Sign in
Sign in
Recover your password.
A password will be e-mailed to you.
ଜିଲ୍ଲା କଳାକାର ସମ୍ମିଳନୀ ଓ ପୁରୀ ଭିଜନ ୨୦୩୬ ଆଲୋଚନାଚକ୍ର
ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ ): ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ଶନିବାର ଦିନ ପୁରୀ ଭିଜନ ଓ ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ଜିଲ୍ଲା କଳାକାର ସମ୍ମିଳନୀ ଏବଂ ପୁରୀ ଭିଜନ ୨୦୩୬ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ବିଜେପି…
ମନରେଗା ଆଇନର ସ୍ପଷ୍ଟ ହତ୍ୟା, ଟାଟା ପାଓ୍ବାରକୁ ସରକାରୀ ସରଣାଗତି: ପୁରୀରେ କଂଗ୍ରେସର ତୀବ୍ର ସମାଲୋଚନା
ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ) : ସ୍ଥାନୀୟ ଭିଆଇପି ରୋଡ ସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶନିବାର ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ…
ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ
ବାଣପୁର:(ସେକ୍ କୌସର):ଓଡ଼ିଶା ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବଙ୍କର ନିର୍ଦ୍ଦେଶ ଅନୁଯାୟୀ ଆଦ୍ୟ ତା.୧୦.୦୧.୨୦୨୬ ରିଖରେ ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବାଣପୁର ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ଙ୍କ ମିଳିତ ଆୟୋଜନ ରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ…
ପଦ୍ମପୁର ର ମୂଖ୍ୟ ଦ୍ଵାର “ରାଜବୋଡାସମ୍ବର” ଗେଟ ଉଦ୍ଘାଟନ କଲେ ବିଧାୟିକା ।
ପଦ୍ମପୁର :- ସ୍ଥାନୀୟ ଚାନ୍ଦଟିପା ଠାରେ ବିଧାୟିକାଙ୍କ ପ୍ରସ୍ତାବ କ୍ରମେ ଅନୁମୋଦିତ ହୋଇଥିବା ପଦ୍ମପୁର ର ମୁଖ୍ୟଦ୍ୱାର "ବୋଡ଼ାସମ୍ବର ଗେଟ୍ " ଉଦ୍ଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଯୁବନେତା ଭୋଜ ରାଜ୍ ସିଂ ବରିହା,ବ୍ଲକ୍ ଅଧ୍ୟକ୍ଷ…
କୁଲାଡ,ଭଞ୍ଜ ଅଧିଷ୍ଠାତ୍ରୀ ଦେବୀ ଙ୍କ ପୀଠରେ ସାମୂହିକ ଭବ୍ୟ ପହିଲିଭୋଗ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜଭୂମି କୁଲାଡ ଗ୍ରାମର ମାଁ ତଳବ୍ୟାଘ୍ର ଦେବୀ ଙ୍କ ପୀଠରେ ଅଥବା ଭଞ୍ଜ ବଂଶୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ୟାଘ୍ର ଦେବୀ ଙ୍କ ପୀଠରେ ଚଳିତ ବର୍ଷ ଦୁତୀୟ ଭବ୍ୟ ସାମୁହିକ ପହିଲି ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ…
୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ ଉଦ୍ଘାଟିତ।
୧୦୨ ରନ୍ ରେ ପଦ୍ମପୁର ଦଳ କୁ ପରାସ୍ତ କଲା ଆର୍.ୱାଇ.ସି.ସି ରାଉରକେଲା
ପଦ୍ମପୁର:- ସ୍ଥାନୀୟ ଆର୍ ବି ହାଇସ୍କୁଲ୍ ପଡିଆ ଠାରେ ବୋଡାସମ୍ବର ସ୍ପୋର୍ଟିଂ ଆନୁକୁଲ୍ୟରେ ଆୟୋଜିତ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା…
ବେଲଗୁଣ୍ଠା ; ୫୦ ବର୍ଷର ରେକର୍ଡ଼ ଭାଙ୍ଗି ପାରଦ ୮.୬° ସେଲସିଅସ୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ଜାରି ରହିଛି ଶୀତ ଲହରୀ I ଭାଙ୍ଗିଛି ବର୍ଷ ବର୍ଷର ରେକର୍ଡ୍ I ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଏବଂ ଏହାର ଆଖ ପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତର ପ୍ରକୋପ ପରଲିକ୍ଷିତ ହୋଇଛି I ବେଲଗୁଣ୍ଠା ସହରରେ କେବେ ତାପ ମାତ୍ରା ୧୦°ସେଲସିଅସ୍ ରୁ କମି ନଥିବା ବେଳେ…
ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ
ଜଗତସିଂହପୁର -10.01.2026 ସୁମନ୍ତ କୁମାର ଦାସ: ଭାରତୀୟ ଜନତା ପାର୍ଟି ରେ ଶତାଧିକ କର୍ମୀ ଙ୍କୁ ନେଇ ଅନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହେଲେ ସମାଜସେବୀ ଦୀପକ ବିଶ୍ୱାଳ l ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ଡେରିକି ବାଲିଚନ୍ଦ୍ରପୁର ନିକଟରେ ଭାରତୀୟ ଜନତା ପାର୍ଟି…
ରଙ୍ଗଣି ପାଟଣାରେ ନବାହ୍ନ ପାରାୟଣ ମହାସମାରୋହ
ବେଲଗୁଣ୍ଠା, ୧୦/୦୧, ବେଲଗୁଣ୍ଠା ସହର ଅନ୍ତର୍ଗତ ରଙ୍ଗଣି ପାଟଣା ଗ୍ରାମରେ ଦିବ୍ୟ ଜୀବନ ସଂଘ ତରଫରୁ ନଅ ଦିନିଆ ରାମ ଚରିତ ମାନସ ଏବଂ ନବାହ୍ନ ପାରାୟଣ ମହାସମାରୋହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି I ଏହି କାର୍ଯ୍ୟକ୍ରମ ଜାନୁୟାରୀ ଚାରି ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା…
ଓଡ଼ଗାଁ ପବ୍ଲିକ ପ୍ରଶାସନ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍-୨୦୨୬: ତହସିଲ ଟାଇଗର ଏବଂ ଓଡ଼ଗାଁ ଗୋଲ୍ଡ ବିଜୟୀ
ଓଡ଼ଗାଁ ୧୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଲଡ୍ ସହିତ ଓଡ଼ଗାଁ କଲେଜ ସୁପର୍ କିଙ୍ଗସ୍ ଏବଂ ଓଡ଼ଗାଁ ବ୍ଳକ ବ୍ଳାଷ୍ଟର ସହିତ ତହସିଲ ଟାଇଗର ମଧ୍ୟରେ ଶନିବାର ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ୨ଗୋଟି ବନ୍ଧୁତ୍ୱ ପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଓଡ଼ଗାଁ…