Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ
ନବରଙ୍ଗପୁର ୧୯.୬.୨୦୨୬: ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ନବରଙ୍ଗପୁରର ସମ୍ମିଳନୀ ଗୃହରେ ଏକ ସଚେତନତା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ…
ଯୋଗ ସଚେତନତା ରେ ନୂଆ ଇତିହାସ ରଚିବ ବ୍ରହ୍ମପୁର : ୨୧ ଜୁନରେ ଭବ୍ୟ ସମାରୋହରେ ରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ…
ବ୍ରହ୍ମପୁର : ବ୍ରହ୍ମପୁର ନୀଳକଣ୍ଠ ନଗର, ବ୍ରିଟ୍ କଲୋନୀସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଆଜି *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬” ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୋଜକ କମିଟିର…
ସୌର ଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ
• ଓଡ଼ିଶାର ସୌର ବିପ୍ଳବର ନେତୃତ୍ୱ ନେଉଛି ଗଞ୍ଜାମ• ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସ୍ଥାପନ • ୪,୧୦୨ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୋଲାର ସ୍ଥାପନ କରିଛନ୍ତି• ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାରେ ମୋଟ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ
ବ୍ରହ୍ମପୁର, ଜୁନ୍ ୨୦୨୬ :…
ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା -୧୮/୦୬ (ଶିବରାମ ଚୌଧୁରୀ ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା , ଗଞ୍ଜାମ ଠାରେ ଆଜି ଅପରାହ୍ଣରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ଟିକାବାଲି ରୁ…
ଭିଡିଓ ବାର୍ତ୍ତା ଯୋଗେ ‘ଶୀତଳ ଷଷ୍ଠୀ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଆଧ୍ୟାତ୍ମିକତା ଓ ଲୋକ ସଂସ୍କୃତିର ବିରଳ ସମାହାର ‘ଶୀତଳ ଷଷ୍ଠୀ’- ଧର୍ମେନ୍ଦ୍ର ପ୍ରଧାନ
• ଶୀତଳଷଷ୍ଠୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଭବକୁ ‘ରିଲ୍ସ’ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଯୁବପିଢ଼ିଙ୍କୁ ଆହ୍ୱାନ• ଓଡ଼ିଆ ଜାତିର ସଂସ୍କୃତି ହେଉଛି ଭାବ ଏବଂ ଭକ୍ତିର ସଂସ୍କୃତି• ଆମର…
ଜିଲ୍ଲାସ୍ତରୀୟ ମକ ଡ୍ରିଲ ନିମନ୍ତେ ଟେବୁଲ ଟପ ଏକସରସାଇଜ
ବାଲେଶ୍ୱର, ତାରିଖ -୧୮/୦୬/୨୦୨୬: ବାଲେଶ୍ୱର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ (ସାଧାରଣ) ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଟେବୁଲ ଟପ ଏକସରସାଇଜ ବୈଠକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିଓମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ…
ଶରଣକୁଳ ଲଡୁବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ମହାଆଡ଼ମ୍ବରରେ ପାଳିତ ହେଲା ଶିବ–ପାର୍ବତୀ ବିବାହ ଉତ୍ସବ
ଓଡ଼ଗାଁ, ୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଲଡୁ ବାବା ଓ ଦୁତିକେଶ୍ବର ପୀଠ ସହ ବିଭିନ୍ନ ଶୈବପୀଠରେ ଶିବ–ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭକ୍ତିମୟ ପରିବେଶରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ପୁରସ୍କାର ଉତ୍ସବ;
ଲଗାତର ଷଷ୍ଠ ଥର ପୁରସ୍କାର ହାସଲ, କର୍ମଚାରୀଙ୍କ ସଫଳତାକୁ ସମର୍ପିତ କଲେ ଅଧିକାରୀ
ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଲଗାତର ଷଷ୍ଠ ଥର ପାଇଁ କାୟାକଳ୍ପ ପୁରସ୍କାର ହାସଲ କରିଥିବା ଅବସରରେ ବୁଧବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି…
ଷୋହଳ ଥର ପାଇଁ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗୁରୁଜୀ ମିଥୁନ
ବେଲଗୁଣ୍ଠା,୧୮/୦୬, -(ଶିବରାମ ଚୌଧୁରୀ )-ପ୍ରତିବର୍ଷ ଭଳି ପବିତ୍ର ରଜ ମହୋତ୍ସବରେ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ମିଥୁନ ନାଇକ। କେକ୍ କାଟି ଭୋଜିଭାତ ବଦଳରେ ନିଆରା ଢଙ୍ଗରେ ସେ ନିଜର…