Sign in
Sign in
Recover your password.
A password will be e-mailed to you.
କଣ୍ଟା ବ୍ୟବସାୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଶୂନ୍ୟ
ରାଜଗାଙ୍ଗପୁର,୦୯-୦୧-୨୬.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ଥାନା ଓ ବ୍ରାହ୍ମଣୀତରଙ୍ଗ ଥାନା ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କଣ୍ଟା ବ୍ୟବସାୟ ପ୍ରଶାସନ ଓ ପୁଲିସର ଢିଲାପଣକୁ ସ୍ପଷ୍ଟ କରୁଛି। ନିକଟରେ ରାଜଗାଙ୍ଗପୁର ସହରଅଞ୍ଚଳରେ ବେଆଇନ ଭାବେ କଣ୍ଟା ବିକ୍ରି କରୁଥିବା କିଛି…
ସ୍ବର୍ଣ୍ଣକାର ସଂଘର ୨୮ତମ ସମ୍ମିଳନୀ
କାକଟପୁର, ୧୦/୧ କାକଟପୁର ଥାନ ଥାନା ସ୍ଵର୍ଣ୍ଣକାର ସଂଘର ୨୮ତମ ସମ୍ମିଳନୀ ଆଜି ସ୍ଥାନୀୟ କୁଣ୍ଢେଇସୁଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘ ସଭାପତି ଶ୍ରୀଧର ସାହୁ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଉପସଭାପତି ଶଙ୍କର ପ୍ରସାଦ ସାହୁ, ସଂଘ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର…
ଅସହାୟ ପରିବାରଙ୍କ ମୁହଁରେ ଟିକେ ମକର ଖୁସି ଆଣିଦେବା ପାଇଁ “ଆଶା”ର ନିଆରା ପ୍ରଚେଷ୍ଟା
କେନ୍ଦୁଝର - ୧୦/୦୧/୨୦୨୬: ଆଉ ଅଳ୍ପଦିନ ପରେ ମକର। ଗଣ ପର୍ବ। କେନ୍ଦୁଝର, ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାରେ ଏହା ବେଶ୍ ଏକ ବଡ ପର୍ବ। ସାଧାରଣ ବର୍ଗର ଲୋକଙ୍କ ଅପେକ୍ଷା, ଆଦିବାସୀ ଶ୍ରେଣୀର ଲେକେ ବେଶି ଆନନ୍ଦ ଉଠାନ୍ତି ଏ ପର୍ବରେ। ପ୍ରାୟ ଏକ ସପ୍ତାହ ଧରି ଚାଲେ ଏ ପରବ।
କିଛି ଦିନ…
ଓପିଜିସି ତରଫରୁ ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର…
ଲଖନପୁର: ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପିପିଲିକାନି ସରପଞ୍ଚ ଶ୍ରୀକାନ୍ତ ଦେହେରିଆ ସ୍ୱାସ୍ଥ୍ୟ…
ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): "ବନ୍ଦେ ମାତରମ୍" ରାଷ୍ଟ୍ରଗୀତର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ୨ଟି ପର୍ଯ୍ୟାୟରେ ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍" ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଏବଂ ଆତ୍ମ ନିର୍ଭର ଭାରତ ଗଠନ ଉଦ୍ଦେଶ୍ୟରେ ସ୍ବଦେଶୀ…
ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ, ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): "ବନ୍ଦେ ମାତରମ୍" ରାଷ୍ଟ୍ରଗୀତର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ସଭାଗୃହରେ ଏନ୍ଏସି ସ୍ତରୀୟ ବନ୍ଦେ ମାତରମ୍" ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଏବଂ ଆତ୍ମ ନିର୍ଭର ଭାରତ ଗଠନ…
ଓଡ଼ଗାଁ ଆଦର୍ଶ ଥାନା ପାଇଁ ନୂଆ ଆଇଆଇସି
ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାକୁ ଆସୁଛନ୍ତି ନୂଆ ଆଇଆଇସି । ଓଡ଼ିଶା ପୋଲିସ ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ବଦଳି ତାଲିକା ଅନୁସାରେ ବର୍ତ୍ତମାନର ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କୁ ଚାନ୍ଦପୁର ଥାନାକୁ…
ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ
ନୟାଗଡ଼(ବିଶ୍ୱଜିତ ନାୟକ):- ଆଜି ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର…
ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ନୟାଗଡ଼ (ବିଶ୍ଵଜିତ ନାୟକ):- ଆଜି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲାପାଳ…
ଛୁରିଆପାଳିରେ ୨୭ତମ S.B.T.K. ମେମୋରିଆଲ ଟେନିସ କ୍ରିକେଟ: ତୃତୀୟ ଦିନର ଖେଳ ଉତ୍ସାହଜନକ
ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ଛୁରିଆପାଳି ହାଇସ୍କୁଲ ପଡିଆଠାରେ ଆୟୋଜିତ ୨୭ତମ S.B.T.K. ମେମୋରିଆଲ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ଖେଳ ଦର୍ଶକଙ୍କ ଭିଡ଼ ଉପସ୍ଥିତି ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତୃତୀୟ ଦିନରେ ମୋଟ ତିନିଟି ରୋମାଞ୍ଚକର ମ୍ୟାଚ…