Sign in
Sign in
Recover your password.
A password will be e-mailed to you.
ଦଳୀୟ ସ୍ୱାର୍ଥ ପାଇଁ ବିଜେପି ରାଜ୍ୟର ଖଣିକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଲା: ବିଜେଡି
ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ: ୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ
ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାର୍ଥ ବଦଳରେ କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି
ଡବଲ ଇଞ୍ଜିନ ସରକାର ସଂଘୀୟ!-->!-->!-->!-->!-->!-->!-->!-->!-->!-->…
କୁନି ବୈଜ୍ଞାନିକ ଙ୍କ ଇକୋ ଫ୍ରେଣ୍ଡଲି ପ୍ରକଳ୍ପ ପ୍ରଦର୍ଶିତ :ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ରେ ବିଜ୍ଞାନ ମେଳା…
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ଖୁଣ୍ଟପାଲି କ୍ୟାମ୍ପସରେ ରବିବାର ‘ଇକୋ ଫ୍ରେଣ୍ଡଲି ଇଣ୍ଡିଆ – ୨୦୩୦’ ଥିମ୍କୁ ଆଧାର କରି ଏକ ବିଶାଳ ବିଜ୍ଞାନ ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ବୈଜ୍ଞାନିକ!-->!-->!-->…
ମହାନୀୟତାର ଅନନ୍ୟ ଉଦାହରଣ: ବ୍ରାହ୍ମଣ ସମିତି ସଭାଗୃହ ପାଇଁ ଜମି ଦାନ କଲେ ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ
ବିଧାୟକ କଲେ ଶିଳାନ୍ୟାସ. ଜମି ଦାନ କରିଥିବା ବିଷ୍ଣୁ ପ୍ରସାଦଙ୍କୁ 'ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି' ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ ):: ଜମି ଚାଖଣ୍ଡେ କିମ୍ବା ଦୁଇ-ତିନି ଇଞ୍ଚ ପାଇଁ ସାରା ସଂସାରରେ ବିବାଦ, ହିଂସା ଓ ମାରପିଟ୍!-->!-->!-->…
ପାଇକମାଳ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ସାଇନିଙ୍ଗ ଷ୍ଟାର କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ,ସାଧନ କର୍ମୀ ମାନଙ୍କୁ ନେଇ ଶୈକ୍ଷିକ କାର୍ଯ୍ୟକଳାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ପ୍ରବେଶିକା କାର୍ଯ୍ୟକ୍ରମ (ଇଣ୍ଡକସନ!-->…
ସ୍ୱାୟତ୍ତ ଶାସନ ଦିବସ ନିମନ୍ତ୍ରଣକୁ ନେଇ ରାଜନୀତି ତେଜ
ବିଜେପି ଅଭିଯୋଗର ଜବାବ ରଖିଲେ ପୌରାଧ୍ୟକ୍ଷା ରାନୀ ହାତୀ
ଝାରସୁଗୁଡ଼ା, ୩୦/୮: ଆସନ୍ତା ୩୧ ଅଗଷ୍ଟରେ ପାଳିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସକୁ ନେଇ ଝାରସୁଗୁଡ଼ା ପୌର ପରିଷଦରେ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର କରି ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ପକ୍ଷରୁ ଉଠାଯାଇଥିବା!-->!-->!-->…
ଧୂମଧାମରେ ପାଳିତ ହେଲା ଉତ୍କଳ କରାଟେ ସ୍କୁଲ୍ର ବାର୍ଷିକ ଉତ୍ସବ
କ୍ରୀଡ଼ା ସାମ୍ବାଦିକତା ପ୍ରଫୁଲ୍ଲ, ତୁଷାର ଓ ଚକ୍ରଧର ସମ୍ମାନିତ
ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠା ଦିବସ ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାକ୍ଷେତ୍ର!-->!-->!-->!-->!-->!-->!-->!-->!-->…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆତ୍ମରକ୍ଷା ପ୍ରଶିକ୍ଷଣର ସମାପନୀ ସମାରୋହ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଦ୍ୱାରା ୯ଦିନ ଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି।ଉଦଯାପନୀ ଉତ୍ସବ ଆନନ୍ଦ!-->!-->!-->…
ଓଡ଼ିଶାରେ ଜିଓର ଦମଦାର ପ୍ରଦର୍ଶନ ଜାରି, ଜୁଲାଇ ମାସରେ ଯୋଡ଼ିଛି ସର୍ବାଧିକ ୩.୨୭ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ…
ଏକ କୋଟି ୮୫ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୮ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସହିତ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାଧାନ୍ୟ ବିସ୍ତାର କରିଛି
ଜୁଲାଇ ମାସରେ ଜିଓ ନିକଟତମ ପ୍ରତିଦ୍ବନ୍ଦୀ ଏୟାରଟେଲ୍ ତୁଳନାରେ ଓଡ଼ିଶାରେ ଚାରି!-->!-->!-->!-->!-->!-->…
“ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅନ୍ତର୍ଗତ ଘନାନ୍ତ୍ରୀ ଠାରେ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ!-->!-->!-->…
ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି
ରାଜ୍ୟରେ ଧାନ ପଞ୍ଜୀକରଣ ପ୍ରସଙ୍ଗ
ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରାଯାଉ
ଭାଗ ଚାଷୀ ଓ କଲମ-୨ ସଂଶୋଧନକୁ ନେଇ ଅସନ୍ତୋଷ ପ୍ରକାଶ କଲା ବିଜେଡି
ଭୁବନେଶ୍ୱର, ୩୦/୦୮/୨୦୨୬: ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ବିଳମ୍ୱକୁ ନେଇ ସରକାରଙ୍କୁ!-->!-->!-->!-->!-->!-->!-->!-->!-->…