ଡାକ୍ତର ଙ୍କ ଚୌକି ମେଲା, ରୋଗୀ ହେଉଛନ୍ତି ଗୁଲଗୁଲା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସି ଏଚ ସି ମାତୃ ଓ ଶିଶୁ ଡାକ୍ତର ଖାନରେ ଅଭାବନୀୟ ପରିସ୍ଥିତି। ହସ୍ପିଟାଲ ରେ ରୋଗୀ ପ୍ରବଳ ଭିଡ଼ ହେଲେ ଡାକ୍ତର ବାବୁ ଚିକିତ୍ସା କରୁଛନ୍ତି ଘରୋଇ ମେଡିକାଲ ରେ।ଏଠାକାର ସରକାରୀ ହସ୍ପିଟାଲ ରେ ଓ ପି…

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳନ ଓ ଏକତା ପଦଯାତ୍ରା ଅନୁଷ୍ଠିତ

https://youtu.be/6KownO2gvUs   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ମହା ଆଡ଼ମ୍ବରେ ଅନୁଷ୍ଠିତ…

ମାତୃ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ରାମକୃଷ୍ଣ ବିଦ୍ୟା ନିକେତନ ରେ ମାତୃ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଧୀରେନ୍ଦ୍ର ବାରିକ୍ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଜୟ…

ସାମ୍ବାଦିକଙ୍କ ପିତୃ ବିୟୋଗ

ବାଲୁଗାଁ:(ସେକ କୌସର):ଶନିବାର ସକାଳେ ଚିଲିକା ବ୍ଲକ ଅନ୍ତର୍ଗତ ଛେଡାପଦର ଗ୍ରାମର ଯୁବ ସାମ୍ବାଦିକ ଚରଣ ମୁଆଁଖିଆଙ୍କ ପିତା ବଲ୍ଲଭ ମୁଆଁଖିଆ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୭୫ ବୟସ ହୋଇଥିବା ବେଳେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ପୀଡିତ…

ପୂହୁଣ୍ଡିରେ “ଜ୍ଞାନବୃଦ୍ଧି ପାଠଶାଳା” ଉଦଯାପନ — ଆଦିତ୍ୟ ଆଲୁମିନା ରିଫାଇନେରୀ ତରଫରୁ ଶିକ୍ଷାରେ ନୂଆ ଆଲୋକ

ରାୟଗଡା ରୁ ବୈକୁଣ୍ଠ ଦୁରିଆ — ଗ୍ରାମର ଜୀବନ ଶାନ୍ତ ପରିବେଶ ମଧ୍ୟରେ ଶିକ୍ଷା ଓ ଜ୍ଞାନର ନୂତନ ପ୍ରଭାତ ଆଣିଛି ଆଦିତ୍ୟ ଆଲୁମିନା ରିଫାଇନେରୀ।  ପୂହୁଣ୍ଡି ଗ୍ରାମ ପ୍ରାଙ୍ଗଣରେ ଗମ୍ଭୀର ଉତ୍ସାହ ଓ ହସ ମଧ୍ୟରେ ଉଦଯାପିତ ହେଲା “ଜ୍ଞାନବୃଦ୍ଧି ପାଠଶାଳା” — ଯେଉଁଥି ଗ୍ରାମର ଛୋଟ ଛୋଟ ଶିଶୁମାନଙ୍କ…

ସାଂସଦଙ୍କୁ ଭେଟି ବିଦ୍ୟାଳୟ ସମସ୍ୟା ଜଣାଇଲେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ଯା ଓ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସାଂସଦଙ୍କ ସ୍ଥାନୀୟ ବିକାଶ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଡଃ. ମହେନ୍ଦ୍ର ରଇତଙ୍କ ନେତୃତ୍ବରେ ବିଦ୍ୟାଳୟର ଶତାଧିକ…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆଜି (ଶନିବାର) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ…

ବୁଲା ଗାଈ ଗୋରୁଙ୍କ ସେବାରେ କାମଧେନୁ ଗୋସେବା ଟ୍ରଷ୍ଟ ସମର୍ପିତ।

 ସ୍ଥାୟୀ ଗୋଶାଳା ଆରମ୍ଭ ଲାଗି ବୈଠକ ଅନୁଷ୍ଠିତ।                  କେନ୍ଦୁଝର,ତା୮/୧୧- ସ୍ଥାନୀୟ ସହିଦ ସଦନ ଠାରେ ଗୋସେବାକୁ ବ୍ରତ କରିଥିବା କାମଧେନୁ ଗୋସେବା ଟ୍ରଷ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ବୁଲା ଗାଈ ଗୋରୁଙ୍କ ସେବା ତଥା ଥଇଥାନ ଲାଗି ଏକ ସ୍ଥାୟୀ ଗୋଶାଳା…

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ: ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା ପ୍ରତିଯୋଗିତାର ଶିଶୁ ମାନଙ୍କ ସ୍ବପ୍ନ ଓ…

ଭଦ୍ରକ ଭ୍ରାମ୍ୟମାଣ ଅବକାରୀ ବିଭାଗ କୁ ସଫଳତା।

ଭଦ୍ରକ - ଶନିବାର ସକାଳୁ ସକାଳୁ ବାସୁଦେବପୁର ବ୍ଳକ୍ ରୋଡ଼ ଠାରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ନଟବର ମଲ୍ଲିକ, ଏ ଏସ ଆଇ ବିଜୟ ମଲିକ, ସୁଭାସିସ ରାଉତ, ବିଭୁ ପ୍ରସାଦ ମଲ୍ଲିକ , ମିଥୁନ ଜେନା, ଅଜୟ ଦାସ ମିଳିତ ଭାବେ ଏକ ମାରୁତି…