Sign in
Sign in
Recover your password.
A password will be e-mailed to you.
କିଆ ମୋଟର୍ସର ନିଜର ନୂଆ ଓ ଅତ୍ୟାଧୁନିକ ଏସ୍ୟୁଭି ମଡେଲ ନ୍ୟୁ ସେଲ୍ଟୋସର ଉଦ୍ଘାଟନ
ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୬: ତୃପ୍ତି କିଆରେ, କିଆ ମୋଟର୍ସ ଆଜି ନିଜର ନୂଆ ଓ ଅତ୍ୟାଧୁନିକ ଏସ୍ୟୁଭି ମଡେଲ ନ୍ୟୁ ସେଲ୍ଟୋସ୍ ରାଜ୍ୟରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛି । ନୂଆ ସେଲ୍ଟୋସ୍ ୮ଟି ଭେରିଅେଣ୍ଟରେ ଉପଲବ୍ଧ ଅଛି, ଯାହାର ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ । ଗ୍ରାହକଙ୍କୁ…
ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ଶିଳାନ୍ୟାସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତାର ଶିଳାନ୍ୟାସ ହୋଇଛି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ…
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୬…
ମହିଳା ସ୍ନାତକ ମହାବିଦ୍ୟାଳୟର ତ୍ରୟୋଦଶତମ ବାର୍ଷିକୋତ୍ସବ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନର ତ୍ରୟୋଦଶତମ ବାର୍ଷିକୋତ୍ସବ ଅତି ଆଡମ୍ବର ସହିତ ସମ୍ପନ୍ନ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଇଂ ରୂପେଶ କୁମାର ପାଣିଗ୍ରାହୀ , ମାନ୍ଯବର ବିଧାୟକ ପାରଳାଖେମୁଣ୍ଡି ,…
ବିଷପାନ କରି ଚାଲିଗଲା ଯୁବକଙ୍କ ଜୀବନ
ଓଡ଼ଗାଁ,୧୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗ୍ରାମର ରମେଶ କୁମାର ବିଶ୍ବାଳ (୩୬) ବିଷପାନ କରି ମୃତ୍ୟୁ ଘଟିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ୧/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରିଥିଲେ । ଏବଂ ବ୍ୟବଛେଦ…
ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ଉତ୍ସବ ୨୦୨୫/୨୬ ଉଦଯାପିତ,
ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ
ଓଡ଼ଗାଁ,୧୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ରେ ଅବସ୍ଥିତ ତଥା ଓଡ଼ିଶାରେ ସୁଖ୍ୟାତୀ ଲାଭ କରି ତତ୍କାଳୀନ ସମୟରେ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିବା ରାଧାକାନ୍ତ ସରକାରୀ…
କେନ୍ଦୁଝରରେ ଡି.ଏନ୍. ହାଇସ୍କୁଲ ୨୦୧୧ ବ୍ୟାଚ୍ ପୁନଃମିଳନ ଅନୁଷ୍ଠିତ
କେନ୍ଦୁଝର,ତା୧୩/୧- ଡି.ଏନ୍. ହାଇସ୍କୁଲର ୨୦୧୧ ବର୍ଷର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୧୧ତାରିଖ ଏକ ଅବିସ୍ମରଣୀୟ ଦିନ ପାଲଟିଥିଲା। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପୁନଃମିଳନ ଉତ୍ସବରେ ୮୦ରୁ ଊର୍ଦ୍ଧ୍ୱ ଆଲୁମନାଇ ଏବଂ ୨୦ରୁ ଅଧିକ ପୂର୍ବତନ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ…
ଆଦିତ୍ୟ ଆଲୁମିନା ରିଫାଇନେରୀରେ “ପ୍ରକଳ୍ପ ଉଦ୍ୟମୀ” ଉଦଘାଟିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ-ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରିଗୁଡ଼ା (ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନରେ ଥିବା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ) ପକ୍ଷରୁ ୯ ଜାନୁଆରୀ ୨୦୨୬ ତାରିଖରେ ମହାଶକ୍ତି ଫାଉଣ୍ଡେସନ୍ ସହିତ ଏକ ଚୁକ୍ତିନାମା ସ୍ମାରକ (MoU) ସ୍ୱାକ୍ଷର କରି *“ପ୍ରକଳ୍ପ…
ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନାଟି ପ୍ରତିଯୋଗିତା ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ ): ଆସନ୍ତା ୨୦୨୬ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁସାରେ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ବନାଟି (ସାଧାରଣ ଘୁର୍ଣ୍ଣନ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅତିରିକ୍ତ…
NSD ର ରାଜ୍ୟ ଶାଖା କେନ୍ଦୁଝରରେ ଖୋଲିବ, ଅନୁଷ୍ଠାନର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ
ନୃତ୍ୟ ଅନୁଷ୍ଠାନ ସ୍ପିରିଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ସଂସ୍କୃତି ସମାଜର ଆତ୍ମା, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ - ମୁଖ୍ୟମନ୍ତ୍ରୀ…