Sign in
Sign in
Recover your password.
A password will be e-mailed to you.
ମହା ଆଡମ୍ବର ସହିତ ଉଦଯାପିତ ବରମୁଣ୍ଡା ମକର ମେଳା
ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ବରମୁଣ୍ଡା ଗ୍ରାମସ୍ଥିତ ପ୍ରସିଦ୍ଧ ଯୋଗେଶ୍ୱର ମଠରେ ତିନିଦିନିଆ ମକର ସଂକ୍ରାନ୍ତି ସଫଳତାର ସହିତ ଉଦଯାପିତ ହୋଇଯାଇଛି। ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏହି ମେଳାରେ ଗ୍ରାମ ସହିତ ସହ ଆଖପାଖ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନଙ୍କର…
ଶତାୟୁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସରକାରି ଉଚ୍ଚ ବିଦ୍ୟାଳୟ ରେ ତା ୧୨ ଓ ୧୩ ଦୁଇଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅଥିତି ରୂପେ ଗୁଣପୁର ପୌରପରିଷଦ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼ ଯୋଗଦେଇ କ୍ରୀଡା ଉତ୍ସବ ଉଦଘାଟନ…
କିଟ୍ ରେ ଚେସ୍ ମହାକୁମ୍ଭ ଉଦଘାଟିତ
ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ୧୪ ।୧: କିଟ୍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍…
ଢେଙ୍କିକୋଟ ଠାରେ ଆନ୍ତଃରାଜ୍ଯ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ l
କେନ୍ଦୁଝର,ତା୧୪/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଭଲିବଲ୍ ସଂଘ ତରଫରୁ ୧୫ତମ ବାର୍ଷିକ ଆନ୍ତରାଜ୍ଯ ଦିବାରାତ୍ର ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି l ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲାର ସାଂସଦ ଶ୍ରୀ ଅନନ୍ତ ଚରଣ…
ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀରମୋହନ ଜୟନ୍ତୀ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୮୩ତମ କଥା ସମ୍ରାଟ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଏମଭି -୭ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି…
ଜିଲ୍ଲା ପ୍ରଶାସନର ପ୍ରୟାସରେ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ପଢିବେ ଜିଲ୍ଲାର ୧୫ ଛାତ୍ର
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଚଳିତ ବର୍ଷ ବଲାଙ୍ଗୀର ସ୍ଥିତ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ରେ ପାଠ ପଢ଼ିବେ ମାଲକାନାଗିରି ଜିଲ୍ଲାର ପନ୍ଦର ଜଣ ଛାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରଚେଷ୍ଟା କ୍ରମେ ଆଜି ଜିଲ୍ଲାର ୧୫ ଜଣ ଛାତ୍ର ବଲାଙ୍ଗୀର ଅଭିମୁଖେ…
ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ।
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଭାପତି ବାଲା ରାଜୁ ପାଢ଼ୀ ଙ୍କ ତତ୍ବାବଧାନରେ ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ପ୍ରକାଶ…
ରମ୍ଭା ଥାନା ଅଞ୍ଚଳରୁ ଝୁଲନ୍ତା ଶବ ଉଦ୍ଧାର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବାହାଡାପଲୀ ଗ୍ରାମ ନିକଟସ୍ଥ ନିସ୍ତାପଲୀ ପୋଖରୀ ହୁଡ଼ାରେ ଥିବା ଏକ ଓସ୍ତ ଗଛରେ ଜଣେ ଯୁବକ ର ଶବ ଝୁଲୁଥିବା ଦେଖି ଅଞ୍ଚଳ ଲୋକ ଥାନରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଏସ୍ ଆଇ ଧରିତ୍ରୀ ବିଶ୍ଵାଳ ଓ କିଛି…
ମହତ୍ୱାକାଂକ୍ଷୀ ଭବିଷ୍ୟତ ରୋଡମ୍ୟାପ ସହିତ ଭାରତ ପ୍ରତିବଦ୍ଧତାକୁ ସୁଦୃଢ କରିଛି ହୋଣ୍ଡା
ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ ସହିତ ହୋଣ୍ଡା ଏଲିଭେଟ ଶୃଙ୍ଖଳାକୁ ସମୃଦ୍ଧ କରିଛି
ଭୁବନେଶ୍ୱର : ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତ ପାଇଁ…
ଆସନ୍ତା ୧୯ ତାରିଖରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ
ଭୁବନେଶ୍ୱର, ଜାନୁଆରୀ ୧୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବାକୁ ଯାଉଛି ।ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ…