Sign in
Sign in
Recover your password.
A password will be e-mailed to you.
ଶ୍ରମିକ ମାନଙ୍କ ସମସ୍ୟା କୁ ସମାଧାନ କର ନଚେତ ଫେବୃଆରୀ 12 ଦେଶ ବ୍ୟାପି ଧର୍ମଘଟ କରାଯିବ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 09 01 2026 ତାରିଖ ଦିନ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ଉତ୍ତର ପ୍ରଦେଶ ର ଆଶା କର୍ମୀ ମାନଙ୍କ ଆନ୍ଦୋଳନ କୁ ସମର୍ଥନ କରି ଗୁଣପୁର ନୁଆ ବସ ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ସୁରୁଖୁରୁରେ ସରିଲା ମାଲିକାନଗିରି ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୨୦ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜିତ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ…
ଆଞ୍ଚଳିକ ସ୍ତରୀୟ ଦ୍ଵିତୀୟ ଦିବସ ଶିକ୍ଷଣ ସାମଗ୍ରୀ କର୍ମଶାଳା
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଳଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସି.ଆର.ସି.ସି. ଶ୍ରୀ ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ତିନି ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କାର୍ଯକ୍ରମରେ ନିରୀକ୍ଷକ ଭାବେ ବି.…
ପୋଖରୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ଶବ: ଶାନ୍ତିପଡ଼ାରେ ଚାଞ୍ଚଳ୍ୟ, ଯୋଜନାବଦ୍ଧ ହତ୍ୟା ସନ୍ଦେହ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ବଲାଙ୍ଗିର ସହର ସନ୍ନିହିତ ଶାନ୍ତିପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ପାଞ୍ଚ ଦିନ ଧରି ନିଖୋଜ ଥିବା ମୁଟୁ ଓରଫ ପ୍ରବୀଣ ମହାଲିଙ୍ଗଙ୍କ ମୃତଦେହ ପଥର ଚେପା ଗାଁର ପୋଖରୀରୁ ଉଦ୍ଧାର ହୋଇଛି। ମୃତକଙ୍କ ସ୍ତ୍ରୀ ବଲାଙ୍ଗୀର…
ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ରାଜଗାଙ୍ଗପୁର ତା ୦୯-୦୧-୨୬.ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିମଳା ଦେବୀ ଉଚ୍ଚ ବିଦ୍ୟାଳୟ (ଲାଇଙ୍ଗ) ରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁନ୍ଦରଗଡ଼.ଦ୍ଵାର ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୧୭୦ ଜଣ ରେଜିଷ୍ଟ୍ରେସନ କରିଥିଲେ। ବିଭିନ୍ନ ବିଭାଗ ର ଡାକ୍ତର ମାନଙ୍କୁ…
ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ
ବାଲୁଗାଁ:(ସେକ୍ କୌସର ):ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ,ଯୁବ ରେଡକ୍ରସ ଓ ରୋଭର୍ସ ଶାଖାର ମିଳିତ ଆୟୋଜନରେ ଆଜି ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ ପରିସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ପକ୍ଷରୁ ପ୍ଲାଷ୍ଟିକ୍ ବର୍ଜ୍ଜନ ଅଭିଯାନ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ବଣଭୋଜି ଏବଂ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପ୍ଲାଷ୍ଟିକ୍ ଆବର୍ଜ୍ଜନା ମୁଣ୍ଡ ବ୍ୟଥାର କlରଣ ପାଲଟିଛି I ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ଆନୁକୂଲ୍ୟରେ ଉତ୍ତର ଘୁମୁସର…
ବାଲି ବୋଝେଇ ଟ୍ରକ୍ ଧକ୍କାରେ ବେପାରୀଙ୍କ ଶୋଚନୀୟ ମୃତ୍ଯୁ
କେନ୍ଦୁଝର,ତା୯/୧- ଆଜି ଘଟଗାଁ ହରିଚନ୍ଦନପୁର ରାସ୍ତାର ବିଣାଝରୀ ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିଯୋଡ଼ି ଗ୍ରାମ, ଦେହୁରୀ ସାହିର ଦୟାନିଧି ନାଏକ (୫୭) ହରିଚନ୍ଦନପୁର ହାଟରୁ ବାଇକ ଯୋଗେ ଫେରିବା ବେଳକୁ ଏକ ଦ୍ରୁତଗାମୀ ବାଲି ବୋଝେଇ ଟ୍ରକ ତାଙ୍କୁ ସମ୍ମୁଖରୁ…
କଳିଙ୍ଗ ସାମ୍ବାଦିକ ସଂଘ ର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣପୁର ର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଅର୍ଥାତ୍ ଗୁଣପୁର ଉପଖଣ୍ଡ ର ସମସ୍ତ ବ୍ଲକ ରୁ କିଛି କିଛି ସାମ୍ବାଦିକ ଙ୍କୁ…
୪୫ ଦିନିଆ ପୋଷାକ ଉତ୍ପାଦନ କୌଶଳ ପ୍ରଶିକ୍ଷଣ ଆରମ୍ଭ।
କେନ୍ଦୁଝର,ତା୯/୧- ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ସହାୟତାରେ ଚାଲିଥିବା DMF-ଉଦ୍ୟମୀ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଥିବା ଅଂଶଗ୍ରହଣକାରୀମାନଙ୍କ ପାଇଁ, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟର ସହାୟତାରେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (EDII)ର…