Sign in
Sign in
Recover your password.
A password will be e-mailed to you.
କଳିଙ୍ଗ ସାମ୍ବାଦିକ ସଂଘ ର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣପୁର ର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଅର୍ଥାତ୍ ଗୁଣପୁର ଉପଖଣ୍ଡ ର ସମସ୍ତ ବ୍ଲକ ରୁ କିଛି କିଛି ସାମ୍ବାଦିକ ଙ୍କୁ…
୪୫ ଦିନିଆ ପୋଷାକ ଉତ୍ପାଦନ କୌଶଳ ପ୍ରଶିକ୍ଷଣ ଆରମ୍ଭ।
କେନ୍ଦୁଝର,ତା୯/୧- ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ସହାୟତାରେ ଚାଲିଥିବା DMF-ଉଦ୍ୟମୀ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଥିବା ଅଂଶଗ୍ରହଣକାରୀମାନଙ୍କ ପାଇଁ, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟର ସହାୟତାରେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (EDII)ର…
ସୋଆ କପ୍ ଉଦଯାପିତ : ଜ୍ଞାନ ରଞ୍ଜନ ଓ ସୋଲାନ୍ସି ଓଭରଅଲ ଚାମ୍ପିଆନ୍
ଭୁବନେଶ୍ୱର, ୦୯ /୦୧: ଏକ ମାସ ଧରି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ସୋଆ କପ୍ ନିମନ୍ତେ ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ବାରିକ ଓ ସୋଲାନ୍ସି ଉରମାନି ପୁରୁଷ ଓ ମହିଳା ବିଭାଗରେ ଯଥାକ୍ରମେ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଛନ୍ତି…
ପ୍ରଦୂଷଣ ନାମରେ ସରକାରଙ୍କ ଗୁଣ୍ଡାଗିରି : ଭକ୍ତ
ଭକ୍ତଙ୍କୁ ଆତଙ୍କିତ କରୁଛ କାହିଁକି
ଧନ୍ୟ ଆମେ, ସରକାରଙ୍କ ସବୁ ଅତ୍ୟାଚାର ମୁଣ୍ଡପାତି ସହି ଯାଉଛୁ
ଆଜି ଯୁବ କଂଗ୍ରେସ କରିବ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ
ରାଜ୍ୟରେ ସାଧାରଣ ଲୋକଙ୍କଠାରୁ ବିଭ୍ରାନ୍ତିକର ପ୍ରଦୂଷଣ ଫାଇନ ଆଦାୟ ଏବଂ ସରକାର ଏହି ଜିଜିଆ କରକୁ…
ପୋଲାଭରମ୍ ସମସ୍ୟା ସମାଧାନ ନହେଲେ ଡବଲ ଇଞ୍ଜିନ ସରକାର ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇବ
ପ୍ରକଳ୍ପ ସମାପ୍ତ ହେଲେ ହଜାର ହଜାର ଆଦିମ ଆଦିବାସୀ ପ୍ରଭାବିତ ହେବେ
ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ଜଳମଗ୍ନ ହେବ
ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ୱର, ୦୯/୦୧/୨୦୨୬: ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା…
ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ୍ ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବା ପାଇଁ ‘ଅଗ୍ନି ଜାଗୃକ୍ତ…
ଝାରସୁଗୁଡା, ଓଡିଶା ୯ ଜାନୁଆରୀ, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ 'ଅଗ୍ନି ଜାଗୃକ୍ତ ଅଭିଯାନ' ଆରମ୍ଭ କରିଛି, ଏକ ମାସିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଯାହା କମ୍ପାନୀର ଦୃଢ ସୁରକ୍ଷା ସଂସ୍କୃତିକୁ କର୍ମକ୍ଷେତ୍ର ବାହାରେ ଏବଂ କର୍ମଚାରୀ ଏବଂ…
ସରକାରୀ ବୃତ୍ତି ଓ ମେଧା ବୃତ୍ତି ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ସଫଳତା ।
ପଦ୍ମପୁର:- ରାଜ ବୋରାସମ୍ବର ବ୍ଳକ ସ୍ତରରେ ୨୦୨୪-୨୫ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ତୃତୀୟ ଶ୍ରେଣୀରୁ ଆକାଂକ୍ଷା ରଣା (୧ମ ସ୍ଥାନ) ତନୱି ପଥାନ (୨ୟ ସ୍ଥାନ)ରେହାନସିକା ସାହୁ (୫ମ ସ୍ଥାନ )ତ୍ରିଶରାଜ ଦାଉ (୬ଷ୍ଠ ସ୍ଥାନା)…
ପୁରୀ ଜିଲ୍ଲା ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍), ପୁରୀର ରୋଗୀ କଲ୍ୟାଣ ସମିତି (ଆରକେଏସ୍)ର ପରିଚାଳନା ପରିଷଦ ବୈଠକ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର…
ବନ୍ଦେ ମାତରଂ ଗାନ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଷ୍ଟ୍ର ଗୀତ ବନ୍ଦେ ମାତରଂ ସୃଜନ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ସାମୁହିକ ବନ୍ଦେ ମାତରଂ ଗାନ ର ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କ୍ରୀଡା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଶିକ୍ଷା ଓ କ୍ରୀଡା ଇତିହାସରେ ଆଉ ଏକ ଗର୍ବର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଗ କରି , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କଲେଜ ଆଥଲେଟିକ୍ ମିଟ୍–୨୦୨୫–୨୬…