ମଙ୍ଗଳପୁର ବାବା ମୁକ୍ତେଶ୍ଵର ହେଣ୍ଡବଲ ଟୁର୍ଣ୍ଣ।ମେଣ୍ଟ ଉଦ୍ଘାଟିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ସ୍ଥିତ ବାବା ମୁକ୍ତେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ଠାରୁ ଏକ ଆଞ୍ଚଳିକ ହେଣ୍ଡ ବଲ ଟୁର୍ଣ୍ଣ। ମେଣ୍ଟ ୧୨ଟି ଦଳକୁ ନେଇ ଉଦଘାଟିତ ହୋଇଯାଇଛି l ଏଥିରେ ଉଦ୍ଘାଟକ ଭାବେ ବେଲଗୁଣ୍ଠା ପଂଚାୟତ ସମିତି…

ସୋସିଆଲ ମିଡିଆର ମହାପ୍ରଭାବ: ଏବେ ଚେତିଲା ପ୍ରଶାସନ

ବିଜେପୁର :- ସୋସିଆଲ ମିଡିଆର ମହାପ୍ରଭାବ ପୁଣିଥରେ ସାମ୍ନାକୁ ଆସିଛି। ବାରମ୍ବାର ଯୋଖିପାଲି ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ସୋସିଆଲ ମିଡିଆରେ ନିରନ୍ତର ପୋଷ୍ଟ ହେଉଥିଲା। ସ୍ଥାନୀୟ ଲୋକେ ଫଟୋ ସହ ଏହି ବିଷୟକୁ ସାର୍ବଜନିକ ମଞ୍ଚରେ ଉଠାଇ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ…

ସୋହେଲା ବ୍ଲକ କୁଆମୁନିଆ ଗ୍ରାମରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ବଜରଙ୍ଗ ଦଳର ପ୍ରତିରୋଧ

ସୋହେଲା :- ସୋହେଲା ବ୍ଲକ ଅନ୍ତର୍ଗତ କୁଆମୁନିଆ ଗ୍ରାମରେ ଛତିଶଗଡ଼ ଓ ଦିଲ୍ଲୀରୁ ଆସିଥିବା କିଛି ଖ୍ରୀଷ୍ଟିଆନ ପାଦ୍ରୀଙ୍କ ଦ୍ୱାରା ଆର୍ଥିକ ପ୍ରଲୋଭନ ଦେଖାଇ କିଛି ହିନ୍ଦୁ ପରିବାରଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ କିଛି…

ସୋମନାଥ ସ୍ୱାଭିମାନ ବର୍ଷ ଅବସରରେ ପୁଖାମୁଣ୍ଡା ଶିବ ମନ୍ଦିରରେ ପୂଜାର୍ଚ୍ଚନା

ବିଜେପୁର :- ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ୧୦୦୦ ବର୍ଷ ଏବଂ ପୁନଃ ମନ୍ଦିର ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସହନଶୀଳତା, ପୁନଃଉଦ୍ଧାର ଓ ନିରନ୍ତରତାର ମୂଲ୍ୟବୋଧକୁ ରଖାଙ୍କିତ କରିବା ପାଇଁ ଚଳିତ ବର୍ଷକୁ “ସୋମନାଥ ସ୍ୱାଭିମାନ ବର୍ଷ” ଭାବେ ପାଳନ କରାଯାଉଛି।ଏହି ଅବସରରେ ଆଜି…

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଜାତୀୟ ରାଜପଥ ୧୬ ଗୋଳନ୍ଥରା ଥାନା ସମ୍ମୁଖରେ ଏକ ଅଜଣା ଟ୍ରକ୍ ଧକ୍କାରେ ନିକଟସ୍ଥ ଭାଲିଆଗଡ ଗ୍ରାମ ର ଡି ଦେବୀ ନାମ୍ନୀ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ସନ୍ତୋଷୀ…

ରାଜ୍ୟ ଆଦିବାସୀ ନେତାଙ୍କ ରାଖାଲଗୁଡ଼ା ଗସ୍ତ

ମାଲକାନଗିରି, ୧୦|୧: ରାଜ୍ୟ ଆଦିବାସୀ ସଂଘର ସଭାପତି କର୍ମା ଲାକ୍ରା, ସାଧାରଣ ସଂପାଦକ ଶରତ ଚନ୍ଦ୍ର ନାୟକ ଓ ମନୋଜ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର ସଭାପତି ବନ୍ଧୁ ମୁଦୁଲି, ମୟୁରଭଞ୍ଜ ଜିଲ୍ଲା ଆଦିବାସୀ ସଂଘର ସଭାପତି ରବୀନ୍ଦ୍ରନାଥ ସିଂହ ସମେତ ଅନ୍ୟ ଜିଲ୍ଲାର ଆଦିବାସୀ…

ମଣ୍ଡିରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସର ବିକ୍ଷୋଭ

 ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଖରିଫ ମଣ୍ଡିରେ ଧାନ ଅବ୍ୟବସ୍ଥାକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସର ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ କିଷାନ ସେଲର କର୍ମୀମାନେ ବିକ୍ଷୋଭପ୍ରଦର୍ଶନ କରିଛନ୍ତି। ଏଥି ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ବାଇକରେ ଆସି ବ୍ୟାଗ୍ ଲୁଟି ନେଇଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର-୧୯ ଥାନା ଅଞ୍ଚଳରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଥିବା ମାମଲାର ସଫଳ ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଗତ ୩୧ ଡିସେମ୍ବର ୨୦୨୫ରେ ଫିଟନେସ୍ ପାର୍କ ନିକଟରେ ପୂଜା ରାୱାନୀ ନାମକ ଜଣେ ମହିଳାଙ୍କଠାରୁ ବାଇକରେ ଆସି ବ୍ୟାଗ୍ ଲୁଟି ନେଇଥିବା ଦୁଇଜଣ…

ଲାଞ୍ଜିବେରନା ଖଣି ପାଇଁ ଜମି ଅଧୂଗ୍ରହଣ ମାମଲା: ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକଙ୍କ ପ୍ରତିନିଧୂ ମଣ୍ଡଳୀ

ରାଜଗାଙ୍ଗପୁର ତା -୦୯-୦୧-୨୬: ସୁନ୍ଦରଗଡ ରାଜସ୍ବ ଜିଲ୍ଲା ଅଞ୍ଚଳରେ ଥିବା କୁତ୍ରା ବ୍ଲକ ଅନ୍ତର୍ଗତ ଖଟଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କେତେକ ପଟା ଜମିକୁ ଡାଲମିଆଁ ସିମେଣ୍ଟ ଭାରତ ଲିମିଟେଡ଼ ପାଇଁ ଅଧ୍ୱଗ୍ରହଣ କାରିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ଜମି ମାଲିକ ତଥା ସ୍ଥାନୀୟ ଅଞ୍ଚଳବାସୀ…

ଚୋର ସନ୍ଦେହରେ ପିଟିପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ

ରାଉରକେଲା, (ବସନ୍ତ କୁମାର ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜବାଘାଟ ନିକଟ କୋଏଲ ନଦୀ ପଠାରୁ ମିଳିଥିବା ଏକ ଅଜଣା ମୃତଦେହ ଘଟଣାର ରହସ୍ୟ ଖୋଲିଛି ରାଉରକେଲା ପୋଲିସ। ଜଣେ ଅଜଣା ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗତ…