Sign in
Sign in
Recover your password.
A password will be e-mailed to you.
ସୁରଭି ଉତ୍ସବରେ କୋମଣ୍ଡ ବିଦ୍ୟାଳୟର ଦଳଗତ ନୃତ୍ୟ ଦ୍ୱିତୀୟ
,ଦର୍ଶକଙ୍କ ମନ ମୋହିଲେ କୁନି କଳାକାର, ନିଜ ବିଦ୍ୟାଳୟରେ ସମ୍ବର୍ଦ୍ଧିତ,
ଓଡ଼ଗାଁ, ୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କଳାକାରମାନେ ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ରେ ଦଳଗତ!-->!-->!-->…
ଜିଲ୍ଲାସ୍ତରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ!-->…
ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ନଭେମ୍ବର ୩: ଭାରତର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ମଙ୍ଗଳବାର ଦିନ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିସରରେ ଆୟୋଜିତ ଦୁଇଟି ପୃଥକ୍ ଶୋକସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୋମବାର!-->…
ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍ଓଡିଏଲ୍
ବୌଦ୍ଧ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସମସ୍ତ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ
ଗଞ୍ଜାମରେ ୯୮.୪୮% ଓ କନ୍ଧମାଳରେ ୯୯.୭୮% ପୁନରୁଦ୍ଧାର
ବ୍ରହ୍ମପୁର, ନଭେମ୍ବର ୨, ୨୦୨୬: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା!-->!-->!-->!-->!-->!-->!-->!-->!-->…
ଭୁବନେଶ୍ୱରରେ ଅତ୍ୟାଧୁନିକ କିଡନୀ ଓ ୟୁରୋଲୋଜି ହସ୍ପିଟାଲ୍ ଆରମ୍ଭ କଲା ଏଆଇଏନ୍ୟୁ
୧୩ ବର୍ଷର ଅଭିଜ୍ଞତା ଓ ୬ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ଅଭିଜ୍ଞତା ସହ ଓଡ଼ିଶାବାସୀଙ୍କ ନିକଟରେ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତି, ବିଶେଷଜ୍ଞ ଡାକ୍ତର ଏବଂ କିଡନୀ ଓ ୟୁରୋଲୋଜି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଚିକିତ୍ସା ସେବା ଉପଲବ୍ଧ କରାଇବ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସୁପର!-->!-->!-->!-->!-->…
“ସାଇବର ସୁରକ୍ଷା ଆମର ଲକ୍ଷ୍ୟ, ସଚେତନତା ଆମର ଶକ୍ତି; ସୁରକ୍ଷିତ ଓଡ଼ିଶା ଗଠନ ଆମର ସଂକଳ୍ପ।”
ଭୁବନେଶ୍ୱର :୩.୧୧. ୨୦୨୬: "ଆମ ଗୌରବ ଆମ କଲେଜ" ପରିଚାଳନା ସଂଗଠନ ତରଫରୁଏକ ଭର୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା“ସାଇବର ସୁରକ୍ଷା – ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ – ମିଶନ୍ ସାଇବର ସୁରକ୍ଷିତ ଓଡ଼ିଶା।”ଏହି କାର୍ଯ୍ୟକ୍ରମର!-->…
ନିଶାମୁକ୍ତ ଭାରତ ଅଭିଯାନ ନେଇ ସଚେତନତା ଶିବିର ଆୟୋଜିତ
ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ନିଶାଦ୍ରବ୍ୟ ସେବନର ଭୟାବହ କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ!-->!-->!-->!-->!-->…
ବିଜେପୁରରେ ରାଜସ୍ୱ ବିଶ୍ରାମାଗାର ଓ ତହସିଲଦାରଙ୍କ ଡି-ଟାଇପ୍ କୋଠା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ରାଜସ୍ୱ ବିଭାଗର ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ରାଜସ୍ୱ ବିଶ୍ରାମାଗାର ଏବଂ ତହସିଲଦାରଙ୍କ ପାଇଁ ଡି-ଟାଇପ୍ ସରକାରୀ ବାସଭବନ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।!-->!-->!-->…
ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ପାଇଁ ସଚେତନତା କାର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ବାଳାଶ୍ରମଠାରେ ବିଭିନ୍ନ ସ୍ଥାନରୁ ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କୁ ନେଇ ଏକ ସଚେତନତା କର୍ମଶାଳା ଗଣିଆ ଉନ୍ନୟନ କମିଟ ଦ୍ବାରା ଅନୁଷ୍ଠିତ ହୋଇଯାଇଥିଲା।ଏହି କର୍ମଶାଳାରେ!-->!-->!-->!-->!-->…
ସମ୍ୱଲପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ
ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି
ଶତାଧିକ ଆକ୍ରାନ୍ତ ଓ ଅନେକ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ
ଅନୁଷ୍ଠାନର ପୁଷ୍ଠପୋଷକ ପ୍ରଭାବଶାଳୀ ଓ ରାଜନୈତିକ ଛତ୍ରଛାୟା ତଳେ ଥିବାରୁ, କାର୍ଯ୍ୟାନୁଷ୍ଠାନ ଶୂନ
ଭୁବନେଶ୍ୱର, ୦୩/୧୧/୨୦୨୬:!-->!-->!-->!-->!-->!-->!-->!-->!-->!-->!-->…