରକାରଙ୍କ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନଠାରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ବେଶ୍ ଧୂମଧାମରେ ଅନୁଷ୍ଠିତ…
ସାମାନ୍ୟ କଥାକୁ ନେଇ ନାବାଳକ କୁ ହତ୍ୟା
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ଖଜୁରିଆ ଗ୍ରାମର ଆଇ ସନ୍ୟାସୀ ନାମକ ଜଣେ ୧୭ ବର୍ଷ ର ବାଳକକୁ ପିଟି ପିଟି ହତ୍ୟା କରାଯାଇଛି। ଯାହାକି ସାମନ୍ୟ କଥା କୁ ନେଇ।ମୃତ ବାଳକ ଗାଁ ପୋଖରୀ ହୁଡ଼ାରେ ପରିସ୍ରା କରିବା ବେଳେ କିଛି ଯୁବକ ବାରଣ କରିଥିଲା ବେଳେ…
ସରକାରଙ୍କ ପକ୍କାଘର ଯୋଜନା କାହାପାଇଁ ? ଭଙ୍ଗା ଦଦରା ଘରେ ବିତୁଛି ବୈଦେହୀଙ୍କ ଜୀବନ
କୁଚିଣ୍ଡା/ଜମନକିରା, ୧୭।୬( ଅଜୟ କୁମାର ବାଘ): ଗରିବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର କୋଟକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି । ଏଭଳି ଏକ ଉଦାହରଣ ଦେଖାଦେଇଛି । ଜମନକିରା ବ୍ଲକ ଅଞ୍ଚଳରେ…