Sign in
Sign in
Recover your password.
A password will be e-mailed to you.
ନାଲସା ଆଶା ଯୋଜନା ଅଧୀନରେ , ଭଞ୍ଜନଗର ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତିଙ୍କ ପକ୍ଷରୁ ଜାନୁଆରୀ ମାସ ୧୩ ତାରିଖ ମଙ୍ଗଳବାର ସନ୍ଧ୍ୟା ୪ଟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମେଳନ କକ୍ଷରେ ନାଲସା ଆଶା (ଏବାର୍ନେସ୍…
ମାତୃଭାଷା ଭିତ୍ତିକ ଆଦିବାସୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ “ଆମେ ପଢ଼ିବା ଆମ ଭାଷାରେ”…
ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ, 13/01/2026.: ଓଡିଶା ସରକାର ଆଜି "ଆମେ ପଢ଼ିବା ଆମ ଭାଷାରେ" କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ମୂଳ ସ୍ତରରେ ଆଦିବାସୀ ଭାଷାରେ ମାତୃଭାଷା ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ର ସ୍ଵଦେଶୀ ସଂକଳ୍ପ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଦେଶୀ ସଂକଳ୍ପ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀ ଭାଇ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ସଂଞ୍ଚଳନ ରେ ଘୋଷ…
ପାର୍ବତୀ ଗିରିଙ୍କ ଶତବାର୍ଷିକୀ ପାଳନ ପାଇଁ ପ୍ରଶାସନିକ ବୈଠକ
ବିଜେପୁର :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଶତବାର୍ଷିକୀ ଉତ୍ସବ ଆସନ୍ତା ୧୯ ତାରିଖରେ ଗରିମାମୟ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବା ନେଇ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବ୍ଲକ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ…
କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର! ଏଣିକି ସହଜ ହେବ ଯାତାୟାତ
୧୧ଟି ନୂତନ ରୁଟ୍ରେ ଗଡ଼ିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’
କେନ୍ଦୁଝର, ତା୧୩/୧- କେନ୍ଦୁଝର ଜିଲ୍ଲାର ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସହଜ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗତକାଲି (ତା ୧୨.୦୧.୨୦୨୬ରିଖ) ଜିଲ୍ଲାପାଳ ବିଶାଲ ସିଂହଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର…
୩୦ ତମ ସର୍ବଭାରତୀୟ ବୋଡାସମ୍ବର କପ୍ : ପାଟନା କୁ ହରାଇ ରାୟପୁର ସେମିରେ ।
ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ କ୍ୟୁ.ସି.ଆଇ ରାୟପୁର ଓ ଷ୍ଟାର ଏକ୍ସ.ଆଇ. ପାଟନା (ବିହାର)ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାୟପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୭…
ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଗୁଣପୁର wisdom କୋଚିଂ ସେଣ୍ଟର, ଗୁଣପୁର ମହାବିଦ୍ୟାଳୟ, ଡମ୍ବସରl ଆମ୍ବେଦକର ବିଦ୍ୟାଳୟ, ଆର .ଜି ମହାବିଦ୍ୟାଳୟ ପଦ୍ମପୁର ଠାରେ ରାଷ୍ଟ୍ରିୟ ଯୁବ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ ରେ…
ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ଉଦଘାଟିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରି ୟୁଥ୍ କ୍ରିକେଟ କ୍ଲବ ପକ୍ଷରୁ ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ର ସଫଳ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମାଁ ଗଙ୍ଗାଦେବୀ ଠାକୁରାଣୀ ଓ ଅଗ୍ନି ଭୈରବ ମନ୍ଦିରରୁ ଏକ ଆଡମ୍ବରପୂର୍ଣ୍ଣ ମଶାଳ ଯାତ୍ରା…
ଜିଲ୍ଲାମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଉଦଘାଟିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଉଦଘାଟିତ ହୋଇଯାଇଛି | ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ…
ବଡମାଲ ଥାନା ରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି।ଝାରସୁଗୁଡ଼ା ର…