ଷୋହଳ ଥର ପାଇଁ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗୁରୁଜୀ ମିଥୁନ

ବେଲଗୁଣ୍ଠା,୧୮/୦୬, -(ଶିବରାମ ଚୌଧୁରୀ )-ପ୍ରତିବର୍ଷ ଭଳି ପବିତ୍ର ରଜ ମହୋତ୍ସବରେ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ମିଥୁନ ନାଇକ। କେକ୍ କାଟି ଭୋଜିଭାତ ବଦଳରେ ନିଆରା ଢଙ୍ଗରେ ସେ ନିଜର…

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ।ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପସ୍ଥାପନ କଲେ ମନ୍ତ୍ରୀ…

କେନ୍ଦ୍ରାପଡ଼ା:୧୮.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ମାନ୍ୟବର ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ…

“କିଏ ସତ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ମନ୍ତ୍ରୀ”

ଡବଲ ଇଞ୍ଜିନ ସରକାରରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନାହିଁ: ବିଜେଡି ଗତ ୨ ବର୍ଷରେ ୩୬,୦୦୦ ଶିକ୍ଷକ ନିଯୁକ୍ତି ନେଇ ବିଜେପିର ଦାବି ତଥ୍ୟଭିତ୍ତିକ ନୁହେଁ ବିଧାନସଭାରେ ଶିକ୍ଷକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଓ ଆଇନ ମନ୍ତ୍ରୀଙ୍କ ତଥ୍ୟ ସହ…

ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡରେ ଚାଲିଛି ଆତଙ୍କରାଜ: ବିଜେଡି

ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଜାମିନରେ ଆସି ଚଲାଇଛନ୍ତି କ୍ରାଇମ ସିଣ୍ଡିକେଟ୍ ଯୋଜନାବଦ୍ଧ ଭାବେ ବଟି ଆଦାୟ ଓ ହଡପ୍ ହେଉଛି ଆଦିବାସୀ ଓ ଦଳିତଙ୍କ ଜମି ଏତଲା ଦାୟର ନକରିବାକୁ ଧମକାଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ ଭୁବନେଶ୍ୱର, ୧୭/୦୬/୨୦୨୬: ବିଜେଡି ନେତା…

ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା: ବିଜେଡି

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ଗୁଡ଼ିକୁ ୫୩୦ କୋଟି ଟଙ୍କାର ଅନୁଦାନ କମିବ ପ୍ରଧାନମନ୍ତ୍ରୀ ଆବାସ ଓ ଜଳ ଜୀବନ ମିଶନ ଯୋଜନାରେ ଗତ ୨ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ଶୂନ ଓଡ଼ିଶାକୁ…

ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟିର ସ୍ବୀକାରୋକ୍ତି ପରେ ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରାଇ ଆଣନ୍ତୁ:…

"ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ…

ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍‌ଙ୍କ ପ୍ରଶିକ୍ଷଣ ସଫଳତାର ସହ…

କଟକ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), କଟକସ୍ଥିତ ଟାଟା ପାୱାର ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ) ଠାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ସୋଲାର ଦିଦି…

ଆକସ୍ମିକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ ଟପ ଏକସର୍ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ

ନବରଙ୍ଗପୁର ୧୮.୬.୨୦୨୬ : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକସରସାଇଜ ଅନୁଷ୍ଠିତ ହୋଇଯାଇଛି| ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକସରସାଇଜ…

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି…

ବେଲଗୁଣ୍ଠା,୧୮/୦୬,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ନିଜର ନିଆରା କାର୍ଯ୍ୟକ୍ରମ ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି…

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର, ୧୮.୬.୨୦୨୬:ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନ୍ ଇ ଇ ଟି)(ସ୍ନାତକୋତ୍ତର)ପରୀକ୍ଷା୨୦୨୬ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…